Browsing category

ରାଜନୀତି

ସରିଲା ପ୍ରଚାର,କାଲି ଭୋଟ୍

ଭୁବନେଶ୍ୱର,୪/୧୨(ଏସ ଏସ ନିଉଜ)ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ବାହାରୁ ଆସିଥିବା ନେତା ମାନେ ଏଠାରୁ ଘରବହୁଡା କରୁଥିବାବେଳେ ସ୍ଥାନୀୟ ଅଞ୍ଚଳର ନେତାମାନେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସମସ୍ତ କୌଶଳ ରାତିଅଧିଆ ଆପଣାଇବେ ।ରାତି ଅଧିଆ ଟଙ୍କା ବାଣ୍ଟିବାର ସମ୍ଭାବନା ଥିବାରୁ ପୋଲିସ ଏହାକୁ ନଜରରେ ରଖିଛି।ପଦ୍ମପୁରରେ କଡ଼ାକଡ଼ି ଚେକିଂ ଆରମ୍ଭ ହୋଇଯାଇଛି।ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୪ଟାରେ ସରିବ ।ନିର୍ବାଚନ ମଣ୍ଡଳୀରେ ମୋଟ ୩୧୯ଟି […]

ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ

ଭୁବନେଶ୍ୱର,୧/୧୨(ଏସଏସନିଉଜ)ଜି-୨୦ ଅଧ୍ୟକ୍ଷ ପଦ ସମ୍ଭାଳିବ ଭାରତା ଆଜି ଜି-୨୦ ଅଧ୍ୟକ୍ଷତା ପଦଭାର ଗ୍ରହଣ କରିବ ଭାରତ।ଏଥିପାଇଁ ଦେଶର ଶହେ ଐତିହାସିକ ସ୍ମାରକୀସ୍ଥଳୀରେ ଝଲସିବ ଜି-୨୦ ଲୋଗୋ । ରଙ୍ଗୀନ ଆଲୋକରେ ଆଲୋକିତ ହେବ ଦେଶର ୧୦୦ଟି ସ୍ମାରକୀସ୍ଥଳ। ୨୦୨୩ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଏବେଠୁ ପ୍ରସ୍ତୁତି ଆରମ୍ଭହୋଇଛି। ସାରା ବିଶ୍ବରେ ଗୁଞ୍ଜରିତ ହେବ ଭାରତର ବାର୍ତ୍ତା ।

ଆଜି ପ୍ରଥମପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୧/୧୨(ଏସଏସନିଉଜ) ଗୁଜୁରାଟ ବିଧାନସଭାର ଆଜି ପ୍ରଥମପର୍ଯ୍ୟାୟ ମତଦାନ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ […]

ସକାଳେ ଆୟକର ବିଭାଗ ଓ ସନ୍ଧ୍ୟାରେ ଜିଏସଟି ରେଡ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ‌ଆଜି ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ କରିଛି। ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରିଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ସଶସ୍ତ୍ର ଉଜଚୠ ଉପସ୍ଥିତିରେ ଚଢ଼ାଉ କରିଛି କେନ୍ଦ୍ରୀୟ ଟିମ୍ । ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍ ।ପଦ୍ମପୁରରେ ଥିବା […]

ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଗାଡ଼ି ଯାଞ୍ଚ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ) ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଛି ପୋଲିସା ପଦ୍ମପୁର ପ୍ରଚାରପାଇଁ ଗଲାବେଳେ ରାସ୍ତାରେଅଟକାଇଥିଲା ପୋଲିସ । ଗାଡ଼ିଯାଞ୍ଚକୁ ସହଯୋଗ କରିବାସହ ପୋଲିସକୁ ପ୍ରଶ୍ନ କଲେ ପ୍ରତାପ । ