ଦୋଳଯାତ୍ରା ଓ ହୋଲି ପାଳନ ଉପରେ ଲାଗିଲା ରୋକ୍
୧-ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୩-କରୋନା ପାଇଁ ଦୋଳଯାତ୍ରା ଓ ହୋଲି ପାଳନ ଉପରେ ସରକାର ରୋକ୍ ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ କେହି ରଙ୍ଗ ଖେଳିପାରିବେ ନାହିଁ। ୪–ସେନା ପାଇଁ ୪୯୬୦ଟି ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ଖରିଦ କରିବ ଭାରତୀୟ ପ୍ରତିରକ୍ଷା ବିଭାଗ । ଖର୍ଚ୍ଚ କରିବ ୧୧୮୮ କୋଟି ଟଙ୍କା । ୫-ନିର୍ବାଚନୀ […]