Browsing category

ଓଡ଼ିଶା

ଧାରା ୩୭୦

୧-ମର୍ମନ୍ତୁଦ ସଡ଼କ ଦୁର୍ଘଟଣା – ଓଲଟିଲା ପିକ୍‌ଅପ୍ ଭ୍ୟାନ: ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି, ୧୩ ଗୁରୁତର ଆହତ ।ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ ଜାତୀୟ ରାଜପତ ୩୨୬ର କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି। ୨-ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩-‘ମୋ ସ୍କୁଲ’ […]

ସଂକ୍ଷେପରେ ଖବର – କାର୍ ସାଇଡ୍ ମରାକୁ ନେଇ ସାଘାଂତିକକାଣ୍ଡ

ଚନ୍ଦ୍ରଶେଖରପୁର ତନିଷ୍କ ସୋରୁମ ଆଗରେ କାର ସାଇଡ୍ ମରାକୁ ନେଇ ତୁମୁଳକାଣ୍ଡ । ସ୍କୁଟି ଚାଳକକଙ୍କୁ କାରରେ ବସିଥିବା ଯୁବକ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ଘଟଣାସ୍ଥଳରେ ପୋଲିସ । ପିଲାଙ୍କୁ ମିଳିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ଼ ! କୋମଳମତି ପିଲାଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ୍ କିଟ୍। ଏହି କିଟ୍‌ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ […]

ଡକାୟତ ଗ୍ୟାଙ୍ଗକୁ ଧରିଲା ଜଟଣୀ ପୋଲିସ

ଜଟଣୀ, ୩୦/୧(ଏସ୍‌ଏସ୍‌ନିୟୁଜ)ଜଟଣୀ ଥାନାପୋଲିସ ଏକ ଡକାୟତିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛିା ଡକାୟତି କରିବାକୁ ଯୋଜନା କରିଥିବାବେଳେ କୈାଣସି ସୁତ୍ରରୁ ଖବରପାଇ ପୋଲିସ ଚଢାଉକରି ଆଇଆଇଟି ତରବୋଇରାସ୍ତାରୁ ଗିରଫ କରିଥିଲେ ।ସେମାନେହେଲେ ଏହିଥାନା ଅଂଚଳର ଏସକେ ଆଜିମ୍‌,ରେହେମାତ ସରିଫ,ରଘୁନାଥଦାସ,ଋଞନବାରିକ ।ସେମାନଙ୍କଠାରୁ ପୋଲିସ ଲୁହାରଡ,ଭୁଜାଲି,ଖଣ୍ଡା କୁ ଜବତକରି ୬୭/୨୧କେଶନଂରେ ଏକ ମକଦ୍ଦମା ରୁଜୁକରି କୋର୍ଟଚାଳଣ କରିଛି ।ସେହିଭଳିଭାବେ ଅନ୍ୟ ଏକ ଘଟଣାରେ ବାଇକଚୋରୀ ଗ୍ୟାଙ୍ଗକୁ ମଧ୍ୟ ଧରିଛି ।ସେମାନଙ୍କଠାରୁ ୧୦ଟି ଚୋରା ବାଇକ ଜବତ କରିଛି । ସେମାନେହେଲେ ତିରୁମଲର […]

ରାତି୭ଟାର ଜିଲ୍ଲା ହାଲଚାଲ ସଂକ୍ଷେପରେ,ତାରିଖ : ୨୯-୦୧-୨୦୨୧

ଭୁବନେଶ୍ବର-ଓଡିଶାରୁ ମଧ୍ୟପ୍ରଦେଶକୁ ଫେରିଯିବା ବାଘୁଣୀ ସୁନ୍ଦରୀ ,ଏନେଇ ମଧ୍ୟପ୍ରଦେଶ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକୀୟା ସୂଚନାଦେଲେପି PCCF !! ଯାଜପୁର : ୬ମାସ ହେଲା ଯାଜପୁରର କୁନି ଝିଅ ପିହୁର ମିଳୁନି ପତ୍ତା । ପୁଲିସଠୁ ନିରାଶ ହେବା ପରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ବାସଭବନ ଆଗରେ ପରିବାର ଲୋକଙ୍କ ଧାରଣା !! ମାଲକାନଗିରି : ବହୁ ଚର୍ଚ୍ଚିତ ମାଲକାନାଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ରହସ୍ୟ ଖୋଜିବାକୁ ତଦନ୍ତ କରିବ କ୍ରାଇମବ୍ରାଂଚ..! […]

ସଂସଦରେ ପ୍ରଶ୍ନ ପଚାରିବେ ଅପରାଜିତା

ଭୁବନେଶ୍ୱର,୩୦/୧(ଏସଏସନିୟୁଜ) ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ୨୦୨୧ ଜାନୁଆରୀ ୮ତାରିଖରେ ଆରକ୍ଷୀ ମହାନିର୍ଦେଶକଙ୍କୁ ଓଡ଼ିଶାରେ ରାଜନୈତିକ ହତ୍ୟା ବିଷୟରେ ଆଲୋଚନା କରିଥିଲେ | ପୋଲିସ ମହାନିର୍ଦେଶକ ଏହି ସମ୍ବନ୍ଧୀୟ ଏକ ରିପୋର୍ଟ ସାତ ଦିନ ଭିତରେ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ସାତଦିନ ସମାପ୍ତ ହୋଇଥିଲେ ମଧ୍ୟ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ |ସଦ୍ୟ ପ୍ରକାଶିତ India Justice Report 2020 ଅନୁଯାୟୀ 18 ଟି ରାଜ୍ୟ ମଧ୍ୟରେ ଓଡିଶା […]

୧୫ରୁ କୋର୍ଟରେ ଉପସ୍ଥିତ ହୋଇ ଓକିଲ କରିପାରିବେ କୋର୍ଟ କାମ

  କଟକ,୩୦/୧(ଏସଏସନିୟୁଜ)ଫେବୃଆରୀ ୧୫ରୁ କୋର୍ଟରେ ଉପସ୍ଥିତ ହୋଇ ଓକିଲ କରିପାରିବେ କୋର୍ଟ କାମ । ନିର୍ଦ୍ଧାରିତ ହେବାକୁ ଥିବା SOP ମାନି କୋର୍ଟ କାମ କରିବେ ଆଇନଜୀବୀ । ଭର୍ଚୁଆଲରେ ନା କୋର୍ଟରେ ଲଢ଼ିବେ ପୂର୍ବଦିନରୁ ଜଣାଇବେ ଓକିଲ । ସବୁ ନିମ୍ନ ଅଦାଲତ ଓ ଟ୍ରିବୁନାଲରେ ବି ଲାଗୁ ହେବ ଏହି ନିର୍ଦେଶ ବୋଲି ଜଣାପଡିଛି ।

ବଡ଼ମ୍ବା କଲେଜରେ ଅସଦାଚରଣର ଅଭିଯୋଗ

ବଡ଼ମ୍ବା,୩୦/୧(ଏସଏସନିୟୁଜ) ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ସେହି କଲେଜ ର ଜଣେ ଅଧ୍ୟାପିକା । ସେ ବଡ଼ମ୍ବା କଲେଜର ଅଧକ୍ଷ ଙ୍କ ବିରୁଦ୍ଧରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯେଉଁଥିପାଇଁ ପାଇଁ ଆଜି ବଡ଼ମ୍ବା ପୋଲିସ ପକ୍ଷରୁ ଅଧକ୍ଷ ଓ ଅଧ୍ୟାପିକା ଙ୍କୁ ପଚରାଉଚରା କରାଯାଇଥିଲା । ଯାହାକୁ ନେଇ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ଶିକ୍ଷାନୁଷ୍ଠାନ ଭଳି ଗୋଟିଏ ପବିତ୍ର କ୍ଷେତ୍ରରେ […]

ଦେବାଦେବୀଙ୍କ ପ୍ରତିମା ଚୋରୀ ର‌୍ୟାକେଟକୁ ଧରିଲା ବାଣପୁର ପୋଲିସ

ବାଣପୁର,୩୦/୧(ଏସ୍‌ଏସ୍‌ନିୟୁଜ)ମନ୍ଦିରରୁ ବିଭିର୍ଣ ଦେବାଦେବୀଙ୍କ ପ୍ରତିମା ଚୋରୀକରୁଥିବା ର‌୍ୟାକେଟକୁ ବାଣପୁର ଥାନାପୋଲିସ ଧରିବାରେ ସକ୍ଷମ ହୋଇଛି । ଗତ ଡିସେମ୍ବରମାସରେ ବାଣପୁର ଥାନା ଅଧିନସ୍ଥ ଦକ୍ଷପ୍ରଜାପତି ମନ୍ଦିରରୁ ୨୨ଟି ମୁର୍ତିୀ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା ।ଏହି ମୁର୍ତୀଚୋରୀ ର‌୍ୟାକେଟକୁ ଧରିବାପାଇଁ ଥାନଅଧିକାରୀ ସଞୟକୁମାରପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ଏସ୍‌.କେ.ବେହେରା, ଏସ୍‌ଆଇ ବି.କେମଲିକ କୁ ନେଇ ଗଠିତ ଟିମ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ ।ବିଶେଷସୁତ୍ରରୁ ଖବରପାଇ ବରୁଣେଇ ମନ୍ଦିର ଅଂଚଳରୁ ରାଜସ୍ଥାନର କୈଳାସ ମିନାକୁ ଶୁକ୍ରବାର ଗିରଫ କରି […]

କରୋନା ପାଇଁ ଫେବ୍ରୁଆରୀର ଗାଇଡଲାଇନ

ଭୁବନେଶ୍ବର,୩୦/୧(ଏସଏସନିୟୁଜ)ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ ଲାଗୁ ରହିବ। ପ୍ରାଥମିକ ସ୍କୁଲ ଖୋଲିବାକୁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ। ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କ ଉପସ୍ଥିତ କୁ ଅନୁମତି ମିଳି ଥିବାର ଜଣାପଡିଛି । ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ହାତ ଧୁଆ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ସଭାସମିତି ଏବଂ ଉତ୍ସବ ପାଇଁ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନରଙ୍କ […]

ପୁଣି କଟକରୁ ନକଲି ଘିଅକାରଖାନା ଠାବ

କଟକ, ୩୦/୧ (ଏସଏସନିୟୁଜ)ପୁଣି କଟକରୁ ନକଲି ଘିଅକାରଖାନା ଠାବ କରିଛି ପୋଲିସ।ମର୍କତନଗର ସିଡିଏ ସେକ୍ଟର-୯ ଅଞ୍ଚଳରେ ଥିବା ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଛି ମର୍କତନଗର ପୋଲିସ । ପୋଲିସ କାରଖାନା ମାଲିକକୁ ଅଟକ ରଖିବା ସହ ପଚରାଉଚରା କରୁଥିବାବେଳେ କାରଖାନାରୁ ୨୭ ଟିଣ ନକଲି ଘିଅ ଜବତ କରିଥିବା ଜଣାପଡ଼ିଛି ।