ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ
ଭୁବନେଶ୍ୱର,୬ା୧(ଏସଏସନିଉଜ)ଆଉ ଦିନକେଇଟା ପରେ ହେବାକୁ ଯାଉଛି ବିଶ୍ୱକପ୍ ହକି ।ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ୍। ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି ।୨୦୧୮ରେ ଚାମ୍ପିଅନ୍ ହୋଇଥିଲା ବେଲଜିୟମ୍ ଟିମ ।
Browsing category
ଭୁବନେଶ୍ୱର,୬ା୧(ଏସଏସନିଉଜ)ଆଉ ଦିନକେଇଟା ପରେ ହେବାକୁ ଯାଉଛି ବିଶ୍ୱକପ୍ ହକି ।ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ୍। ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି ।୨୦୧୮ରେ ଚାମ୍ପିଅନ୍ ହୋଇଥିଲା ବେଲଜିୟମ୍ ଟିମ ।
ଭୁବନେଶ୍ୱର,୫ା୧(ଏସଏସନିଉଜ)ମାଗଣା ଚାଉଳନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଜାତୀୟଖାଦ୍ୟ ସୁରକ୍ଷାଯୋଜନାରେ ୯୦ରୁ ୯୫% କେନ୍ଦ୍ର ସରକାର ଦେଉଥିଲୋବିତରଣ ରାଜ୍ୟ କରୁଥିଲା । ଏହାଦ୍ୱାରା ଓଡ଼ିଶାର ୩.୨୫କୋଟି ଲୋକ ସୁବିଧା ପାଉଥିଲୋକେନ୍ଦ୍ର ୧.୮୭ ଲକ୍ଷ ଟନ ଚାଉଳ ଦେଉଥିବାବେଳେ କେଜିପିଛା ୩୭.୮୮ ଟଙ୍କା ଖର୍ଚ୍ଚ ହେଉଛିାଚାଉଳପାଇଁ ମାସିକ ୭ଶହ କୋଟି ଓ ବର୍ଷକୁ ୮୪୦୦ କୋଟି ଖର୍ଚ୍ଚ କରୁଛି କେନ୍ଦ୍ରାମୋଦି ଦେଉଥିବା ଚାଉଳକୁ ସଠିକ ହିତାଧିକାରୀକୁ ଦିଅନ୍ତୁ ରାଜ୍ୟ ସରକାର ବୋଲି ଧର୍ମେନ୍ଦ୍ର୍ର କହିଛନ୍ତି […]
ଭୁବନେଶ୍ୱର,୫ା୧(ଏସଏସନିଉଜ)୨୦୨୪ଜାନୁଆରୀ ୧ସୁଦ୍ଧା ସରିବ ରାମମନ୍ଦିର କାମ। ତ୍ରିପୁରାରେ ତ୍ରିପୁରାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତଶାହା ଦେଇଛନ୍ତି ଏଭଳିମନ୍ତବ୍ୟ। ଏହାସହ ରାମମନ୍ଦିର ନିର୍ମାଣନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହା। ରାମମନ୍ଦିର ନିର୍ମାଣରେ କଂଗ୍ରେସ ପ୍ରତିବନ୍ଧକ ସାଜୁଥିଲା ବୋଲି କହିଛନ୍ତିା ମର୍ୟ୍ୟାଦାପୁରୁଷ ପ୍ରଭୁଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଉତ୍ତପ୍ରଦେଶରେ ନିର୍ମାଣ ହେଉଛି ଏକ ବୃହତ ମନ୍ଦିର ।
ଭୁବନେଶ୍ୱର,୫।୧(ଏସଏସ ନିଉଜ)ବିଶ୍ୱର ସର୍ବବୃହତ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକିଟିମ୍ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ ଏକକୋଟି ଟଙ୍କାର ପୁରସ୍କାର ରାଶି ମିଳିବ।ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି ।
ଭୁବନେଶ୍ୱର,୫ା୧(ଏସଏସନିଉଜ)ଆଜିଠୁ ଓଡ଼ିଶାରେ ଚାଲିବ5G ନେଟୱର୍କ ।ଭୁବନେଶ୍ୱରରୁ ଲଞ୍ଚ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା୧ମପର୍ଯ୍ୟୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେବ ୫ଏ ସେବା । ରିଲାଏନ୍ସ ଓ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ।
