ବସ୍ ଦୁର୍ଘଟଣାଗ୍ରସ୍ତ
ବୌଦ୍ଧ,୨୯/୧(ଏସଏସନିୟୁଜ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନମ୍ବର ଜାତୀୟ ରାଜପଥ ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସ୍ଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
Browsing category
ବୌଦ୍ଧ,୨୯/୧(ଏସଏସନିୟୁଜ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନମ୍ବର ଜାତୀୟ ରାଜପଥ ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସ୍ଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
କଟକ୨୯/୧(ଏସଏସନିୟୁଜ)ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରୁନି। କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗତକାଲି କୌଣସି ନିଷ୍କର୍ସ ବାହାରି ପାରି ନ ଥିବା ବେଳେ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ଆଜି ସକାଳୁ ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।
କଳାହାଣ୍ଡି,୨୮/୧(ଏସଏସନିୟୁଜ)ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ନୃତ୍ୟ ପ୍ରଦର୍ଶନ କରି ସାରା ଦେଶକୁ ଚମକାଇ ଦେଇଥିବା କଳାହାଣ୍ଡିର ‘ବଜାସାଲ’ ନୃତ୍ୟ । ଏହି କଳାକାରଙ୍କୁ ଭେଟି ଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନୃତ୍ୟ କଳାହାଣ୍ଡି ଜିଲ୍ଲାକୁ ଦେଶବାସୀଙ୍କ ଆଗରେ ଏକ ନୂଆ ପରିଚୟ ଦେଇଛି। ଓଡ଼ିଶାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଥିବା ଆମ ରାଜ୍ୟର ଏହି କଳାକାରଙ୍କୁ ଉତ୍ସାହିତ କରିବାକୁ ଏହି ଫଟୋଗୁଡ଼ିକୁ ଏତେ ମାତ୍ରାରେ ଲାଇକ୍ ଓ ସେୟାର କରନ୍ତୁ ଯେ, ସମସ୍ତେ ଜାଣନ୍ତୁ […]
ଭୁବନେଶ୍ବର,୨୮/୧(ସତ୍ୟସନ୍ଧାନ ଡେସ୍କ)ଆକାଶରୁ ପୁଷ୍ପବୃଷ୍ଟି ନୁହେଁ, ହେଉଛି ତୁଷାର ବୃଷ୍ଟି। ଆଉ ତାଆରି ଭିତରେ ମୁଣ୍ଡଟେକି ସଗର୍ବେ ଉଡୁଛି ସ୍ୱାଧୀନ ଭାରତର ଜାତୀୟ ପତାକା। ବାଃ, ଏ ଦୃଶ୍ୟ ଦେଖି ଆଜି କୋଟି କୋଟି ଭାରତୀୟଙ୍କ ହୃଦୟରେ ଜାତ ହୋଇଛି ପ୍ରଗାଢ ଦେଶପ୍ରେମ। ଦେଶପ୍ରେମର ପ୍ରମାଣ ଦେଉଛି ଏହି ଫଟୋ ।ସେହିଭଳି ସେହିଭଳିଭାବେ ୧୨୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଠାରେ ଏହି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଛନ୍ତି ଛାତ୍ରଛାତ୍ରୀ। […]
ଚୌଦ୍ବାର,୨୮/୧(ଏସଏସନିୟୁଜ)ବୁଧବାର ଦିନ ଅଶାନ୍ତି ବେହେରା ଙ୍କୁ ଚୌଦ୍ୱାର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ. । ପୂର୍ବରୁ ଅଶାନ୍ତି ବେହେରା ସପରିବାରେ ଦୁଇପିଲାଙ୍କ ସହ ମୁଣ୍ଡମାଳ ଗ୍ରାମ ଅଞ୍ଚଳ ଲିବ୍ରା କାରପେଟ କମ୍ପାନୀ ପଛ ପଟେ ଏକ ଘର କରି ରହୁ ଥିଲେ. । ଗିରଫ ପରେ ଭୟ ରେ ଦୁଇ ଅସହାୟ ଶିଶୁ ଭୟବିତ ହୋଇ କେଉଁ ଆଡେ ଲୁଚି ଯାଇଥିଲେ । ଏହି ଖବର ପାଇ ଦୁଇ ଶିଶୁଙ୍କ ସୁରକ୍ଷା ଦୃଷ୍ଟି […]
୧-ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ । ୨-ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ।ଖୁବ୍ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ‘ପରୀକ୍ଷା ଦର୍ପଣ’ । ୩-ତାଣ୍ଡବ’ର ନିର୍ମାତା ଓ କଳାକାରଙ୍କୁ ଆଶ୍ଵସ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ- ଅସୀମିତ ନୁହେଁ ଅଭିବ୍ୟକ୍ତିର ସ୍ଵାଧୀନତା । ୪-ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା: ରାକେଶ ଟିକାୟତ ଓ ଦର୍ଶନ […]
ଭୁବନେଶ୍ୱର,୨୭/୧( ଏସ ଏସ ନିୟୁଜ)ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଦ କରିଥିବା ବେଳେ ଅଫିସ ସହ ୩ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ;।ଯନ୍ତ୍ରୀଙ୍କ ଖଣ୍ଡଗିରିସ୍ଥିତ ହାଉସିଂବୋର୍ଡ କଲୋନୀ ଘରେ ଓ କାକଟପୁର ନିକଟ ଶ୍ରୀଚନ୍ଦନପୁର ଗାଁର ପୈତୃକ ଘରେ ରେଡ୍ କରାଯାଇଥିବାର ଜଣାପଡିଛି।
ନୂଆଦିଲ୍ଲୀ ୨୭/୦୧(ସତ୍ୟସନ୍ଧାନ ଡେସ୍କ) ହିଂସା ପରେ ଆକ୍ସନ । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ବେଳେ ହିଂସା ଘଟଣା । ରାଷ୍ଟ୍ରୀୟ ରାଜଧାନୀରେ ଏପରି କାରନାମା ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ହିଂସାକାଣ୍ଡରେ ବର୍ତ୍ତିମାନ ପର୍ୟ୍ୟନ୍ତ ୧୫ଟି ଏତଲା ରୁଜୁ କରାଯାଇଛି । ସମୟ ଗଡିବା ସହିତ ଅଭିଯୋଗ ଆସିଲେ, ଆହୁରି ଏତଲା ରୁଜୁ ହେବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୧୫ […]
ଭୁବନେଶ୍ୱର ୨୭/୧(ଏସଏସନିୟୁଜ) ଆଜିଠାରୁ ପୁଣି ଟିକାକରଣ ପକ୍ରିୟା ଆରମ୍ଭ ହେବ। ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ଫେବୃଆରୀ ୧୦ ସୁଦ୍ଧା ଟିକାକରଣ ପକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ଡ଼କ୍ଟର ବିଜୟ କୁମାର ପାଣିଗ୍ରାହୀ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋପ୍ଲାନ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ରେଜିଷ୍ଟ୍ରେସନ ଆସନ୍ତା ଜାନୁଆରୀ ୩୧ ତାରିଖ […]
ଭୁବନେଶ୍ୱର,୨୭/୧(ଏସ୍ଏସ୍ନିୟୁଜ) ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ମିଡିଆ ୱେଲ୍ଫେୟାର ଆସୋସିଏସନ (ଓଏମଏ) ପକ୍ଷରୁ ଏକ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର ଜାରି କରାଯାଇଛି । ରଘୁନାଥପୁରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭାପତି ଲିଙ୍ଗରାଜରାଉତ ଏହାକୁ ଆନୁଷ୍ଠାନିକଭାବେ ଉନ୍ମୋଚନ କରିଛନ୍ତି ।ଏହାଦ୍ୱାରା ରାଜ୍ୟରେ ଥିବା ସାମ୍ବାଦିକମାନେ ଖବରସଂଗ୍ରହ ଓ ପରିବେଷଣପରେ ଉପୁଜୁଥିବା ସମସ୍ୟା ସହ ପାରିବାରିକ ସମସ୍ୟା ଉପରେ ହ୍ୱାଟ୍ସଅର୍ପ ନମ୍ବର ମାଧ୍ୟମରେ ଅବଗତ କରାଇପାରିବା ସହ ଆସୋସିଏସନର ସହାୟତା ନେଇପାରିବେ । ଏହି ହ୍ୱାଟ୍ସଅର୍ପ ନମ୍ବର (ମୋ-୯୯୩୭୦୨୮୮୭୭)ଟି […]