ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା
ଭୁବନେଶ୍ବର, ୨୬ା୧୨(ଏସଏସନିଉଜ) ଶ୍ରୀକ୍ଷେତ୍ର ପୁରୀରେ ବିଜେଡି ତାର ୨୬ତମ ପ୍ରତିଷ୍ଠା ଦିବସକୁ ମହାସମାରୋହର ସହ ପାଳିଛି । ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା । ୨୬ ବର୍ଷରେ ଦଳ ପାଦ ଦେବା ଅବସରରେ ୨୪ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକାନୂଆବର୍ଷର ଶୁଭକାମନା ଜଣାଇ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ ।ସେକହିଛନ୍ତି ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ। ମା’ମାନେ ଆସନ୍ତୁ ଓ […]