Browsing category

ଦେଶ ବିଦେଶ

ବିଜୟ ଅଭିମୁଖେ ଦିଦି

ଭୁବନେଶ୍ୱର, ୩/୧୦(ଏସଏସନିୟୁଜ) ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ସିଟ୍ ଭବାନୀପୁରରେ ଭୋଟ ଗଣତି ଚାଲିଛି । ୪୨ହଜାର ଭୋଟରେ ଆଗୁଆ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୧୬ ରାଉଣ୍ଡ ଭୋଟଗଣତି ସୁଦ୍ଧା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି୨୦୪୬୮ ଭୋଟ ପାଇଥିବାବେଳେ ୬୨୭୬୦ ଭୋଟ୍ ପାଇଛନ୍ତି ମମତା ବାନାର୍ଜୀ । ତେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱାଲଙ୍କ ସହ ମମତା ବାନାର୍ଜୀଙ୍କ ମଧ୍ୟରେ କଡ଼ା ଫାଇଟ୍ ଚାଲିଛି ।  

ଫିକା ପଡିଲା ବିସ୍ଫୋରକ ଶତକ

୧-ଫିକା ପଡିଲା ଋତୁରାଜଙ୍କ ବିସ୍ଫୋରକ ଶତକ, ଜୟଶଓ୍ଵାଲ ଓ ଶିବମ ଦୁବେଙ୍କ ଧୁଆଁଧାର ଅର୍ଦ୍ଧଶତକରେ ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ମାତ୍ ଦେଲା ରାଜସ୍ଥାନ । ୨-ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ୪ ଓ୍ଵିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟୀ ୩-ନିକଟରେ ଦିଲ୍ଲୀ ଗସ୍ତରୁ ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୪ତାରିଖରୁ ମାରାଥନ୍ ଜିଲ୍ଲା ଗସ୍ତ କରିବେ। ୬ଦିନରେ ତିନିଟି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବାଣ୍ଟିବେ ଏବଂ ବହୁ ପ୍ରକଳ୍ପର ଉଦ୍‌ଘାଟନ […]

ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା

୧-ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ: ବାପୁଜୀଙ୍କୁ ମନେ ପକାଉଛି ସାରା ଦେଶ । ୨-ପଞ୍ଜାବର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ପିସିସି ସଭାପତି ପାଇଁ ପୁଣି ରାଜି ସିଦ୍ଧୁ । ୩-ବିରଳ ରେକର୍ଡ ! ୪୫ ବର୍ଷ ପରେ ପୁଣି ହିମାଳୟର ମାଉଣ୍ଟ ‘ମାନସଲୁ’ରେ ପହଞ୍ଚିଲା ମଣିଷ, ଆରୋହଣ କଲେ ୨୨ ପର୍ବତାରୋହୀ । ୪-ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ୫-କରୋନା ଲକଡାଉନ୍ […]

ଏବେ ପୁଣି ଚର୍ଚ୍ଚାରେ ରାନୁ

୧. ଶାନ୍ତିସ୍ତୂପରେ ୨୧ଦିନ ଧରି ହେଉଥିଲା ବିଶ୍ବଶାନ୍ତି ମହାଯଜ୍ଞ, ଘିଅ ପରିବର୍ତ୍ତେ ୫ ଶସ୍ୟରେ ଦିଆଯାଉଥିଲା ପୂର୍ଣ୍ଣାହୁତି । ୨. ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ । ୩. ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍‌ଘାଟିତ । ୪. ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ […]

ପାର୍ବଣ ପାଇଁ କେନ୍ଦ୍ରର ଗାଇଡଲାଇନ

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ)ପୁଣି ମାସେ ବଢିଲା କରୋନା କଟକଣା । ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଆଗକୁ ଆସୁଛି ପାର୍ବଣରୁତୁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଗାଇଡଲାଇନ୍ । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ପାର୍ବଣ ସମୟରେ ମେଳା,ମହୋତ୍ସବ କରାଯାଉଥିବାରୁ ଅଧିକ ଜନଗହଳି ହୋଇଥାଏ ।ଯାହାଫଳରେ କରୋନା ସଂକ୍ରମଣ ବଢ଼ାଇବା […]

