Browsing category

ଦେଶ ବିଦେଶ

ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା

୧-ଜାରି ହେଲା ଗ୍ରୀଷ୍ମ ପ୍ରବାହ ଗାଇଡଲାଇନ,ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତତୁ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି । ଚଳିତ ବର୍ଷ ଖରାଦିନେ ମଧ୍ୟ ଖୋଲା ରହିପାରେ ସ୍କୁଲ ଓ କଲେଜ୍। ୨-ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ : ମେ’ ୧୮ରୁ ଥିଓରି ପରୀକ୍ଷା, ଏପ୍ରିଲ ୨୯ରୁ ମେ’ ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ । ପ୍ରଥମ ଦିନ ପ୍ରଦାର୍ଥ ବିଜ୍ଞାନ ପରୀକ୍ଷା । ମେ’ ୧୯ରୁ କଳା ଓ ବାଣିଜ୍ୟ ବିଭାଗ […]

ଅଜବ ଦେଶ, ଗଜବ କାହାଣୀ

ଖବର ଆଜିର,ତାରିଖ ୨୪-୦୨-୨୦୨୧ ବୁଧବାର ୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ୨-ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର : ତେଲ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ବିରୋଧ; ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ । ୩-ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଝଟକା, ସଂସଦ ଭଙ୍ଗ ନିଷ୍ପତ୍ତି ଅସାମ୍ବିଧାନିକ । ୪-ନଡିଆ କତା ଶିଳ୍ପର ହେବ ବିକାଶ : ଅତିରିକ୍ତ […]

NASA ର ସଫଳତା : ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ରିଲିଜ୍

ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୋମବାର ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ମୁକ୍ତିଲାଭ କରିଛି, ଯାହା ପର୍ସେଭେରାନ୍ସ ରୋଭର ଦ୍ୱାରା ଧରାଯାଇଥିବା ପବନର ଏକ ଦୁର୍ବଳ ରେକର୍ଡିଂ ଅଟେ। ନାସା ଗତ ସପ୍ତାହରେ ରୋଭରର ଅବତରଣର ପ୍ରଥମ ଭିଡିଓ ମଧ୍ୟ ପ୍ରକାଶ କରିଥିଲା, ଯାହାକି ରେଡ ଗ୍ରହରେ ଅତୀତର ଜୀବନର ସନ୍ଧାନ ପାଇଁ ଏକ ମିଶନରେ ଅଛି। ରୋଭର ଭୂପୃଷ୍ଠକୁ ଆସିବା ସମୟରେ ଏକ ମାଇକ୍ରୋଫୋନ୍ କାମ କରିନଥିଲା, କିନ୍ତୁ ମଙ୍ଗଳ ଗ୍ରହରେ ଅବତରଣ କରିବା ପରେ […]

ଆକ୍ସନ ମୋଡ୍‌ରେ ପୋଲିସ

୧-ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍ ଉପସ୍ଥାପନ : ୧ଲକ୍ଷ ୭୦ ହଜାର କୋଟିର ବଜେଟ୍ ୨୬% ବଢ଼ିଛି ବଜେଟ୍ ଆକାର । ୨-କାର୍ଲିଫର୍ଣ୍ଣିଆ-ଇଣ୍ଟରନେଟ୍ ସ୍ପିଡ୍ କମିଗଲା ବୋଲି ରାଗିଗଲେ ୯୦ ବର୍ଷୀୟ ବୃଦ୍ଧ, ଖବରକାଗଜରେ ୭ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇ କଲେ ଅଭିଯୋଗ । ୩–କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ […]

ଭାଷଣ ଦେବା ପରେ ‘ଅଲବିଦା !

୧-ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି । ୨-ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର: ଦ୍ଵୈତ ଡିଗ୍ରି ଦେଇପାରିବେ ଭାରତୀୟ ଶିକ୍ଷାନୁଷ୍ଠାନ, ଡ୍ରାଫ୍ଟ ପ୍ରସ୍ତୁତ କଲା UGC ୩-କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ ୪–ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ । ୫-‘ବିଗ୍ ବସ୍ ୧୪’ […]

ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର,୨୧/୨(ସତ୍ୟସନ୍ଧାନ ଡେସ୍କ) ଆସନ୍ତାକାଲିଠୁ ମହାରାଷ୍ଟ୍ରର ପୁଣେରେ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୬ଟା ଯାଏ ଘରୁ ବାହାରିବା ମନା । ଅତ୍ୟାବଶ୍ୟକ ସେବା ପାଇଁ ଲାଗୁ ହେବନି କଟକଣା । ଫେବ୍ରୁଆରି ୨୮ ଯାଏ ବନ୍ଦ ରହିବ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ । ସଂଧ୍ୟା ୭ଟାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ.

