ବସ୍ ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ,୨୯/୧(ଏସଏସନିୟୁଜ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନମ୍ବର ଜାତୀୟ ରାଜପଥ ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସ୍‌ଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Comments (0)
Add Comment