ଗୁଲାବ କଲା ବାଦଲ ଫଟା ବର୍ଷା

୧-REETରେ ଚିଟ କରିବା ପାଇଁ ସ୍ୱତନ୍ତ୍ର ଚପଲ: ୪୦ ଜଣଙ୍କୁ ଗିରଫ କଲାଣି ପୋଲିସ ।ସେମାନେ ପିନ୍ଧିଥିବା ଚପଲ ‘ସୋଲ୍’ରେ ‘ବ୍ଲୁଟୁଥ୍ ଡିଭାଇସ୍’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି। ୨–‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ; ପ୍ରତ୍ୟେକ ନାଗରିକଙ୍କ ପାଇଁ ‘ସ୍ବାସ୍ଥ୍ୟ ପରିଚୟପତ୍ର’ ୩-ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ । ୪-ଗୁଲାବ ପ୍ରଭାବରେ ବାଦଲ ଫଟା […]

ଟଳିଲା ବିପଦ

୧-ପାଠ ପଢ଼ିବାର ଅଜବ ନିଶା : ଅପରେସନରେ ଛୁଆ ପ୍ରସବ କରି ସାରିବା ପରେ ଆମ୍ବୁଲାନ୍ସ ରେ REET ପରୀକ୍ଷା ଦେବା ପାଇଁ ମହିଳା ପହଞ୍ଚିଲେ ପରୀକ୍ଷା କେନ୍ଦ୍ରରେ ୨-ଆଜି ଭାରତ ବନ୍ଦ : କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି ଓଡିଶାର ୭ ରାଜନୈତିକ ଦଳ । ୩-ବରଗଡ ପୋଲିସ ହାଜତ ମୃତ୍ୟୁ ଓ ଲାଠିଚାର୍ଜ ଘଟଣାରେ ପୁଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ବରଗଡ ଟାଉନଥାନାର ୨ ଜଣ ଏଏସଆଇ ଜଣେ ଏସଆଇ ଓ ଜଣେ […]

ମାଡିଆସୁଛି ବାତ୍ୟା ଡିଆଁମୁ

ଈୁବନେଶ୍ୱର,୨୫/୯(ଏସଏସନିୟୁଜ) ମାଡିଆସୁଛି ବାତ୍ୟା ଡିଆଁମୁ । ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବାସହ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ମଧ୍ୟଭାଗରେ ଥିବା କଳିଙ୍ଗପାଟ୍ଟନମ ଦେଇ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କରେ ପରିଣତ ହୋଇଛି । ୧୨ଘଣ୍ଟାରେ ନେବ ଅବପାତ ରୂପ ।ଏହାର ପ୍ରଭାବରେ ଉତ୍ତର […]

ଓଡ଼ିଶା ମୁହାଁଇଛି ‘ଡିଆଁମୁ’

୧. ହିମାଳୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ୨. ଓଡିଆ ସାମ୍ବାଦିକ ଜଗତର ଦକ୍ଷ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ୩. ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ବିଜେଡିର କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଂଘନ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି । ୪. ଭାରତୀୟ ପ୍ରଶାସନିକ […]

ନବୀନଙ୍କ ବଡ ଘୋଷଣା, ଓଡ଼ିଶା ଆୟୋଜନ କରିବ ଜୁନିୟର ହକି ବିଶ୍ୱକପ୍

ଭୁବନେଶ୍ୱର, ୨୩/୯(ଏସଏସନିୟୁଜ) କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି। ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ଯାଏଁ ବିଶ୍ୱକପ୍‌ର ମ୍ୟାଚ୍ ଗୁଡ଼ିକ ଖେଳାଯିବ। କୋଭିଡ କଟକଣାରେ ହେବ ହକି ବିଶ୍‌କପ ମ୍ୟାଚ୍ ହେବ। ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ନବୀନ । ତେବେ ଚଳିତଥର ହୋମଗ୍ରାଉଣ୍ଡରେ ଭାରତୀୟ ଦଳ ପ୍ରଦର୍ଶନ କରିବ ବୋଲି […]