ରାତିପାହିଲେ ବିଶ୍ୱକପ୍ ଉଦଘାଟନୀ
ଭୁବନେଶ୍ୱର,୧୦।୧(ଏସଏସ ନିଉଜ)ରାତିପାହିଲେ ବିଶ୍ୱକପ୍ ଉଦଘାଟନୀ ହେବ।ଦୁଲୁକିବ ବାରବାଟୀ ଷ୍ଟାଡିୟମ। ଜଲୱା ଦେଖାଇବେ ବଲିଉଡ ଷ୍ଟାର ରଣବୀର ସିଂ ଓ ଦିଶା ପଟାନୀ।ଏଥିପାଇଁ କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ।ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ।-ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି। ହକିବିଶ୍ୱକପ ପାଇଁ ରାଉର କେଲା ଓ ଭୁବନେଶ୍ୱର ରେ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା ହୋଇଛି […]