Browsing category

ଦେଶ ବିଦେଶ

ଏକ୍ସପ୍ରେସରେ ଲାଗିଲା ନିଆଁ

ଭୁବନେଶ୍ୱର,୪ା୮(ଏସଏସନିଉଜ)ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍‌ରେ ଲାଗିଯାଇଥିଲା ନିଆାଁ ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍‌ା କୋରବା-ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍‌ରେ ଲାଗିଥିଲା ନିଆାଁବିଶାଖାପାଟଣା ଷ୍ଟେସନର ୪ ନଂ ପ୍ଲାଟଫର୍ମରେ ଅଘଟଣ ଘଟିଥିଲା ।ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।କୋରବା-ବିଶାଖାପଟ୍ଟନମ୍ ଏକ୍ସପ୍ରେସ ତିରୁପତି ଅଭିମୁଖେ ଯାତ୍ରା କରୁଥିଲା। ଏହା ବିଶାଖାପଟ୍ଟନମ୍ ଷ୍ଟେସନ୍‌ର ୪ନମ୍ୱର ପ୍ଲାଟଫର୍ମରେ ଅଟକି ଥିଲା। ହଠାତ୍ ଟ୍ରେନ୍‌ର ଏସି କୋଚ୍‌ରୁ ଧୂଆଁ ବାହାରିବା ଦେଖିବାକୁ ମିଳିଥିଲା। ଏହାଦେଖି […]

ମନ୍ଦିର କାନ୍ଥଭୁଶୁଡ଼ି ଚାଲିଗଲା ୯ ଜୀବନ

ଭୁବନେଶ୍ୱର,୪ା୮(ଏସଏସନିଉଜ) ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ଥିବା ହରଦୌଲ ବାବାଙ୍କ ମନ୍ଦିରରେ ବଡ଼ ଅଘଟଣ ଘଟିଛି ।ଲଗାଣ ବର୍ଷାରେ ମନ୍ଦିର କାନ୍ଥ ଭୁଶୁଡ଼ିପଡିବାରୁ ୯ଜଣ ନୀରିହ ଶିଶୁଙ୍କର ଜୀବନ ଯାଇଛି।ଏଥିରେ ଆଉ କିଛି ପିଲା ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶ୍ରାବଣମାସ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଥିବାବେଳେ ବାବାଙ୍କ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମଚାଲିଥିଲା। ଏତିକିବେଳେ କାନ୍ଥ ହଠାତ୍ ଭୁଶୁଡ଼ିପଡିବାରୁ ଭଙ୍ଗା କାନ୍ଥ ତଳେ ୯ ଜଣ ପିଲା ଚାପି ହୋଇ […]

ସିଧା ବିମାନ ନଥିବାରୁ ରାସ୍ତାବାଟେ ଆଣିଲୁ-ରାଜସ୍ବ ମନ୍ତ୍ରୀ

ଭୁବନେଶ୍ଵର,୩/୭(ଏସଏସନିଉଜ)କେରଳ ୱାୟନାଡ୍‌ରେ ମୃତ ଡାକ୍ତର ବିଷ୍ଣୁଙ୍କ ମୃତଦେହ ଅଣାଯିବା ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସିଧା ବିମାନ ନଥିବାରୁ ରାସ୍ତାବାଟେ ଆଣିଲୁ ।ଓଡ଼ିଶାରୁ କୋଚିକୁ ସିଧା ବିମାନ ନାହିଁ।ୱାୟନାଡ଼ରୁ ୯୦ କିମି କୋଚିକୁ ରାସ୍ତାବାଟେ ଆଣିବାକୁ ପଡ଼ିଥାନ୍ତା।କୋଚିରୁ ବେଙ୍ଗଲୁରୁ ଆଣି ସେଠାରୁ ପୁଣି ଏକ ଫ୍ଲାଇଟରେ ଆଣିବାକୁ ପଡ଼ିଥାନ୍ତା।ସେଥିପାଇଁ ଆମ୍ବୁଲାନ୍ସରେ ସଡ଼କ ପଥରେ ଅଣାଯାଉଛି, ୩୦ ଘଣ୍ଟା ଲାଗିବ ବୋଲି କହିଛନ୍ତି।ମୃତ ଡାକ୍ତରଙ୍କ ପତ୍ନୀ ଡିସ୍‌ଚାର୍ଜ ପରେ ପରିବାର ଲୋକଙ୍କ ସହ […]

ବାଘ ପରେ ଚାଲିଗଲା ହାତୀ ଛୁଆର ଜୀବନ

ବାରଙ୍ଗ,୨ା୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘଛୁଆ ମୃତ୍ୟୁକୁ ୨୪ଘଣ୍ଟା ନପୁରୁଣୁ ହାତୀଛୁଆର ମୃତ୍ୟୁ ହୋଇଛି । ତେବେ ହାତୀଛୁଆ ମରିଗଲା ନା ମାରିଦେଲେ ଏଭଳି ପ୍ରଶ୍ନ ପଶୁପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ପ୍ରକାସ ଯେ, , ଆଠଗଡ଼ ବନଞ୍ଚଳ ତିଗିରିଆ ବିଟ୍ ଅଞ୍ଚଳର ସୁଦର୍ଶନପୁର ଗାଁ ନିକଟ ଏକ ଶାଗୁଆନ ଜଙ୍ଗଲରୁ ଦେଢ଼ବର୍ଷରୁ ଉର୍ଦ୍ଧବୟସ୍କା ଏକ ମାଇ ହାତୀଛୁଆ ଉଦ୍ଧାର ହୋଇ ବୁଧବାରଦିନ ନନ୍ଦନକାନନ ଆସିଥିଲା ।ହାତୀଛୁଆଟି ଗୋଟିଏଜାଗାରେ ପଡ଼ିରହିଥିଲା। ହାତୀଛୁଆର ଉନ୍ନତ ମାନର ଚିକିତ୍ସାପାଇଁ […]

ଶେଷରେ ଆଖିବୁଜିଲା ବାଘଛୁଆ

ବାରଙ୍ଗ,୧ା୮(ଏସଏସନିଉଜ) ମା ଆଡେଇଦେବାରୁ କର୍ତୁପକ୍ଷଙ୍କ ନିର୍ଦ୍ଦେଶରେ କର୍ମଚାରୀଙ୍କ କୋଳରେ ଜୀବନ ଆରମ୍ଭ କରିବାକୁ ଆସିଥିବା ବାଘଛୁଆଟି ଶେଷରେ ଗୁରୁବାରଦିନ ଆଖିବୁଜିଛି ।ପ୍ରାଣିଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ଦିନ ଅର୍ଥାତ ୩୦ ତାରିଖରେ ବାଘୁଣୀ ମୌସୁମୀ ୩ଟି ଶାବକ ଜନ୍ମ ଦେଇଥିଲା । ଦୁଇଟି ମଲା ଶାବକ ଜନ୍ମ ଦେଇଥିବା ବେଳେ ଗୋଟିଏ ସୁସ୍ଥ ଶାବକ ଜନ୍ମ ଦେଇଥିଲା କିନ୍ତୁ ଛୁଆଙ୍କୁ ଗ୍ରହଣ କରିନଥିଲା ମା ମୌସୁମୀ । ଅନାଥ ହୋଇଯାଇଥିଲା ଏହି ବାଘ ଶାବକଟି । କର୍ତ୍ତୁପକ୍ଷ ଏହି […]

ଓଆଇଏସଏଫ ନଜରରେ ରହିବ ନନ୍ଦନକାନନ

ବାରଙ୍ଗ,୧ା୮(ଏସଏସନିଉଜ)ଗୁରୁବାରଠାରୁ ନନ୍ଦନକାନନ ଜଗିବେ ଓଆଇଏସଏଫ । ଓଆଇଏସଏଫର ୩୫ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଏକ ପ୍ଲାଟୁନ ଫୋର୍ସର ନଜରରେ ରହିବ ନନ୍ଦନକାନନ ।ନନ୍ଦନକାନନର ସୁରକ୍ଷାନେଇ ଏଭଳି ପଦକ୍ଷପ ନେଛନ୍ତି କର୍ତୁପକ୍ଷ ।ଏହି ପ୍ଲାଟୁନ ଫୋର୍ସରେ ଜଣେ ଇନ୍ସପେକ୍ଟର, ୪ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳ ରହିଛନ୍ତି ।ପର୍ଯ୍ୟଟକମାନଙ୍କ ସହ ଅନ୍ୟାନ୍ୟ ସୁରକ୍ଷା ପାଇଁ ଏଭଳି ଯୋଜନା କରିଛି ନନ୍ଦନକାନନ ।ତେବେ ଏନେଇ ନନ୍ଦନକାନନ କର୍ତୁପକ୍ଷ ଓ ଓଆଇଏସଏଫ(ଓଡିଶା ଶିଳ୍ପ ସେବା ବାହିନୀ) ମଧ୍ୟରେ ଜୁଲାଇରେ ଗୋଟିଏ […]

ରଖେ ହରି ତାକୁ ମାରେ କିଏ

ଭୁବନେଶ୍ୱର,୧ା୮(ଏସଏସନିଉଜ) ଗୋଡ଼ରେ ବେଡି ପଡ଼ିଥିଲେ ବି ମହାନଦୀରେ ଖସିପଡ଼ି ପ୍ରାୟ ୫୦କିମି ଆସିବାପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକବିକୃତ ମହିଳା।ସେ ଛତିଶଗଡ଼ରୁ ଆସି ଓଡ଼ିଶାର ଝାରସୁଗୁଡ଼ା ପଲସଦାରେ ଲାଗିଥିବାବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। […]

କେରଳ ଭୂସ୍ଖଳନ- ୧୪୩ମୃତ

ଭୁବନେଶ୍ବର,୩୧/୭(ଏସଏସନିଉଜ)କେରଳ ୱାଏନାଡରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୩ ରେ ପହଁଚିଛି।ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା।

ମା ହେଲା ମୈାସୁମୀ

ବାରଙ୍ଗ,୩୦ା୭(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନ ପାଇଁ ଖୁସିଖବର ।ପ୍ରଥମଥରପାଇଁ ମା ହୋଇଛି ଧଳାବାଘୁଣୀ ମୈାସୁମି ।ଆର୍ନ୍ତଜାତିକ ବ୍ୟାଘ୍ରଦିବସରେ ଗୋଟିଏ ଛୁଆକୁ ଜନ୍ମଦେଇଥିବା ବେଳେ ମଙ୍ଗଳବାରଦିନ ଆଉ ୨ଟିଛୁଆକୁ ଜନ୍ମଦେଇଥିଲା ୮ବର୍ଷର ଧଳାବାଘୁଣୀ ବାଘୁଣୀ ମୈାସୁମି ।୩ଟିଛୁଆମଧ୍ୟରୁ ୨ ମଲା ଛୁଆକୁ ଓ ଅନ୍ୟଟି ଜିବିତ ଥିବାର ଜଣାପଡିଛି ।ସୋମବାର ରାତିରେ ଗୋଟିଏ,ମଙ୍ଗଳବାର ସକାଳେଗୋଟିଏ ଓ ରାତିରେ ଆଉ ଗୋଟେଛୁଆକୁ ମୈାସୁମି ଜନ୍ମଦେଇଛି । ମହାବଳବାଘ ରାଜେଶ ସହ ମିଳନ ଘଟି ପ୍ରଥମ ଥରପାଇଁ ମାହେବାର ସୈାଭାଗ୍ୟ ଅର୍ଜନ କରିଛି […]

ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଟ୍ରାକରୁ ଖସି ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି ।ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଭୋର୍ ୩ଟା ୩୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ବର୍ତ୍ତମାନ ସୁଦ୍ଧା ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଲୱେ ମେଡିକାଲ ଟିମ୍ ସେମାନଙ୍କୁ ଚିକିତ୍ସା କରିଥିଲେ। ଅନ୍ୟ ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାୱଡା-ମୁମ୍ବାଇ ଏକ୍ସପ୍ରେସର ପାଖାପାଖି […]