ଆଜିର ଅନୁଚିନ୍ତା

ତାରିଖ - ୨୮:୦୨:୨୦୨୧ (ରବିବାର)

➡️ସୁନ୍ଦର ଚେହେରା କିଛି ଦିନ ପାଇଁ ମନରେ ରୁହେ, ହେଲେ ସୁନ୍ଦର ସ୍ବଭାବ ଆଉ ବ୍ୟବହାର ଚିର ଦିନ ପାଇଁ ରହିଯାଏ ।
➡️ଯିଏ ଅନ୍ୟର ରାସ୍ତାରେ କଣ୍ଟା ବିଛାଇଥାଏ ତାକୁ କେବେ ବି ଫୁଲର ପରଶ ମିଳିନଥାଏ ।
➡️ଜୀବନରେ କାହାକୁ କିଛି ଦେବା ପାଇଁ ଚାହୁଁଛ ତ ଯେତେ ପାର ଖୁସି ବାଣ୍ଟ, କିଛି ଆଣିବା ପାଇଁ ଚାହୁଁଛ ତ ସେମାନଙ୍କ ଠାରୁ କିଛି ଦୁଃଖ ଆଣି ସହଭାଗୀ ହୁଅ, କିଛି ଶିଖିବା ପାଇଁ ଚାହୁଁଛ ତ ଅନ୍ୟକୁ ଅନ୍ତତଃ ଟିକିଏ ଭଲ ପାଇବା ଶିଖ, ଦେଖିବ ଜୀବନ ଟା କେତେ ଖୁସୀ ରେ କଟିଯିବ।
➡️ଏ ଦୁନିଆରେ କେହି କାହାର ଶତୃ ନୁହଁନ୍ତି । ନିଜ ଭିତରେ ଥିବା ଗର୍ବ ଅହଙ୍କାର ହିଁ ସବୁଠାରୁ ବଡ ଶତୃ, ପ୍ରଥମେ ତାକୁ ମାରିଦିଅ ସବୁ ଠିକ୍ ହେଇଯିବ ।
➡️କିଛି Secret ନିଜ ଭିତରେ ହିଁ ରଖ, ସବୁ କଥା Excitement ରେ ଆସି ସମସ୍ତଙ୍କୁ କହି ଦିଅନି —
ନହେଲେ Time ଆସିଲେ ସେଇ କଥା କହି Joke କରିବାକୁ ପଛେଇବେ ନାହିଁ ।
ଶୁଭ ସକାଳ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !ଜୟ ଜଗନ୍ନାଥ!

Comments (0)
Add Comment