Browsing category

ଜୀବନଚର୍ଯ୍ୟା

ଆଜି ବାହାହେବେ ପାଗଳପ୍ରେମୀ

ଖବର ଆଜିର,ତାରିଖ ୦୧-୦୩-୨୦୨୧ ସୋମବାର ୧-ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର । ୨-ଆଜି ବାହାହେବେ ପାଗଳପ୍ରେମୀ । ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା । ୩-ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୪-ବୁଲେଟ୍ ରାଣୀ ରିନୁଙ୍କୁ ଚାରିଆଡ଼ୁ ସାବାସି […]

ଆଜିର ଅନୁଚିନ୍ତା

ଜୀବନରେ ନିଜ ଖୁସିକୁ ଅନ୍ୟମାନଙ୍କ ସାଥିରେ ବାଣ୍ଟିବା ହିଁ ସବୁଠୁ ବଡ଼ ସେବା । ଯେ ପର୍ଯ୍ୟନ୍ତ ଆପଣଙ୍କର ନିଜ ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ନ ଜଣେଇ ଥାଅ, ତେବେ ଜାଣିନିଅ ଆପଣଙ୍କ ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ । କ୍ଷମା ମଣିଷର ବଡପଣିଆ କିନ୍ତୁ ଏତେ ବି କ୍ଷମା ଦିଅ ନାହିଁ ଯେ ଭୁଲ୍ କରିବା ଲୋକ ନିଜ ସୀମା ଟପିଯିବ । ଆଉ ସମ୍ପର୍କ କେବେହେଲେ ଆପେ […]

ମାଘ ମାସରେ ବାଘ ଶୀତ

ମାଘ ମାସରେ ବାଘ ଶୀତ ୧-ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଗତକାଲି ଅପରାହ୍ଣ ୩ଟାରେ ମଧ୍ୟାହ୍ନଧୂପ ଶେଷ ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯାଇଥିଲା। ୨-ରାଜଧାନୀର ୨୨ ହସ୍ପିଟାଲରେ ମିଳିବ ଟିକା, ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଅଭିଯାନ । ବିନା ପଞ୍ଜୀକରଣରେ ଟିକା ମିଳିବନି, ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ‌୨୫୦/- । ୩-ମାଘ ମାସରେ ବାଘ ଶୀତ,ରାଜଧାନୀ ତାପମାତ୍ରା ୪୦.୬ଂ ଛୁଇଁଲା, ଆହୁରି […]

ଆଜିର ଅନୁଚିନ୍ତା

➡️ସୁନ୍ଦର ଚେହେରା କିଛି ଦିନ ପାଇଁ ମନରେ ରୁହେ, ହେଲେ ସୁନ୍ଦର ସ୍ବଭାବ ଆଉ ବ୍ୟବହାର ଚିର ଦିନ ପାଇଁ ରହିଯାଏ । ➡️ଯିଏ ଅନ୍ୟର ରାସ୍ତାରେ କଣ୍ଟା ବିଛାଇଥାଏ ତାକୁ କେବେ ବି ଫୁଲର ପରଶ ମିଳିନଥାଏ । ➡️ଜୀବନରେ କାହାକୁ କିଛି ଦେବା ପାଇଁ ଚାହୁଁଛ ତ ଯେତେ ପାର ଖୁସି ବାଣ୍ଟ, କିଛି ଆଣିବା ପାଇଁ ଚାହୁଁଛ ତ ସେମାନଙ୍କ ଠାରୁ କିଛି ଦୁଃଖ ଆଣି ସହଭାଗୀ ହୁଅ, କିଛି ଶିଖିବା ପାଇଁ […]

ଚୀନ ଟିକା ଉପରେ ଭରସା ନାହିଁ

୧-ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି । ୨-ପିଲାଏ ଦେଖିବେ ଆମ ହାତ ତିଆରି ଖେଳଣା, ଆଜି ଟୟେ ଫେୟାର୍‍ ଉଦ୍‍ଘାଟନ କରିବେ […]

ଆଜିର ଅନୁଚିନ୍ତା

➡️ଯଦି ନିଜ ଭଉଣୀ ବିଷୟରେ ଶୁଣିବାକୁ ସାହାସ ନାହିଁ,ତେବେ ଅନ୍ୟର ଭଉଣୀ ବିଷୟରେ କୌଣସି ଟିପ୍ପଣୀ ଦିଅନାହିଁ।କାହିଁକିନା ଝିଅଟିଏ ଘରର ସମ୍ମାନ ହୋଇଥାଏ କାହା ହାତର ଖେଳନା ନୁହେଁ। ➡️ନାରୀ” ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି,କିନ୍ତୁ ? ଜୀବନରେ ଘଟୁଥିବା ବଡ଼ ସମସ୍ୟାକୁ ମଧ୍ୟ ହସି ହସି ସହି ଯାଆନ୍ତି। ➡️ଗୋଟିଏ ନାରୀର ଜୀବନ ମହମବତୀ ପରି ହୋଇଥାଏ ,ସାରା ଜୀବନ ସେ ନିଜକୁ ଜାଳୁ ଥାଏ,କେବେ ବାପା ମାଙ୍କ ଖୁସୀ ପାଇଁ ତ ଆଉ […]

