ଅଣାୟତ୍ତ ହେଲାଣି ଡେଙ୍ଗୁ
୧-କୋଭିଡ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା। ଗତବର୍ଷ ଭଳି କେବଳ ସେବାୟତମାନେ ହିଁ ଟାଣିବେ ରଥ। ମନ୍ଦିର କିମ୍ବା ଜିଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ। ୨-କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି। ୩-ଭୁବନେଶ୍ୱର: ଅଣାୟତ୍ତ ହେଲାଣି ଡେଙ୍ଗୁ, ରାଜଧାନୀରେ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ। ୪-ରଥରେ ସେବାୟତଙ୍କୁ ସେଲ୍ଫି, ଭିଡିଓ ରେକର୍ଡିଂ ମନା,ଘୋଷଯାତ୍ରା ନିଷ୍ପତ୍ତି: ବଡ଼ଦାଣ୍ଡ କୋଠାରେ ରହିବେନି ବାହାର ଲୋକ। ୫-ଭୁବନେଶ୍ୱର: ଜବରଦଖଲରେ […]