Browsing category

ଜୀବନଚର୍ଯ୍ୟା

ବଙ୍ଗଳାକୁ ଆସିଲେ ମନ୍ତ୍ରୀବି ଦେଖାଇବେ ନେଗେଟିଭ୍ ରିପୋର୍ଟ

୧-ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ, ଜୁନ୍ ରୁ ସେପ୍ଟେମ୍ବର ଭିତରେ ୭୦% ବର୍ଷା : ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ୨-କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା ହୋଇପାରନ୍ତି ଅଧିକ ଅସୁସ୍ଥ, ସେମାନଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ । ୩-ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍ କୋର୍ଟ । ୪-ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ […]

ଆଜିର ଅନୁଚିନ୍ତା

➡️”ଜୀବନ ଦୁଇ ଦିନର ହେଉ କି ଚାରି ଦିନର ସେଥିରେ କିଛି ଯାଏଆସେ ନାହିଁ , ଏଠି ଏମିତି ବଞ୍ଚ ଯେମିତି କି ଜୀବନ ତୁମକୁ ମିଳିନି ତୁମେ ଜୀବନକୁ ମିଳିଛି ! ➡️”ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ , ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ ! ➡️”ମଣିଷର ” ରାଗ ” କେବେ କୌଣସି ସମାଧାନ କରିପାରେ ନାହିଁ ବରଂ ଏହା ସବୁକିଛି […]

କରୋନା ଭିତରେ କଳସଯାତ୍ରା

୧-ଦେଶରେ ଆସିବ କରୋନାର ତୃତୀୟ ଲହର, ସତର୍କ କରାଇଲେ ସରକାର, ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ . ୨-ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭ୍ୟାକ୍ସିନର ଅପଡେଟ ଦରକାର । କେନ୍ଦ୍ର ସରକାରଙ୍କ ପରାମର୍ଶଦାତାଙ୍କ ସୂଚନା । ୩-ଆସନ୍ତା ୩ ଦିନରେ ରାଜ୍ୟଗୁଡିକୁ ଦିଆଯିବ ୩୬ ଲକ୍ଷରୁ ଅଧିକ ଟିକା । ୪-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ । ୫-ପଶ୍ଚିମବଙ୍ଗରେ ଟିଏମସିର ରାଜନୈତିକ ହିଂସା ବିରୋଧରେ ବିଜେପି ପକ୍ଷରୁ ଦେଶବ୍ୟାପୀ […]

ଆଜିର ଅନୁଚିନ୍ତା

➡️”ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ! ➡️”ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ବଦଳି ଯାଇଥାଏ , ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ ! ➡️”ଜୀବନରେ ଗୋଟିଏ କଥା ସବୁବେଳେ ମନେରଖନ୍ତୁ ଯେ କାର‌୍ୟ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ […]

କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍

୧-କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା । ୨-କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦକଲେ ହାଇକୋର୍ଟ ୩-ଅନଲାଇନ ପାଠପଢା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟ । ୪-ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ । ୫–ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ, ଡାନିଏଲ୍ ସ୍ମିଥଙ୍କୁ […]

ଆଜିର ଅନୁଚିନ୍ତା

➡️ନଇଁବା ଅର୍ଥ ନୁହେଁ ଯେ ଆପଣ ନିଜର ସମ୍ମାନ ହରାଇଦେଲେ, କାହିଁକି କି ନା ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠାଇବା ପାଇଁ ନଇଁ ବାକୁ ହିଁ ପଡିଥାଏ । ➡️ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ବାସକୁ ଛାଡିବାକୁ ପଡିଥାଏ । ➡️”ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି ଆଉ ଖୁସି ସମୟରେ ସମସ୍ତେ ହାତ ବଢ଼େଇବାକୁ ଚାଲି ଆସନ୍ତି ସେଥିପାଇଁ ତ […]

ଆଇପିଏଲ ଉପରେ କରୋନା କଳାବାଦଲ

୧-ଥରେ ସିଟି-ସ୍କାନ କରିବା ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ, ସାମାନ୍ୟ କରୋନା ଲକ୍ଷଣ ଥିଲେ ସିଟି ସ୍କାନ କରନ୍ତୁ ନାହିଁ :  ଏମ୍ସ ନିର୍ଦ୍ଦେଶକ । ୨– ଲକ୍‌ଡାଉନ୍ ପୂର୍ବରୁ ଭିଡ ଅସମ୍ଭାଳ, ବିବାହ, ଧାର୍ମିକ ଶୋଭାଯାତ୍ରା ସାଙ୍ଗକୁ ରାସ୍ତାଘାଟ ଗହଳି । ୩-ଲକ ଡାଉନ ପାଇଁ  ମଦ ଦୋକାନ ଆଗରେ ଭିଡ଼ ୪-ପିପିଲି ଉପନିର୍ବାଚନ ସ୍ଥଗିତ, ଉଠିଲା ଆଚରଣବିଧି । ୫-ମେ ୫ରେ ଶପଥ ନେବେ ମମତା । ତୃତୀୟ ଥର […]

ଆଜିର ଅନୁଚିନ୍ତା

➡️ମାନବ ସେବା ହିଁ ମାଧବ ସେବା ମାନବଙ୍କୁ ସେବା କରି ମାଧବଙ୍କୁ ପାଇବା, ମାଧବ ଆମର ନିଜ ବାପା ମାଆ ମନ୍ଦିରକୁ କିଆଁ ଧାଇଁବା ! ➡️ଆଶା ହିଁ ସବୁବେଳେ ଦୁଃଖର କାରଣ ପାଲଟିଥାଏ, ସେ ଆଶା ଟଙ୍କା ପାଇଁ ହେଉ କିମ୍ବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଇଁ ହେଉ। ➡️ ନିରବତା ଠାରୁ ଉତ୍ତର ଆଉ କିଛି ବି ନାହିଁ, ଆଉ କ୍ଷମା କରିବାଠୁ ଦଣ୍ଡ ଆଉ କିଛି ବି ନାହିଁ । ➡️ଜୀବନର […]

ନା ତାମିଲନାଡୁ ନା କେରଳ ମିଳିଲା

୧-ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା । ୨-ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ । ୩-ମମତାଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କରୋନାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା .। ୪-ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । […]

ଆଜିର ଅନୁଚିନ୍ତା

➡️ରୂପ ଠାରୁ ଚରିତ୍ର ବଡ, ପ୍ରେମ ଠାରୁ ତ୍ୟାଗ ବଡ, ଧନ ଠାରୁ ମାନବିକତା ବଡ ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ ! ➡️କଷ୍ଟ ସିଏ ନୁହେଁ ଯାହା ସହି ହୁଏନାହିଁ କଷ୍ଟ ତ ସିଏ ଯାହା କେବେ କାହାକୁ କହି ହୁଏନାହିଁ । ➡️ଭୁଲ୍ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ୍ କରିନାହିଁ;ତା’ମାନେ ସେ କେବେ ଚେଷ୍ଟା ହିଁ […]