Browsing category

ଦେଶ ବିଦେଶ

ବିନା ଅନୁମତିରେ ସ୍ତ୍ରୀର କଲ୍ ରେକର୍ଡିଂ କରିବା…..

➡️୧-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ।ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ । ➡️୨-ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱର ପହଁଚିଲେ କେନ୍ଦ୍ରୀୟ ଟିମ୍ । ଆଜିଠାରୁ ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ । ➡️୩-୧୫ ମାସର ଆନ୍ଦୋଳନ ପରେ ଘରକୁ ଫେରିଲେ ଚାଷୀ । ଚାଷୀଙ୍କ ଏହି ବିଜୟ ପରେ […]

ଓମିକ୍ରନର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ,ହେଲେ

ନୂଆଦିଲ୍ଲୀ, ୧୧/୧୨(ଏସଏସନିୟୁଜ) ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟାଧିରେଧିରେ ବଢିବାରେ ଲାଗିଛି । ଜିମ୍ବାୱେରୁ ଦିଲ୍ଲୀକୁ ଫେରିଥିବା ବ୍ୟକ୍ତି କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଯାହକି ଏହା ଦିଲ୍ଲୀରେ ଦ୍ୱିତୀୟ ମାମଲା ଅଟେ ।ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୩୩ରେ ପହଞ୍ଚିଛି ।ଏହାସହ ମହାରାଷ୍ଟ୍ରରେ ୧୭, ରାଜସ୍ଥାନରେ ୯, ଗୁଜରାଟରେ ୩ ଚିହ୍ନଟ ହେଲେଣି ।ଏହାସହ ମୁମ୍ବାଇରେ ଦୁଇଦିନ ପାଇଁ ୧୪୪ ଧାରା ଲାଗୁ ମଧ୍ୟ କରାଯାଇଛି ।

ବନ୍ଧୁତ୍ୱପୁର୍ଣ୍ଣ ସ୍ୱଭାବ ଦେଖାଇଲା ତାଲିବାନ

୧-ଜାନୁଆରୀ ୭ ରୁ ୧୭ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏଥର ମଧ୍ୟ ସ୍ଥଗିତ ରଖାଯାଇଛି । ଯେହେତୁ ଧନୁଯାତ୍ରା ରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ , ଡିସେମ୍ବର ଗାଇଡ ଲାଇନ ହିସାବରେ ମଧ୍ୟ ଏହା ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଯଦି ଜାନୁଆରୀ ମାସରେ କିଛି ନୂଆ ଗାଇଡ ଲାଇନ ଆସେ ତେବେ ପୁଣି ଥରେ ଏଥିପାଇଁ ବୈଠକ ବସିବ । ୨-ଅଧିବେଶନରେ […]

କୃଷକ ଆନ୍ଦୋଳନ ପ୍ରତ୍ୟାହୃତ

ଭୁୁବନେଶ୍ୱର,୯/୧୨(ଏସଏସନିୟୁଜ) ପ୍ରତ୍ୟାହୃତ ହୋଇଛି କୃଷକ ଆନ୍ଦୋଳନ । ଆନ୍ଦୋଳନରତ କୃଷକମାନେ ୧୧ରୁ ଘରକୁ ଫେରିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରେସମିଟରେ ଘୋଷଣା କରିଛି । ପ୍ରାୟ ଏକ ବର୍ଷ ଧରି ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ବସିଥିଲେ ଚାଷୀ । ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହୃତ ହେବାପରେ କୃଷକ ଆନ୍ଦୋଳନର ପରିସମାପ୍ତ ଘଟିଛି ।

ବୀରପୁଅକୁ ଝୁରୁଛି ଦେଶ…

୧-ମଝି ଆକାଶରେ ଜଳିଗଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର । ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ । ୨-ବିଦାୟ ବିପିନ ବିଦାୟ… ଆଉ ନାହାନ୍ତି ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ପରେ ବୀରପୁଅକୁ ଝୁରୁଛି ଦେଶ… ୩-‘ମୁଁ ସୈନିକ ଅଟେ, ମୋତେ ଦିଲ୍ଲୀ-ମୁମ୍ବାଇ ନୁହେଁ, ବର୍ଡରରେ ରହିବା ଉଚିତ୍’- କର୍ମରୁ ନୁହେଁ ମନରୁ ମଧ୍ୟ ଫୌଜୀ ଥିଲେ ଜେନେରାଲ ବିପିନ ରାଓ୍ଵତ । ୪-ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ […]

