କୋଉ ବାପର ଦମ୍ ନାହିଁ ଯିଏ …
୧-ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ବାତ୍ୟା ପ୍ରଭାବିତଙ୍କ ୭ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ମିଳିବ ରିଲିଫ। ୨–ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’। ୩-କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ । […]