Browsing category

ଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

➡️ଜୀବନରେ କିଛି କ୍ଷଣ ଏମିତି ବି ଆସି ଥାଏ ଯେତେବେଳେ କି ମନୁଷ୍ୟ ପାଖରେ ସବୁ ଥାଇ ବି ହସିବା ଭୁଲି ଯାଇଥାଏ । ➡️ଇର୍ଷା ଏବଂ ଘୃଣାର ଅନୁଭବ କାହାକୁ ଜୀବନରେ ସୁଖ ପାଇବାକୁ ଦିଏ ନାହିଁ । ଏହି ଭାବନା ଆମର ମାନସିକ ଶାନ୍ତି ସମାପ୍ତ କରିଦିଏ। ➡️ଜଣେ ଜଣଙ୍କ ପାଇଁ ସେତିକି ଦିନ ପର୍ଯ୍ୟନ୍ତ ଖାସ ହେଇଥାଏ, ଯେତିକି ଦିନ ପର୍ଯ୍ୟନ୍ତ ଆଉଜଣେ ତା ଜୀବନକୁ ଆସି ନଥାଏ । ➡️”ଖୁସିରେ ରହିବାକୁ […]

କ୍ୟାରିୟର ବରବାଦ କରିଦେବି. . .

୧-ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର କମେଡିଏନ୍‌ ମିଷ୍ଟର୍‌ ଡୋଲୁଙ୍କ ପରଲୋକ । ୨–ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ । ୩-କେବଳ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ୧୧ଟା ଯାଏଁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ । ୪-ୟାସ୍‌ ମୁକାବିଲା: […]

ଆଜିର ଅନୁଚିନ୍ତା

➡️ଅଜବ ଏ ଦୁନିଆ ଭଲ କଲେ କହିବ — ମନ୍ଦ କଲେ ବି କହିବ –। ➡️ଈଶ୍ୱରଙ୍କୁ ଅନୁଭବ କରିବା ଶାଶ୍ୱତ ବିଜ୍ଞାନ ହିଁ ଧର୍ମ ଅଟେ । ➡️ଯିଏ ନିଜ ସ୍ଵଭାଵ ଅନୁଯାୟୀ ସ୍ବଧର୍ମ ପାଳନରେ ଅସମର୍ଥ, ସେ ତାହା ଠାରୁ ଉର୍ଦ୍ଧ୍ଵରେ ଥିବା ପରଧର୍ମ ପାଳନ ପାଇଁ କେବେ ବି ସମର୍ଥ ହେବ ନାହିଁ । ➡️କେବେ ବି ଲୋକେ ଆପଣଙ୍କ ବିଷୟରେ ଟିକା ଟିପ୍ପଣୀ କରନ୍ତି ତ ବିଚଳିତ ହୁଅ ନାହିଁ, ବାସ୍ […]

ଅପିଲ କଲେ ଦିଦି

୧–ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ, ବିସିସିଆଇ ବୈଠକରେ ନିଷ୍ପତ୍ତି । ୨-ସ୍କୁଲ, କଲେଜ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା . ୩-କରୋନାରେ ବାପାମା’ ଛେଉଁଣ୍ଡଙ୍କ ପାଇଁ ବଡ଼ ଘୋଷଣା। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ଆର୍ଥିକ ସହାୟତା। ୨୩ ବର୍ଷ ବୟସ ହେଲେ ଏକସଙ୍ଗେ ୧୦ଲକ୍ଷ ଟଙ୍କାର ଅର୍ଥ ରାଶି ମିଳିବ। ପିଲାଙ୍କ ପାଇଁ ପିଏମ୍‌ କେୟାର୍ସ ନାମରେ ଯୋଜନା ଆରମ୍ଭ କଲେ ମୋଦି। ୪-ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ […]