କୁନ୍ନୁର ହେଲିକପ୍ଟର ଦୁର୍ଘଟଣା, ଶୋକପ୍ରକାଶ କଲେ ପ୍ରାଧାନମନ୍ତ୍ରୀ

ଭୁବନେଶ୍ୱର,୮/୧୨(ଏସଏସନିୟୁଜ) ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର ଚପର ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଏଥିରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ମସେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବାର ଜଣାପଡିଛି । ରାୱତଙ୍କ ପରଲୋକରେ ପ୍ରାଧାନମନ୍ତ୍ରୀଙ୍କ ଶୋକପ୍ରକାଶ କରି ରାୱତ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ ବୋଲି ଟ୍ୱିଟ କରି ଶୋକ ଜଣାଇଲେ […]

ବାହାରେ ତାତିଲା ରାଜନୀତି

୧-ଇତିହାସ ରଚିଲା T-Series : ଭାରତର ପ୍ରଥମ ୟୁଟ୍ୟୁବ ଚାନେଲ ଯିଏ ପାର କଲା ୨୦୦ ମିଲିୟନ ସବ୍ସକ୍ରାଇବର । ୨-ଇଡି ଜାଲରେ ଜ୍ୟାକଲିନ ଫର୍ଣ୍ଣାଡିଜ । ୫୨ ଲକ୍ଷର ଘୋଡା ଓ ୯ ଲକ୍ଷ ଟଙ୍କାର ବିଲେଇ ଉପହାର ଦେଇଥିଲା ସୁକେଶ । ୩-ବଢିବ ଭାରତ ସାମରିକ ଶକ୍ତି । ଶତ୍ରୁକୁ କଡ୍ଡା ଜବାବ ଦେବ ଅତ୍ୟାଧୁନିକ ‘ଏସ-୪୦୦’ ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ । ୪-ନାଗାଲାଣ୍ଡ ଗୁଳିକାଣ୍ଡ ନେଇ ସଂସଦରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ […]

ବିଚ ରାସ୍ତାରେ ପୋଲିସ କର୍ମୀଙ୍କୁପିଟିଲେ

୧. କଟକଣା ମାନୁ ନାହାନ୍ତି ବିଦେଶ ଫେରନ୍ତା । ୨. ବଣ୍ଡାଘାଟିର ସଫଳ କଫି ଚାଷୀ ଅର୍ଜୁନ, ସରକାରୀ ସହଯୋଗକୁ ଅପେକ୍ଷା । ୩. ଅଖିଳେଶଙ୍କ ପାଇଁ ବାରଣାସୀରେ ପ୍ରଚାର କରିବେ ମମତା । ୪. ପୋଲିସ କର୍ମୀଙ୍କୁ ବିଚ ରାସ୍ତାରେ ପିଟିଲେ ସପା କର୍ମୀ: ଭିଡିଓ ଶେୟାର କଲେ କେନ୍ଦମନ୍ତ୍ରୀ ଅନୁରାଗ ଠାକୁର । ୫. ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ: ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ […]

ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

ଜୟପୁର, ୫/୧୨(ଏସଏସନିୟୁଜ)ଦେଶରେ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ।ଏମାନଙ୍କ ସଂଖ୍ୟା ବଢି ଭାରତରେ ୨୧ରେ ପହଞ୍ଚିଲାଣି । ମହାରାଷ୍ଟ୍ରରୁ ୭ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ରାଜସ୍ଥାନର ଜୟପୁରରୁ ୯ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁନେଇ ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ରରୁ ୭ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟଙ୍କ ମଧ୍ୟରେ ୪ ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତି ଆଉ ୩ଜଣ ନାଇଜେରିଆରୁ ଫେରିଥିବା ନେଇ ସୂଚନା […]

ଟଳିଲା ବିପଦ!

୧-ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ବିକେଟ ନେବାରେ ଦ୍ରୁତ ସ୍ପିନର ୨-କର୍ଣ୍ଣାଟକ ଏବଂ ଗୁଜୁରାଟ ପରେ ମୁମ୍ବାଇରେ ଚିହ୍ନଟ ହେଲା ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୪ କୁ ବୃଦ୍ଧି । ୩-ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା। ପାଣିରେ ବୁଡ଼ିଲା ପାଚିଲା ଧାନ, ଉଜୁଡିଲା ଫସଲ । ୪-ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର । ଦୁଃଖ ପ୍ରକାଶ କଲେ ଦୁଇ ହଜାର […]