ଆଜିର ଅନୁଚିନ୍ତା

ତାରିଖ - ୦୩:୦୫:୨୦୨୧ (ସୋମବାର)

➡️ରୂପ ଠାରୁ ଚରିତ୍ର ବଡ, ପ୍ରେମ ଠାରୁ ତ୍ୟାଗ ବଡ, ଧନ ଠାରୁ ମାନବିକତା ବଡ ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ !
➡️କଷ୍ଟ ସିଏ ନୁହେଁ ଯାହା ସହି ହୁଏନାହିଁ କଷ୍ଟ ତ ସିଏ ଯାହା କେବେ କାହାକୁ କହି ହୁଏନାହିଁ ।
➡️ଭୁଲ୍ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ୍ କରିନାହିଁ;ତା’ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।
➡️ମନୋବଳ ଦୃଢ ଥିଲେ ବିଫଳତା କେବେ ସ୍ପର୍ଶ କରିପାରେ ନାହିଁ ।
➡️ସବୁ ଜିନିଷର ମୂଲ୍ୟ Time ଆସିଲେ ଜଣାପଡ଼ିଥାଏ ଏଇ ଯେମିତି Oxygen , ସବୁଦିନ Free ରେ ମିଳିଯାଏ ତ କେହି ତାର Value ବୁଝନ୍ତି ନାହିଁ , ହେଲେ Value ତ ସେତେବେଳେ ବୁଝନ୍ତି ଯେତେବେଳେ Hospital Bed ରେ Oxygen ମହଙ୍ଗା ପଡିଥାଏ
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Comments (0)
Add Comment