Browsing category

ଜୀବନଚର୍ଯ୍ୟା

ରାଜଧାନୀରେଖୋଲିଲା ଶ୍ୟାମଳାଡ୍ରାଏଫ୍ରୁଟ୍ସ୍‌ର ପ୍ରଥମଆଉଟ୍‌ଲେଟ୍‌

ବାରଙ୍ଗ,୨୩ା୮(ଏସଏସନିଉଜ)ଉଚ୍ଚମାନର ଅର୍ନ୍ତଜାତୀୟ ଡ୍ରାଏ ଫ୍ରୁଟ୍ସ୍‌, ନମକିନ୍ ଏବଂ ହେଲ୍‌ଥ ୱେଲନେସ୍ ଉତ୍ପାଦ ସହିତ କାରାବାର କରୁଥିବା ଅନ୍ୟତମ ଅଗ୍ରଣୀ ରିଟେଲ୍ ବ୍ରାଣ୍ଡ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ବୁଧବାରଦିନ ରଘୁନାଥପୁର ରୟାଲ ଆର୍କେଡ୍ ମଲ୍‌ରେ ଏକ ସ୍ୱତନ୍ତ୍ର ଆଉଟଲେଟ୍ ଉଦ୍‌ଘାଟିତ କରିଛି ।ଭୁବନେଶ୍ୱରର ସମସ୍ତ ସ୍ୱାସ୍ଥ୍‌୍ୟ ସମନ୍ଧୀୟ ସାମଗ୍ରୀ ଏହି ଷ୍ଟୋରରେ ମିଳିବ । ଗ୍ରାହକଙ୍କ ଚାହିଦାକୁପୂରଣ କରିବା ପାଇଁ ଗୁଣାତ୍ମକ ଏବଂ ସୁସ୍ଥ ଖାଦ୍ୟ ପ୍ରଦାନ କରିବାକୁ ଆମର ପ୍ରତିଶ୍ରୁତି ଏକ ପ୍ରଦର୍ଶନ ହେଉଛି ଏହି ଷ୍ଟୋରର […]

ପାଟିରେ ଘାହେଲେ କଣକରିବେ ?

ଆଜି ଜାଣିବା (ପାଟିଘା/ଅଲସରରୁ ମୁକ୍ତିପାଇଁ ଘରୋଇଉପଚାର) ୧.ମହୁ-ପାଟିରୁ ଚୋପା ଛାଡ଼ୁଥିଲେ ସେହିସ୍ଥାନରେ ମହୁଲଗାନ୍ତୁ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଭରି ରହିଥାଏ, ଯାହା ଅଲସରକୁ ଶୀଘ୍ର ଭଲକରିବାରେ ସାହାଯ୍ୟକରେ। ଆପଣଚାହିଁଲେ ମହୁରେ ଅଳ୍ପହଳଦୀ ମିଶାଇମଧ୍ୟ ଲଗାଇପାରିବେ। କିଛିଘଣ୍ଟା ମଧ୍ୟରେ ଆରାମଲାଗିବ। ୨.ନଡ଼ିଆତେଲ-ପାଟି ଅଲସରରୁ ମୁକ୍ତିପାଇଁ ଆପଣ ନଡ଼ିଆତେଲ ମଧ୍ୟ ବ୍ୟବହାର କରିପାରିବେ। ନଡ଼ିଆ ତେଲରେ ଆଣ୍ଟିଇନ୍‌ଫ୍ଲେମେଟୋରୀ ଗୁଣରହିଛି। ଏହା ପାଟିର ସମସ୍ତସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିବ। ୩.ଲୁଣପାଣି-ପାଟିର ସମସ୍ତରୋଗ ଦୂରକରିବାକୁ ଆପଣ ଲୁଣପାଣି ବ୍ୟବହାର କରିପାରିବେ। ଲୁଣରେ ଥିବା […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ

ଆସିକା,୨୧ା୬(ଏସଏସନିଉଜ) ଆଜି ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ମୁକ୍ତ ପ୍ରାଙ୍ଗଣରେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ଯୋଗଶିକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଏନ୍.ସି.ସିର ୯୨ଜଣ ଛାତ୍ରଛାତ୍ରୀ ଉପସ୍ଥିତଥିଲେ। ଉକ୍ତ ଶିବିରକୁ ଏନ୍.ସି.ସିର ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ଏବଂ ଏ.ଏନ୍.ଓ. ପ୍ରଭାତ କୁମାର ଗୌଡଙ୍କୁ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ମହାବିଦ୍ୟାଳୟର ପିଇଟିଶିକ୍ଷକ ତାଲିମ ଶିବିରକୁ ସୁପରିଚାଳନା କରିବା ସହିତ ଯୋଗ ଶିକ୍ଷାର ଉପକାରିତା ଉପରେ ମତବ୍ୟକ୍ତ […]

ଚିନ୍ତା ଦୂରକରେ ଲସି

ଖରାଦିନେ ବିଶେଷ କରି ନିଜକୁ ସୁସ୍ଥ ରଖିବାପାଇଁ ସଭିଏଁ ନିଜଖାଦ୍ୟରେ ଅନେକ ପରିବର୍ତ୍ତନ କରିଥାଆନ୍ତି। ଏହିସମୟରେ ଅଧିକାଂଶଲୋକେ ଥଣ୍ଡାଜାତୀୟ ଜିନିଷ ସେବନକରିବାକୁ ଇଚ୍ଛାକରିଥାଆନ୍ତି। ଯାହାଗରମରୁ ମୁକ୍ତିଦେଇଥାଏ। ସେଭଳି ଅଧିକାଂଶଲୋକଙ୍କୁ ଖରାଦିନେ ଲସିପିଇବା ବେଶପସନ୍ଦ। ଏହାଶରୀରକୁ ଥଣ୍ଡା ପ୍ରଦାନ କରିବାସହ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ମଧ୍ୟ ଦୂରକରିଥାଏ। କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁରଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟଉପକାରୀ ଗୁଣ ରହିଛି। କେବଳ ସ୍ୱାଦପାଇଁ ନୁହେଁ ବରଂ ଉତ୍ତମସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲସିପିଇବା […]

ହୋଇଛିକି ଏସିଡିଟି?

ବର୍ତ୍ତମାନ ସମୟରେ ଏସିଡିଟି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ଓ ଏସିଡିଟି ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଜାଣନ୍ତୁ.. ଜଙ୍କ୍‌‌ ଫୁଡ୍‌‌, ଅଧିକ ମସଲା ଜାତୀୟ ଜିନିଷ ଆଦି ଆଦୌ ଖାଆନ୍ତୁ ନାହିଁ। ଏସିଡିଟି ସମୟରେ ଖଟା ଫଳ କମଳା, ଲେମ୍ବୁ, ଜାମୁକୋଳି, ଟମାଟୋ ଆଦିକୁ ଖାଆନ୍ତୁ ନାହିଁ। ଏସିଡିଟି ସମୟରେ ମାଟିଆ ଚାଉଳରେ ପ୍ରସ୍ତୁତ ଭାତ, ପାଉଁରୁଟି, ପାସ୍ତା ଆଦି ଖାଇବା ଉଚିତ ନୁହେଁ। ଏସିଡିଟି […]

କଣକଲେ ତ୍ବଚା ଚମକିବ

ପ୍ରତିଦିନ ଖିରକୁ ନିଜତ୍ବଚା ଯତ୍ନପାଇଁ ବ୍ୟବହାରକଲେ, ଚମକ ଆସିବାସହ ଅନ୍ୟସମସ୍ୟା ବି ଦୂରେଇଯାଏ।ଜାଣନ୍ତୁ କଣ କରିବାକୁ ପଡିବ । ମହୁ ଓ ଖିର:-ଖିରରେ ମହୁ ମିଶାଇ ମୁହଁ, ହାତ ଓ ବେକରେ ଲଗାନ୍ତୁ। ମହୁ ତ୍ୱଚାପାଇଁ ଔଷଧ ଭଳି କାମକରେ। ଏହାକୁ ଲଗାଇଲେ ତ୍ବଚାରେ ଚମକଆସେ। ତ୍ବଚାକୁ ସଫାକରିବାକୁ ଏକଛୋଟ ଚାମଚ ମହୁରେ ଖିରମିଶାଇ ମୁହଁରେଲଗାଇବେ।୧୦ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ମୁହଁକୁ ଥଣ୍ଡାପାଣିରେ ଭଲଭାବେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ମୁହଁରେ କେମିତି ଚମକ ଆସୁଛି। ତ୍ବଚାଭାଙ୍ଗ:-ଦୁଇଚାମଚ ମହୁରେ ଅଧଚାମଚ […]

ହୋଇଛିକି ଥାଇରଏଡ,ଜାଣନ୍ତୁ କଣକରିବେ?

