ଓଡ଼ିଶାଜିଲ୍ଲାମହାନଗର ବସ୍ ଦୁର୍ଘଟଣାଗ୍ରସ୍ତ By SATYA SANDHANA DESK On Jan 29, 2021 0 281 Share ବୌଦ୍ଧ,୨୯/୧(ଏସଏସନିୟୁଜ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନମ୍ବର ଜାତୀୟ ରାଜପଥ ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସ୍ଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। 0 281 Share FacebookTwitterGoogle+ReddItWhatsAppPinterestEmail