ରାତି୧୦ଟାପରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ।ରାତି୧୦ଟା ପରେ ଫୁଟିବ ନାହିଁ ବାଣ।ସମସ୍ତେ ସବୁଜବାଣ ଫୁଟାଇବାକୁ ଅପିଲ୍ କରାଯାଇଛି।୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା।
ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

Comments (0)
Add Comment