ସୁନ୍ଦରଗଡ଼ରୁ ୭ସ୍କ୍ରବଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଯିବ ଭୀମସାରଟିମ୍‌

ସୁନ୍ଦରଗଡ଼,୧୬।୯(ଏସଏସନିଉଜ)ଧୀରେଧୀରେ ସ୍କ୍ରବଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।
ଆଜି ପୁଣି ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ୭ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ।୪୧ଟି ନମୁନା ପରୀକ୍ଷାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଗତକାଲି ଟେଷ୍ଟ ପାଇଁ ଯାଇଥିଲା ୪୧ଟି ନମୁନା।ଅନ୍ୟପଟେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ପାଇଁ ବରଗଡ଼ ଯିବ ଭୀମସାରଟିମ୍‌। ବରଗଡ଼ରେ ତୁରନ୍ତ ମେଡିକାଲ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଭୀମସାର୍ ଡିନ୍‌ଙ୍କୁ DMETଙ୍କ ଚିଠି ଆସିଛି।ମେଡିସିନ୍, ମାଇକ୍ରୋବାୟୋଲୋଜି ଟିମ୍ ପଠାଇବାକୁ ନିର୍ଦ୍ଦେଶ ମଧ୍ୟ ଆସିଛି।

Comments (0)
Add Comment