Browsing category

ଓଡ଼ିଶା

ମାଟିତଳୁ ମୃତଦେହ ଉଦ୍ଧାର

ଫୁଲବାଣୀ,୧୧ା୧୧(ଏସଏସନିଉଜ)ମାଟିତଳୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି ।ଫିରିଙ୍ଗିଆଥାନା କରଡ଼ାଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତନାବାଳିକା ନୟାଗଡ଼ଜିଲ୍ଲା ନୂଆଗାଁଥାନା ଅଞ୍ଚଳର ବୋଲି ସୂଚନା ମିଳିଛି ।ନାବାଳିକାକୁ କିଏ ଓ କାହିଁକି ହତ୍ୟା କରି ପୋତିଲେ ତାହା ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍‌ଭ କରିଛି ।ପୋଲିସ ଏହି ଘଟଣାରେ -ନାବାଳିକାର ୨ ସମ୍ପର୍କୀୟ ଭାଇଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।  

ବାଣ ବଜାରରେ ଅତର୍କିତ ଚଢ଼ାଉ

ଭୁବନେଶ୍ୱର ,୧୧ା୧୧(ଏସଏସନିଉଜ) ରାଜଧାନୀରେ ବାଣ ବଜାରରେ ଚଢ଼ାଉ କରିଛି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରି ଉପରେ କଡ଼ା ନଜର ରଖିଛି ପୋଲିସ । ସମସ୍ତ ନିୟମ ପାଳନ ହେଉଛି ନା ନାହିଁ ଜାଣିବାକୁ ଚାଲିଛି ଯାଞ୍ଚ ।ପ୍ରଦୂଷଣ ବୋର୍ଡ , ଅଗ୍ନିଶମ ବିଭାଗ ଓ ପୋଲିସର ମିଳିତ ଯାଞ୍ଚ କରାଯାଉଛି ।ୟୁନିଟ-୧ ହାଟରେ ଥିବା ବାଣ ଦୋକାନରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବାବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା , ସବୁଜ ବାଣ ବିକ୍ରି ହେଉଛି ନା […]

ଯୌନ ପିପାସୁକୁ ବାନ୍ଧିଲା ପୁଲିସ

ସୋର,୧୧ା୧୧(ଏସଏସନିଉଜ)ଜଙ୍ଗଲରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଙ୍ଗଲ ଭିତରକୁ ନେଇ ତାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସୋର ପୋଲିସ ଯୌନ ପିପାସୁ ବାଇଧର ସିଂ ନାମକ ବ୍ୟକ୍ତିକୁ ଗିରଫ କରିଛି । ଉଦଳାଥାନା ଅନ୍ତର୍ଗତ ରାଢଅଞ୍ଚଳର ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଭିଣୋଇଙ୍କ ଘର ଔପଦାଥାନା ବଡ଼ପୋଖରୀରେ ରହୁଥିଲେ। ଘରେ କେହି ନଥିବାର ସୁଯୋଗରେ ଏହିଥାନା ଅଧିନସ୍ଥ ଗଜଆମ୍ବ ଗ୍ରାମର ବାଇଧର ସିଂ ଯୁବତୀଙ୍କୁ ସୋରରେ ଥିବା ଅନ୍ଧ ମୁକ ଆଶ୍ରୟସ୍ଥଳକୁ ଛାଡିବାକୁ ନେଇଯାଇଥିଲେ ।ଯୁବତୀଙ୍କୁ ମାଣିପୁର ପଂଚାୟତ ଖୁଣ୍ଟା […]

ନୂଆବର୍ଷରେ ନୂଆ ପୁଲିସ ମୁଖିଆ!

ଭୁବନେଶ୍ବର,୧୧ା୧୧(ଏସଏସନିଉଜ) ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନୂଆ ପୁଲିସ ମୁଖିଆ ମିଳିବାର ‌ଆଶା କରାଯାଉଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଏବେକାର ପୁଲିସ ଡ଼ିଜି ସୁନୀଲ ଵଂଶଲଙ୍କ କାର‌୍ୟ୍ୟକାଳ ଶେଷ ହେବାକୁ ଯାଉଛି।ପରବର୍ତି ପୁଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟସରକାର ଏହାରି ଭିତରେ ନୂଆ ପୁଲିସ ଡ଼ିଜିଙ୍କ ପାଇଁ ୭ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ସୁପାରିସ କରିଛନ୍ତି। ସୂଚନାଯୋଗ୍ୟ, ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି […]

ଚାପିଦେଲା ବାଲିବୋଝେଇ ଟ୍ରାକ୍ଟର

ରାୟଗଡା,୧୧ା୧୧(ଏସଏସନିଉଜ) ମୁନିଗୁଡାଥାନା ଅନ୍ତର୍ଗତ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ଟ୍ରାକ୍ଟର ଚାପାରେ ଡାକୁଲୁଗୁଡ଼ା ସଦର ପଞ୍ଚାୟତ ହରିଜନ ସାହିର ମୋଣ୍ଟୁ ନାଗ(୨୫)ନାମକ ଯୁବକଙ୍କର ମୃତ୍ୟୁ ଘଟିଛି । ଓଡ଼ି-୧୮-ଏଚ-୨୭୬୬ନଂ ଟ୍ରାକ୍ଟରଟି କୁଟ୍ରାଗୋଡ଼ ନଦୀରୁ ବାଲି ବୋଝେଇ କରି ବିଷମ କଟକ ଅଭିମୁଖେ ଆସୁଥିବା ବେଳେ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ମୋଣ୍ଟୁ ଉପରେ ମାଡି ଯାଇଥିଲା ।ସ୍ଥାନୀୟ ଲୋକମାନେ ମୋଣ୍ଟୁକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କର […]

ଓଲଟିଲା ଗ୍ୟାସ ଟ୍ୟାଙ୍କର

ପାରାଦୀପ,୧୦।୧୧(ଏସଏସନିଉଜ) ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର।ପାରାଦୀପ-ଚଣ୍ଡିଖୋଲ ରାସ୍ତାର ହାତୀଟାଙ୍କି ନିକଟରେ ଓଲଟିପଡିଛି ଟ୍ୟାଙ୍କର।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତାୟାତ ବନ୍ଦ କରିଛି।ପାରାଦୀପରୁ ଗ୍ୟାସ୍ ଲୋଡ ହୋଇଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ରାତି୧୦ଟାପରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ।ରାତି୧୦ଟା ପରେ ଫୁଟିବ ନାହିଁ ବାଣ।ସମସ୍ତେ ସବୁଜବାଣ ଫୁଟାଇବାକୁ ଅପିଲ୍ କରାଯାଇଛି।୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା। ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ଶ୍ରୀମନ୍ଦିରରେ ଠେଲାପେଲା

ପୁରୀ,୧୦।୧୧(ଏସଏସନିଉଜ) ଶ୍ରୀମନ୍ଦିରରେ ଠେଲାପେଲାରେ ୩୦ ଆହତ ହୋଇଛନ୍ତି।ମଙ୍ଗଳାଳତୀ ସମୟରେ ଠେଲାପେଲାରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆହତ ହୋଇଥିବାର ଜଣାପଡିଛି।ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିଲା। ଆହତ ମହିଳାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କଟାଯାଇଛି। କେତେକ ଅଣନିଶ୍ବାସୀ ହୋଇପଡିଥିବା ବେଳେ କେତେକଙ୍କ ଗୋଡ଼ରେ ଆହତ ହୋଇଥିବାର ଜଣାପଡିଛି।

ଦୀପାବଳୀରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୭ା୧୧(ଏସଏସନିଉଜ)ଏଥର ଦୀପାବଳୀରେ ଫୁଟିବନାହିଁ ବାଣ । ଢୋଢା ଶବ୍ଦ ଏଥର ଶୁଣିବାକୁ ମିଳିବନାହିଁ । ବାଣ ଫୁଟାଇବା ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ରାଜ୍ୟ ନେବ ବୋଲି କୁହାଯାଇଛି ।ଏହିଭଳିରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ […]

ପୂର୍ବତନବାଚସ୍ପତି ମହେଶ୍ବରମହାନ୍ତିଙ୍କ ପରଲୋକ

  ପୁରୀ,୭।୧୧(ଏସଏସନିଉଜ) ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଭୋର ୩.୨୫ରେ ବିୟୋଗ ହୋଇଛି।୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ସେ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀରୁ ପ୍ରତିନିଧିତ୍ବ କରି […]