ଆଜିର ଅନୁଚିନ୍ତା

➡️ପିଲାଙ୍କୁ ଉପହାର ନଦେଲେ ସେ କିଛି ସମୟ କାନ୍ଦିବ, କିନ୍ତୁ ସଂସ୍କାର ନଦେଲେ ଜୀବନ ସାରା କାନ୍ଦିବ । ➡️ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ବହୁତ କଷ୍ଟ ହୁଏ, ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ନୂଆ ଜୀବନ ଆରମ୍ଭ ହୁଏ । ➡️ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି ନା ସେଥି ମଧରୁ ” ନିନ୍ଦା ” ଆଉ ” ଅପବାଦ ହେଉଛି ସର୍ବଶ୍ରେଷ୍ଠ । ➡️ଶାନ୍ତ ମନରେ ତୁମ ଦ୍ବାରା ଯାହା […]

ମମତାଙ୍କ ନାଟକ

୧-ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ ହଟିଲା ଆନ୍ଦୋଳନ । ୨-ମମତାଙ୍କ ନାଟକ : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇ ଅଧଘଣ୍ଟା ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ ।ପ୍ରଧାନମନ୍ତ୍ରୀ ମୋଦୀ । ।ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ୩-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପେକ୍ଷା କରାଇବା, ପୁଣି ବୈଠକରୁ ଉଠି ଆସିବା […]

ଆଜିର ଅନୁଚିନ୍ତା 

➡️ଅତୀତ ଶିଖାଏ  ବର୍ତ୍ତମାନ କନ୍ଦାଏ ଆଉ ଭବିଷ୍ୟତ ବଞ୍ଚିରହିବାପାଇଁ ସ୍ବପ୍ନ ଦେଖାଏ  ! ➡️କ୍ଷମା ସେମାନଙ୍କୁ ମାଗନ୍ତୁ ଯେଉଁମାନେ ଆପଣଙ୍କୁ ବୁଝି ପାରୁଥିବେ ! ➡️ମଣିଷ ଯଦି ପ୍ରକୃତ ସୁଖ ପାଇବାକୁ ଚାହେଁ, ତେବେ ତାକୁ କଠୋର ହେବାକୁ ହେବ.. କୌଣସି ଜିନିଷ ପ୍ରତି ଆସକ୍ତି ବଢାଇବା ଉଚିତ୍ ନୂହେଁ, ମୋର ମୋର କହି ସବୁ ଜିନିଷକୁ ଆବୋରି ରଖିବା ଉଚିତ ନୂହେଁ.. ତ୍ୟାଗରେ ହିଁ ମଣିଷ ପରମ ସୁଖର ଅଧିକାରୀ ହୋଇଥାଏ.. ➡️ଏହା କହିବା ବୃଥା […]

ଆଜିର ଅନୁଚିନ୍ତା

➡️କାହାକୁ ଅତ୍ୟଧିକ ଗୁରୁତ୍ୱ ଦେଲେ, ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡେ । ➡️ଆଘାତ ମଣିଷକୁ ବଦଳେଇ ଦିଏ—ଅବହେଳା ମଣିଷକୁ ବାସ୍ତବତା ଶିଖାଇ ଦିଏ —। ➡️ଲୋକଙ୍କର “ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ ! ➡️”ସନ୍ଦେହ”, ଗୋଟିଏ ମଣିଷର ସଂସାର ନଷ୍ଟ କରିଦିଏ; ଆଉ “ଭଲପାଇବା”, ଜଣେ ଅପରିଚିତକୁ ଅତି ନିଜର କରିଦିଏ । ➡️କାହା କାହା ମୁଁହରୁ Sorry ଶବ୍ଦଟା […]

ବାତ୍ୟା ପରେ କରୋନା ଚିନ୍ତା

୧-ବାତ୍ୟା ପାଇଁ ସ୍ଥାନାନ୍ତରିତ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ପାଇଁ ନିର୍ଦ୍ଦେଶ । ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ।ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ  ପରେ ଭୁବନେଶ୍ୱରରେ ସମୀକ୍ଷା । ୩-ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪-ଜନତାଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ […]

କୋଉ ବାପର ଦମ୍ ନାହିଁ ଯିଏ …

୧-ବାତ୍ୟା କ୍ଷୟକ୍ଷତି ନେଇ  ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ବାତ୍ୟା ପ୍ରଭାବିତଙ୍କ ୭ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ମିଳିବ ରିଲିଫ। ୨–ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’। ୩-କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ । […]