କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା
ଭୁବନେଶ୍ୱର,୨୧/୬(ଏସ ଏସ ନିୟୁଜ)ଖୁବ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସମ୍ଭାବନା ଥିବାର ଜଣାପଡିଛି। ୭ ନୂଆ ଚେହେରା ମଧ୍ୟ ସାମିଲ ହେବାର ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶାହା, ରାଜନାଥ ସିଂହଙ୍କ ଭଳି ପ୍ରମୁଖ ନେତାଙ୍କ ସହ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଘନ ଘନ ଆଲୋଚନ କରିଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ୭ଟି ରାଜ୍ୟରେ ନିର୍ବାଚନକୁ ଦେଖି ମନ୍ତ୍ରିମଣ୍ଡ ସଂପ୍ରସାରଣ ହେବ ବୋଲି କୁହାଯାଉଛି। ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ […]