Browsing category

ରାଜନୀତି

ଜାରି ରହିବ ଓକିଲ ଆନ୍ଦୋଳନ

ଭୁବନେଶ୍ୱର,୧୩/୧୨(ଏସଏସ ନିଉଜ) ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନଜାରି ରହିବାନେଇ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବଇଦାରଙ୍କ ସୂଚନା ଦେଇଛନ୍ତି। ଲୋକଙ୍କ ସମର୍ଥନ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

ଇଞ୍ଚେ ବି କେହି ନେଇପାରିବେନି

ଭୁବନେଶ୍ୱର,୧୩/୧୨(ଏସ ଏସ ନିଉଜ)ଚୀନ ସେନାଙ୍କ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ସଂସଦ ବାହାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା ।କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲା। ମୋଦି ସରକାରରେ କେହି ଗୋଟିଏ ଇଞ୍ଚ ବି ନେଇପାରିବେ ନାହିଁ ବୋଲି କହିଛନ୍ତି।

ଶପଥ ନେଲେ ବର୍ଷା

ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା।ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ଆରୁଖ।ଗତ ୮ରେ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ବର୍ଷା।

ଶପଥ ନେଲେ ଭୂପେନ୍ଦ୍ର ପଟେଲ !

ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)୨ୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥନେଲେ ଭୂପେନ୍ଦ୍ର ପଟେଲ। ଗୁଜରାଟରେ ବିଜେପିର ରେକର୍ଡ ବିଜୟ ପରେ ଶପଥ ନେଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ ।

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ,୮/୧୨(ଏସଏସନିଉଜ)ଗଣ୍ଡରପୁର ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ଥିଲା ପଞ୍ଚମ ଦିବସ।ଆଜି ଗ୍ରାମାଞ୍ଚଳରୁ ୨ଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ହୋଇଥିଲା।ସହରାରାଞ୍ଚଳ ବର୍ଗର ବରଗଡ ୟୁନାଇଟେଡ ସହ କେମରୁନ ଇଲେଭେନ ମଧ୍ୟରେ ଖେଳ ହୋଇଥିଲା।ଏଥରେ ଉଭୟ ଦଳ ପ୍ରଥମ ଓ ଦ୍ବିତୀୟାର୍ଦରେ ଗୋଟିଏ ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ୍ ଡ୍ର ହେବାରୁ ଟ୍ରାଇବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା।ଏଥିରେ ବରଗଡ ୟୁନାଇଟେଡ ୫-୪ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ସେହିପରି […]

ନନ୍ଦନକାନନରେ ଜଙ୍ଗଲମନ୍ତ୍ରୀ

ବାରଙ୍ଗ,୬/୧୨(ଏସଏସନିଉଜ) ମଙ୍ଗଳବାରଦିନ ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜଙ୍ଗଲମନ୍ତ୍ରୀ ପ୍ରଦୀପକୁମାରଅମାତ୍ ପରିଭ୍ରମଣରେ ଆସିଥିଲେ ।ପାଖାପାଖି୧୨ଟାରେ ମନ୍ତ୍ରୀ ନନ୍ଦନକାନନରେ ପହଁଚି ଅପରାହ୍ନ୪ଟାରେ ଫେରିଥିଲେ ।ନନ୍ଦନକାନନରେ ପହଁଚିବାପରେ ଗେଷ୍ଟହାଉସରେ ମଧ୍ୟାନ୍ନଭୋଜନ ସହ ଅଧିକାରିମାନଙ୍କ ସହ ନନ୍ଦନକାନନର ବିକାସ ଓ ହେଉଥିବାଉନ୍ନୟନମୁଳକକାର୍ଯ୍ୟ ଉପରେ ଆଲୋଚନା ସାରି ବଟାନିକାର୍ଲଗାର୍ଡେନର କିଆଖଣିହ୍ରଦର ପୁନଃଉଦ୍ଧାର କାର୍ଯ୍ୟକୁ ଯାଇ ଦୀର୍ଘ ସମୟ ସେଠାରେ ରହି ତର୍ଜମା କରିଥିଲେ ।ଏହାପରେ ବଟାନିକାର୍ଲଗାର୍ଡେନକୁ ସଂଯୋଗକରୁଥିବା ହେଉଥିବା ରାସ୍ତାକାମକୁ ମଧ୍ୟ ଦେଖିଥିଲେ ।ଏହାପରେ ନନ୍ଦନକକାନନକୁ ଆସି ପ୍ରଥମେ ବିହଙ୍ଗସରଣୀକୁ ଯାଇଥିଲେ। ସେଠାରୁ ଆସି ,କୋକିଶିଆଳି […]

