ନାଗପୁର ମେଟ୍ରୋ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୧/୧୨(ଏସଏସ ନିଉଜ)୬ଷ୍ଠ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି।ମେଟ୍ରୋରେ ବସି ଫ୍ରିଡମ୍ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ କିଣିଲେ ମୋଦି।
Browsing category
ଭୁବନେଶ୍ୱର,୧୧/୧୨(ଏସଏସ ନିଉଜ)୬ଷ୍ଠ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି।ମେଟ୍ରୋରେ ବସି ଫ୍ରିଡମ୍ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ କିଣିଲେ ମୋଦି।
ବାରଙ୍ଗ,୮/୧୨(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ବୁଧବାରଦିନ ଏକ ୮ବର୍ଷର ଅଣ୍ଡିରା ବାରାଶିଙ୍ଗାର ମୃତ୍ୟୁ ଘଟିଛି ।ତେବେ ମୃତ୍ୟୁବରଣକରିଥିବାର କାରଣ ଜଣାପଡିନଥିବାବେଳେ ସେ ସମ୍ପୁର୍ଣରୁପେ ସୁସ୍ଥରେରହି ତାର ।୩୮ନଂ ଏନକ୍ଲାଜେରରେ ବିଚରଣ କରୁଥିଲା ।ହଠାତ ବାରାଶିଙ୍ଗାଟି ମରିଯିବାପରେ ଡାକ୍ତରମାନଙ୍କର ଚିନ୍ତାବଢିଯାଇଥିଲା ।ବ୍ୟବଛେଦ ରିପୋର୍ଟଆସିଲେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି କୁହାଯାଉଥିବାବେଳେ ବାରାଶିଙ୍ଗାର ମୃତ୍ୟୁପରେ ଏମାନଙ୍କ ସଂଖ୍ୟାହ୍ରାସପାଇଁ ନନ୍ଦନକାନନରେ ୧୩ରେ ପହଁଚିଥିବାର ଜଣାପଡିଛି । ସେହିଭଳଭାବେ ବୁଧବାର ବିଳମ୍ଭିତ ରାତିରେ ୩୭ନଂ ଏନକ୍ଲୋଜରରେ ରହୁଥିବା ଏକ ମଣିପୁର ହରିଣ ଗୋଟିଏ ଶାବକକୁ […]
ଭୁବନେଶ୍ୱର,୪/୧୨(ଏସ ଏସ ନିଉଜ)ଆଜି ହେଉଛି ଭାରତୀୟ ନୌସେନା ଦିବସ ।ଏଥିପାଇଁବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୯୭୧ ବିଜୟରକୁ ସ୍ମରଣ କରିବା ପାଇଁ ପାଳନ ହେଉଛି ଦିବସ। ଅପରେସନ ଟ୍ରାଇଡେଣ୍ଟରେ ପାକିସ୍ତାନର ୩ଟି ଜାହାଜ ନଷ୍ଟ କରିଥିଲେ ଭାରତୀୟ ନୌବୀର ।
ଭୁବନେଶ୍ୱର,୧/୧୨(ଏସଏସନିଉଜ)ଜି-୨୦ ଅଧ୍ୟକ୍ଷ ପଦ ସମ୍ଭାଳିବ ଭାରତା ଆଜି ଜି-୨୦ ଅଧ୍ୟକ୍ଷତା ପଦଭାର ଗ୍ରହଣ କରିବ ଭାରତ।ଏଥିପାଇଁ ଦେଶର ଶହେ ଐତିହାସିକ ସ୍ମାରକୀସ୍ଥଳୀରେ ଝଲସିବ ଜି-୨୦ ଲୋଗୋ । ରଙ୍ଗୀନ ଆଲୋକରେ ଆଲୋକିତ ହେବ ଦେଶର ୧୦୦ଟି ସ୍ମାରକୀସ୍ଥଳ। ୨୦୨୩ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଏବେଠୁ ପ୍ରସ୍ତୁତି ଆରମ୍ଭହୋଇଛି। ସାରା ବିଶ୍ବରେ ଗୁଞ୍ଜରିତ ହେବ ଭାରତର ବାର୍ତ୍ତା ।
ଭୁବନେଶ୍ୱର,୧/୧୨(ଏସଏସନିଉଜ) ଗୁଜୁରାଟ ବିଧାନସଭାର ଆଜି ପ୍ରଥମପର୍ଯ୍ୟାୟ ମତଦାନ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ […]
ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ)ଆସନ୍ତା ୬୦ଦିନପର୍ୟ୍ୟନ୍ତ ରାତି୯ରୁ ସକାଳ୮ ପର୍ୟ୍ୟନ୍ତ ଜାରିରହିବ ଏହି କଟକଣା ।ରାତ୍ରିଯାପନ କିମ୍ବା ସଂଧ୍ୟାପରେ ବୁଲିବାଉପରେ ଲାଗିଲା ଏହି କଟକଣା ।ରାତି ଚଳପ୍ରଚଳକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଭୂବନେଶ୍ୱର,୨୧/୧୧(ଏସଏସନିଉଜ)ରାସନକାର୍ଡରେ ନାମ ସଂଶୋଧନ ପାଇଁ କୁକୁର ପରି ଭୁକି ପ୍ରତିବାଦ ଜଣାଇଛନ୍ତି ପଶ୍ଚିମବଙ୍ଗର ଶ୍ରୀକାନ୍ତ ଦତ୍ତା । ଶ୍ରୀକାନ୍ତ ଦତ୍ତା ବଦଳରେ ରାସନ କାର୍ଡରେ ଲେଖା ହୋଇଥିଲା ଶ୍ରୀକାନ୍ତ କୁତ୍ତା। ଏହାକୁ ବଦଳାଇବାପାଇଁ ସରକାରୀ ଅଧିକାରୀଙ୍କ ଆଗରେ କୁକୁରଭଳି ଭୁକି ପ୍ରତିବାଦ କରିବା ଘଟଣା ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି ।ଶେଷରେ ନାଁଟି ସଂଶୋଧନ ହୋଇଛି ।ପ୍ରଥମଥି ମିଳିଥିବା ରାସନକାର୍ଡରେ ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା ।ସଂଶୋଧନପାଇଁ ଆବେଦନ କରିବାପରେ ଶ୍ରୀକାନ୍ତ କୁମାର ଦତ୍ତ କରାଯାଇଥିଲା । ଏହାପରେ […]
ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍ ।୩୦ରୁ ଅଧିକ ଆହତ ହୋଇଥିବାବେଳେ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।ପୁଣେ-ବେଙ୍ଗଳୁରୁ ହାଇେଓ୍ୱର ନାଭାଲେ ବ୍ରିଜରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ବ୍ରିଜରେ ଟ୍ରାଫିକ୍ ଜାମ୍ ଯୋଗୁଁ ଶତାଧିକ ଗାଡ଼ି ପଛକୁ ପଛ ଛିଡାହୋଇଥିବାବେଳେ ଏହି ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯାଇଥିଲା ।ସୌଭାଗ୍ୟବଶତଃ […]
ଭୁବନେଶ୍ୱର,୨୦/୧୧(ଏସ ଏସ ନିଉଜ)ଆଜିଠୁ ଆରମ୍ଭ ହେବ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ। ଆୟୋଜକ କତାର-ଇକ୍ୱେଡର ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବ ଫିଫା ବିଶ୍ୱକପ। ଭାଗ ନେବେ ୩୨ଟି ଟିମ୍; ୮ଟି ଷ୍ଟାଡିଅମରେ ଖେଳାଯିବ ୬୪ଟି ମ୍ୟାଚ୍।
ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଇଣ୍ତୋନେସିଆ ବାଲିରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି ।ସେଠାରେ ପହଁଚି ବ୍ରିଟେନ୍ର ନୂଆପ୍ରଧାନମନ୍ତ୍ରୀ ରିଷିସୁନକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ତୋନେସିଆ ବାଲିରେ ପ୍ରବାସୀଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଦେଇ କଟକର ଐତିହାସିକ ବାଲିଯାତ୍ରା କଥା କହିଛନ୍ତି । ବାଲିରେ ଏତେ ବଡ଼ଯାତ୍ରା ଧୂମଧାମରେ ପାଳନ କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।