ଅଷ୍ଟମ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ

୧-ଆଜି ଭାରତ ବନ୍ଦ! ଦେଶରେ ୮ କୋଟି ବ୍ୟବସାୟୀ କରିବେ ଧର୍ମଘଟ,ସକାଳ ୬ ଟାରୁ ରାତି ୮ ଟା ମଧ୍ୟରେ ପରିବହନ ବାଧାପ୍ରାପ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବଜାର ବନ୍ଦ ରହିବ । ୨-ପାଞ୍ଚଟି ଅନ୍‌ଲାଇନ୍ ସେବାକୁ ଲୋକାର୍ପିତ କଲେ ନବୀନ,୫ଟି’ ଫୋକସ୍‌କୁ ଆସିଲା ମହିଳା ଓ ଶିଶୁ ବିକାଶ ବିଭାଗ । ମୁଖ୍ୟମନ୍ତ୍ରୀ କହିଲେ, ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ । ସେବା ଗୁଡିକ ହେଲା ‘ଇ-କଳିକା, ମୋ-ଛତୁଆ, ଇ-ମାନଦେୟ ପୋର୍ଟାଲ, […]

ଆଜିର ଅନୁଚିନ୍ତା

➡️ମାଆଙ୍କ ସହ ଉଚ୍ଚ ସ୍ବରରେ କଥା ହେବେ ନାହିଁ କାରଣ ସେ ଆମକୁ କଥା କହିବା ଶିଖାଇଛନ୍ତି। ➡️ବାପା ଓ ମାଆଙ୍କୁ କେବେ ଭାଗ କରିବେନାହିଁ, ସେମାନେ ସମ୍ପତ୍ତି ନୁହଁନ୍ତି ଆମକୁ ଗଢିଥିବା ଦେବତା ➡️କଥା କଥାରେ ନିଜ ଭାଗ୍ୟକୁ ନିନ୍ଦିବା କିମ୍ବା କର୍ମକୁ ଦୂରରେ ଥୋଇ ଅନ୍ୟ ଉପରେ ନିର୍ଭର କରିବା, ଆମକୁ ଗୋଟିଏ ଅଳସୁଆ ଏବଂ ମୂର୍ଖ ଭାବରେ ପ୍ରମାଣିତ କରିଥାଏ । ➡️ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ ନିର୍ଭର କର […]

ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା

୧-ଜାରି ହେଲା ଗ୍ରୀଷ୍ମ ପ୍ରବାହ ଗାଇଡଲାଇନ,ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତତୁ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି । ଚଳିତ ବର୍ଷ ଖରାଦିନେ ମଧ୍ୟ ଖୋଲା ରହିପାରେ ସ୍କୁଲ ଓ କଲେଜ୍। ୨-ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ : ମେ’ ୧୮ରୁ ଥିଓରି ପରୀକ୍ଷା, ଏପ୍ରିଲ ୨୯ରୁ ମେ’ ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ । ପ୍ରଥମ ଦିନ ପ୍ରଦାର୍ଥ ବିଜ୍ଞାନ ପରୀକ୍ଷା । ମେ’ ୧୯ରୁ କଳା ଓ ବାଣିଜ୍ୟ ବିଭାଗ […]

ଆଜିର ଅନୁଚିନ୍ତା

ଜୀବନରେ କେଵେବି ନିଜ ଦକ୍ଷତାକୁ ନେଇ ଗର୍ବ କରନ୍ତୁ ନାହିଁ, କାରଣ ପଥର ପାଣିରେ ପଡିଲାପରେ ଯେମିତି ନିଜ ଓଜନ ଯୋଗୁ ହିଁ ବୁଡିଯାଇଥାଏ, ସେହିପରି:- ଗୁଣ ନ ଥିଲେ ରୂପ ବ୍ୟର୍ଥ୍ୟ , ବିନମ୍ରତା ନ ଥିଲେ ବିଦ୍ୟା ବ୍ୟର୍ଥ୍ୟ , ସାହସ ନ ଥିଲେ ଅସ୍ତ୍ରଶସ୍ତ୍ର ବ୍ୟର୍ଥ୍ୟ , ଉପଯୋଗ ନ ଥିଲେ ଧନ ବ୍ୟର୍ଥ୍ୟ , ପରୋପକାର ନ ଥିଲେ ଜୀବନ ବ୍ୟର୍ଥ୍ୟ । ହଲଚଲ ହେଉଥିବା ପାଣିରେ ଯେପରି ପ୍ରତିବିମ୍ବ ଦେଖାଯାଏନାହିଁ, […]