ଭୁବନେଶ୍ୱର,୫ା୧(ଏସଏସନିଉଜ)ଉଦଘାଟିତହେବ ବିଶ୍ବର ସବୁଠୁବଡ଼ ହକିଷ୍ଟାଡିୟମ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ । ଆଜି ରାଉରକେଲାଯାଇ ହକିଷ୍ଟାଡିୟମକୁ ଲୋକାର୍ପିତକରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ନିମିତ ଏହି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ୧୫ ମାସ ମଧ୍ୟରେ ଶେଷ ହୋଇଛି ।
ଭୁବନେଶ୍ୱର,୩ା୧(ଏସଏସନିଉଜ)ରାଜ୍ୟ ଖାଦ୍ୟସୁରକ୍ଷାଯୋଜନାରେ ଆଉବର୍ଷେ ଚାଉଳ ମାଗଣାରେ ମିଳିବ ।୨୦୨୩ଜାନୁଆରୀରୁ ଡିସେମ୍ବରପର୍ଯ୍ୟନ୍ତ ମାଗଣା ଚାଉଳ ମିଳିବ ।ବର୍ଷେ ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତିାମାସିକ ମୁଣ୍ଡପିଛା ମିଳିବ ୫କେଜି ଚାଉଳ ଓ ଏଥିପାଇଁ ଖର୍ଚ୍ଚ ହେବ ୧୮୫ କୋଟିା
ଭୁବନେଶ୍ୱର,୩।୧(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ପରିଷଦସଭ୍ୟଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ କରିଛି ଅବକାରୀ ବିଭାଗ।ଏହି ଘଟଣାରେ ଭୁବନ ୩ନମ୍ବରଜୋନ୍ର ଜିଲ୍ଲାପରିଷଦସଭ୍ୟ ସୁବାସ ମାଝୀଙ୍କୁ ଗିରଫ କରିଛି ଅବକାରୀ ସ୍କ୍ବାଡ୍ ।ଏହିଘଟଣାରେ ଆହୁରି ଦୁଇ ଜଣ ମଧ୍ୟ ଗିରଫ ହୋଇଛନ୍ତି।ସେମାନେ ହେଲେ ଯାଜପୁରର ଜଖପୁରାଥାନା କନଷ୍ଟେବଳ ସୁଶାନ୍ତ ଦଳେଇ ଓ ବନମୃଦଙ୍କା ଗାଁର ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ଅବକାରୀ ସ୍କ୍ବାଡ୍। କନଷ୍ଟେବଲ୍ଙ୍କ ଠାରୁ ୨ଟି ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି।ଗତକାଲି ରାତିରେ ବିଶେଷସୁତ୍ରରୁ ଖବରପାଇ ଢେଙ୍କାନାଳ ଅବକାରୀବିଭାଗ […]
ଭୁବନେଶ୍ୱର,୩।୧(ଏସଏସନିଉଜ) ବାଲେଶ୍ୱରFM ମେଡିକାଲରେ ଚିକିସ୍ଧିନ ଥିବା ବାଲେଶ୍ୱରସାଂସଦ ପ୍ରତାପଷଡ଼ଙ୍ଗୀ ସାମାନ୍ୟ ସୁସ୍ଥ ହେବାପରେ ତାଙ୍କୁ ଡିସ୍ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି। ନିମୋନିଆରେ ପୀଡ଼ିତ ହେବାପରେ ଗତକାଲିFM ମେଡିକାଲ୍ ICU ରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭର୍ତ୍ତି କରାଯାଇଥିଲା।୩ଦିନ ପୂର୍ବେ ସାଂସଦଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ତେବେ ଗତକାଲି ତାଙ୍କଛାତିରେ ଯନ୍ତ୍ରଣା ହେବାସହ ଅଧିକ ଅସୁସ୍ଥଲାଗିବାରୁ ସନ୍ଧ୍ୟା ୬ଟାରେ ICUରେ ଭର୍ତ୍ତି କରାଯାଇଥିଲା।
ଭୁବନେଶ୍ୱର,୩।୧(ଏସଏସନିଉଜ)ଆଜି ବିଜେପି ପକ୍ଷରୁ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି ।ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଅଖଚକ ସୁବ ବନ୍ଦ କରାଯାଇଛି ।ମୁଖ୍ୟ ଉନ୍ନୟନଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ବନ୍ଦ ପାଳନ କରୁଛି ଭାରତୀୟ ଜନତା ପାର୍ଟି ବନ୍ଦଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।ଗଡ଼ୁନି ଗାଡ଼ି, ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।