ଆଜିକାଲି ଖାଦ୍ୟପେୟର ସମୟ ଠିକ ରହୁନଥିବାରୁ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏଭଳି ଏକ ରୋଗ ହେଉଛି ଥାଇରଏଡ। ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବାପାଇଁ ପ୍ରାଚୀନଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା। ଏହାଦ୍ୱାରା ଥାଇରଏଡ ରୋଗୀମାନେ କିଛିମାତ୍ରାରେ ଆଶ୍ୱସ୍ତି ପାଇପାରିବେ । ଅଦା:-ପ୍ରାୟତଃ ସମସ୍ତଙ୍କଘରେ ସବୁବେଳେ ଅଦା ମହଜୁଦଥାଏ। ଅଦାର ଅନେକ ଔଷଧିୟଗୁଣ ରହିଛି। ଅଦାରେ […]

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୫।୬(ଏସଏସନିଉଜ)ଆରବସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।ଯାହା ଫଳରେ ମୌସୁମୀ ବିଳମ୍ବ ହୋଇପାରେ।ଘୂର୍ଣ୍ଣିବଳୟ ଯୋଗୁଁ ମେଘଖଣ୍ଡ ସଂପୃକ୍ତ ଅଞ୍ଚଳରେ ଅଧିକ ସଂଗଠିତ ହୋଇଛି। ଫଳସ୍ୱରୂପ, କେରଳ ଉପକୂଳ ରେ ବାଦଲ ଆଚ୍ଛାଦନ କମିଛି।ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ।ଲଘୁଚାପ ମୌସୁମୀର କେରଳ ଆଡ଼କୁ ଅଗ୍ରସରକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ।

ମନଇଛା ବଢୁଛି ଗ୍ୟାସ ଦର

ମେଣ୍ଢାଶାଳ,୨୪।୫(ଏସଏସନିଉଜ)ରାଜଧାନୀ ଉପକଣ୍ଠରେ ଘରୋଇ ଗ୍ୟାସ୍ ଦର ଉପରେ ଅଙ୍କୁସ ରହୁନାହିଁ ଡିଷ୍ଟିବୁଟରମାନେ ସତେ ଯେମିତି ପ୍ରତିଯୋଗିତା ଭିତିରେ ଏବଂ ମନମୁଖି ବଢାଇ ଚାଲିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଘରେ ପହଁଚାଇବା ସହ ଏକ ନିଧିଷ୍ଟ ମୂଲ୍ୟ ଚାରିଆଡେ ସମାନ ନିର୍ଦ୍ଧାରଣ କରିଥିବା ବେଳେ କିନ୍ତୁ ସରକାର ଗ୍ୟାସ୍ ଦର ଯେତେ ବୃଦ୍ଧି କରି ଚାଲିଛନ୍ତି ସେହି ଅନୁସାରେ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ପହଁଚାଉ ଥିବା କର୍ମଚାରିମାନେ ମଧ୍ୟ ତାଙ୍କ ମନଇଛ ଦର ନିର୍ଦ୍ଧାରଣ କରୁଛନ୍ତି […]

ଜଟଣୀରେ ହେବ କ୍ୟାନ୍ସରହସ୍ପିଟାଲ

ଜଟଣୀ,୧୧।୫(ଏସଏସନିଉଜ)ଜଟଣୀରେ ହେବାକୁ ଯାଉଛି କ୍ୟାନ୍ସର ହସ୍ପିଟାଲ।ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜଟଣୀରେ କ୍ୟାନ୍ସର ହସ୍ପିଟାଲ ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ ଏହା କାର୍ଯ୍ୟ କରିବ। ୨୦୦ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ୬୫୦କୋଟିଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଯାଉଛି।