Browsing category

ଦେଶ ବିଦେଶ

ଖେଲା ହୋବେ, ଦେଖା ହୋବେ

୧-ମୋଦିଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ଖେଲା ହୋବେ, ଦେଖା ହୋବେ, ଜେତା ହୋବେ । ୨-ବନାଗ୍ନି କବଳରେ ଓଡ଼ିଶାର ଅଧା ଜଙ୍ଗଲ । ୩-ନାସା ସାଟେଲାଇଟରୁ ଆସିଲା ଶିମିଳିପାଳରେ ଜଙ୍ଗଲ ଜଳୁଥିବାର ଚିତ୍ର, ବହୁ ସ୍ଥାନରେ ‘ରେଡ ସ୍ପଟ୍’ ୪-୨୦୧୬ ମସିହାର ବିହାରର ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ସ୍ବତନ୍ତ୍ର ଅବକାରୀ କୋର୍ଟ ଏହି ମାମଲାରେ ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ଏବଂ ସେମାନଙ୍କୁ ୧୦ […]

ଇଂଲଣ୍ଡକୁ ପୁଣି ଘାଇଲା କଲେ ଅକ୍ଷର

୧-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ ବିଶ୍ବର ପ୍ରମୁଖ ଇସ୍ପାତ କଂପାନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ। ୨–ପୁଣି ବଢିଲା ବସ୍ ଭଡା : ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି । ୩-ପୋଲାର୍ଡଙ୍କ ‘୬ ବଲ୍‌, ୬ ଛକା’ ପରାକ୍ରମ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗିବ୍ସ ଓ ଯୁବିଙ୍କ ପରେ ତୃତୀୟ ୪-ଇଂଲଣ୍ଡକୁ ପୁଣି ଘାଇଲା କଲେ […]

ଦରମା କେବଳ୧ଟଙ୍କା

୧-ବରିଷ୍ଠଙ୍କ ଟିକାକରଣ ଅଭିଯାନ ଆରମ୍ଭ : ଦିନକରେ ନେଲେ ୧୧,୨୮୯ । ୨-ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ୩-ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ସୁପ୍ରିମକୋର୍ଟର ବିଚାରପତି ନିଜ ଇଚ୍ଛା ଅନୁସାରେ ଟିକା ଚୟନ କରି ପାରିବେ ନାହିଁ । ୪-୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ କଲେ ପ୍ରିୟଙ୍କା ଗାନ୍ଧୀ । ୫-ଏପ୍ରିଲ ୮ରୁ ଆଇସିଏସଇ ଦ୍ବାଦଶ, ମେ ୫ରୁ […]

କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧/୩(ସତ୍ୟସନ୍ଧାନ ଡେସ୍କ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି। କୋଭିଡ଼ର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି।ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। […]

ଆଜି ବାହାହେବେ ପାଗଳପ୍ରେମୀ

ଖବର ଆଜିର,ତାରିଖ ୦୧-୦୩-୨୦୨୧ ସୋମବାର ୧-ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର । ୨-ଆଜି ବାହାହେବେ ପାଗଳପ୍ରେମୀ । ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା । ୩-ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୪-ବୁଲେଟ୍ ରାଣୀ ରିନୁଙ୍କୁ ଚାରିଆଡ଼ୁ ସାବାସି […]

ମାଘ ମାସରେ ବାଘ ଶୀତ

ମାଘ ମାସରେ ବାଘ ଶୀତ ୧-ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଗତକାଲି ଅପରାହ୍ଣ ୩ଟାରେ ମଧ୍ୟାହ୍ନଧୂପ ଶେଷ ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯାଇଥିଲା। ୨-ରାଜଧାନୀର ୨୨ ହସ୍ପିଟାଲରେ ମିଳିବ ଟିକା, ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଅଭିଯାନ । ବିନା ପଞ୍ଜୀକରଣରେ ଟିକା ମିଳିବନି, ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ‌୨୫୦/- । ୩-ମାଘ ମାସରେ ବାଘ ଶୀତ,ରାଜଧାନୀ ତାପମାତ୍ରା ୪୦.୬ଂ ଛୁଇଁଲା, ଆହୁରି […]

ଚୀନ ଟିକା ଉପରେ ଭରସା ନାହିଁ

୧-ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି । ୨-ପିଲାଏ ଦେଖିବେ ଆମ ହାତ ତିଆରି ଖେଳଣା, ଆଜି ଟୟେ ଫେୟାର୍‍ ଉଦ୍‍ଘାଟନ କରିବେ […]

ବାଜିଲା ନିର୍ବାଚନୀ ବିଗୁଲ୍

ଭୁବନେଶ୍ବର,୨୬/୨(ଏସଏସନିୟୁଜ) ନିର୍ବାଚନୀ ପାଇ ବାଜିଲା ବିଗୁଲ୍ !୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି ଓ ମେ ୨ରେ ଏହାର ଫଳାଫଳ ମିଳିବ ବୋଲି ଜଣାପଡିଛି !! ଆସାମରେ ମୋଟ ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ ପ୍ରଥମ ପର୍ଯ୍ୟାୟ – ନାମାଙ୍କନ- ମାର୍ଚ୍ଚ ୨ ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୯ ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୧୦ ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୧୨ ନିର୍ବାଚନ ତାରିଖ- ମାର୍ଚ୍ଚ […]

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱର ପ୍ରଥମ ସାଇବର ଶାନ୍ତି , ୪ ଗବେଷଣା କେନ୍ଦ୍ର ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଉନ୍ମୋଚିତ

ବାରଙ୍ଗ,୨୫/୨(ସତ୍ୟସନ୍ଧାନ ଡେସ୍କ) ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ ପ୍ରଥମକରି ଶ୍ରୀ ଶ୍ରୀ ବିଦ୍ୟାଳୟ ସାଇବର ଶାନ୍ତି ଏବଂ ଅନ୍ୟ ପାଞ୍ଚଟି ଗବେଷଣା କେନ୍ଦ୍ରର ଶୁଭାରମ୍ଭ କରିଛି ।ଯାହାଦ୍ୱାରା ଆଗାମି ୨୦୧୧ -୨୨ ରେ ୨୦ ଟି ପାଠ୍ୟକ୍ରମ ପ୍ରଦାନ କରିବ । କୈାଣସି ବିଶ୍ୱବିଦ୍ୟାଳୟରେ ଏପରି ସୁବିଧା ନଥିବାବେଳେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଏହା କରି ଇତିହାସ ରଚିପାରିିଛିା ଶ୍ରୀଶ୍ରୀ ବିଦ୍ୟାଳୟ ଅଫ୍ ସାଇବର ପିସ ସାଇବର ପିସ ଫାଉଣ୍ଡେସନ୍ ଏବଂ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଇନ୍ଫ୍ୟୁଜିଙ୍ଗ […]

ଅଷ୍ଟମ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ

୧-ଆଜି ଭାରତ ବନ୍ଦ! ଦେଶରେ ୮ କୋଟି ବ୍ୟବସାୟୀ କରିବେ ଧର୍ମଘଟ,ସକାଳ ୬ ଟାରୁ ରାତି ୮ ଟା ମଧ୍ୟରେ ପରିବହନ ବାଧାପ୍ରାପ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବଜାର ବନ୍ଦ ରହିବ । ୨-ପାଞ୍ଚଟି ଅନ୍‌ଲାଇନ୍ ସେବାକୁ ଲୋକାର୍ପିତ କଲେ ନବୀନ,୫ଟି’ ଫୋକସ୍‌କୁ ଆସିଲା ମହିଳା ଓ ଶିଶୁ ବିକାଶ ବିଭାଗ । ମୁଖ୍ୟମନ୍ତ୍ରୀ କହିଲେ, ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ । ସେବା ଗୁଡିକ ହେଲା ‘ଇ-କଳିକା, ମୋ-ଛତୁଆ, ଇ-ମାନଦେୟ ପୋର୍ଟାଲ, […]