ଯୋରନ୍ଦା ମାଘମେଳା ପାଇଁ କଟକଣା ଲଗାଇଲା ଜିଲ୍ଲାପ୍ରଶାସନ

ଢେଙ୍କାନାଳ,୨୧/୨(ଏସଏସନିୟୁଜ)ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦାମାଘମେଳା ଫ୍ରେବୁୟାରୀ ୨୫ରୁ୨୭ତାରିଖ ପର୍ଯୂନ୍ତ ଅନୁଷ୍ଠିତ ହେବାକୁ ଯାଉଚି ।କିନ୍ତୁ ବର୍ତମାନ ବିଭିଣ୭ ରାଜ୍ୟରେ କରାନୋ ସଂକ୍‌ାରମଣ ବଢୁଥିବା ଯୋଗୁ ଏବଂ ନୁଆ କରୋନାଷ୍ଟ୍ରେନ୍ ପ୍ରଭାବରେ ଏହି ଯୋଗରନ୍ଦା ମେଳାରେ ବହୁ ଲୋକଙ୍କ ସମାରମ ହେଲେ ଆମ ଜିିଲ୍ଲାରେ କରୋନା ବ୍ୟାପୀବାର ସମ୍ବାବନା ରହିଛିା ତେଣୁ କରୋନା ନୀୟମକୁ ଅନୁସରଣ କରି କରୋନା ସଂକ୍ରାମଣକୁ ରୋକିବା ପାଇଁ କେବଳ ଯୋରନ୍ଦା ମେଳାର ରୀତିନୀତି ପାଳନ କରାଯାଇ ସିମିତ ସଂଖ୍ୟକ ସାଧୁସନ୍ଥଙ୍କୁ ନେଇ ଏବର୍ଷ […]

ଆକ୍ସନ୍‌ମୋଡରେ ପୋଲିସ

୧-ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି । ୨-ପୁଣି କନ୍ଦାଇବ ପିଆଜ! ନାସିକ ମଣ୍ଡିରୁ ମିଳିଲାଣି ସୂଚନା, ପ୍ରତି କ୍ୱିଣ୍ଟାଲ ଦର ପହଞ୍ଚିଲା ୪,୫୦୦ରେ ୩-ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି […]

ମହିଳାଙ୍କୁ କିସ କରି ପୋଲିସକର୍ମୀ ହେଲେ ନିଲମ୍ବିତ

ମୁମ୍ବାଇ : ରିୟଲ ହିରୋଙ୍କ ଆଉ ଏକ ମହାନତା, ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କଲେ ସୋନୁ ସୁଦ୍ ! ଲକ୍ଷ୍ନୌ : ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି ! ନୂଆଦିଲ୍ଲୀ: ଛଅ ସପ୍ତାହ ପରିବର୍ତ୍ତେ ଅକ୍ସଫୋର୍ଡ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍ ମଧ୍ୟରେ ତିନି […]

ମୁଖ୍ୟମନ୍ତ୍ରୀଙ୍କୁ କାମୁଡ଼ିଲା ମଶା, ଯନ୍ତ୍ରୀଙ୍କ ଗଲା ଚାକିରି

ଭୁବନେଶ୍ବର,୨୦ା୨(ସତ୍ୟସନ୍ଧାନ ଡେସ୍କ)ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବା ଫଳରେ ଜଣେ ଯନ୍ତ୍ରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଏପରି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଫେବୃଆରୀ ୧୬ ତାରିଖରେ ଘଟିଥିବା ଏକ ଦୁର୍ଘଟଣାର ପୀଡ଼ିତଙ୍କୁ ଭେଟିବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦିନସାରା ମୃତକ ଓ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟିବା ପରେ ରାତିରେ ମୁଖ୍ୟମନ୍ତ୍ରୀ ସର୍କିଟହାଉସରେ ରହିଥିଲେ । ମୁଖ୍ୟମନ୍ତ୍ରୀ ରାତି ୧୨ଟା ସମୟରେ ଶୋଇବାକୁ ଯିବା ପରେ ମଶାଦାଉରେ […]