ସରିଲା ପ୍ରଚାର,କାଲି ଭୋଟ୍

ଭୁବନେଶ୍ୱର,୪/୧୨(ଏସ ଏସ ନିଉଜ)ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ବାହାରୁ ଆସିଥିବା ନେତା ମାନେ ଏଠାରୁ ଘରବହୁଡା କରୁଥିବାବେଳେ ସ୍ଥାନୀୟ ଅଞ୍ଚଳର ନେତାମାନେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସମସ୍ତ କୌଶଳ ରାତିଅଧିଆ ଆପଣାଇବେ ।ରାତି ଅଧିଆ ଟଙ୍କା ବାଣ୍ଟିବାର ସମ୍ଭାବନା ଥିବାରୁ ପୋଲିସ ଏହାକୁ ନଜରରେ ରଖିଛି।ପଦ୍ମପୁରରେ କଡ଼ାକଡ଼ି ଚେକିଂ ଆରମ୍ଭ ହୋଇଯାଇଛି।ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୪ଟାରେ ସରିବ ।ନିର୍ବାଚନ ମଣ୍ଡଳୀରେ ମୋଟ ୩୧୯ଟି […]

ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ

ଭୁବନେଶ୍ୱର,୧/୧୨(ଏସଏସନିଉଜ)ଜି-୨୦ ଅଧ୍ୟକ୍ଷ ପଦ ସମ୍ଭାଳିବ ଭାରତା ଆଜି ଜି-୨୦ ଅଧ୍ୟକ୍ଷତା ପଦଭାର ଗ୍ରହଣ କରିବ ଭାରତ।ଏଥିପାଇଁ ଦେଶର ଶହେ ଐତିହାସିକ ସ୍ମାରକୀସ୍ଥଳୀରେ ଝଲସିବ ଜି-୨୦ ଲୋଗୋ । ରଙ୍ଗୀନ ଆଲୋକରେ ଆଲୋକିତ ହେବ ଦେଶର ୧୦୦ଟି ସ୍ମାରକୀସ୍ଥଳ। ୨୦୨୩ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଏବେଠୁ ପ୍ରସ୍ତୁତି ଆରମ୍ଭହୋଇଛି। ସାରା ବିଶ୍ବରେ ଗୁଞ୍ଜରିତ ହେବ ଭାରତର ବାର୍ତ୍ତା ।

ଆଜି ପ୍ରଥମପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୧/୧୨(ଏସଏସନିଉଜ) ଗୁଜୁରାଟ ବିଧାନସଭାର ଆଜି ପ୍ରଥମପର୍ଯ୍ୟାୟ ମତଦାନ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ […]

ସକାଳେ ଆୟକର ବିଭାଗ ଓ ସନ୍ଧ୍ୟାରେ ଜିଏସଟି ରେଡ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ‌ଆଜି ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ କରିଛି। ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରିଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ସଶସ୍ତ୍ର ଉଜଚୠ ଉପସ୍ଥିତିରେ ଚଢ଼ାଉ କରିଛି କେନ୍ଦ୍ରୀୟ ଟିମ୍ । ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍ ।ପଦ୍ମପୁରରେ ଥିବା […]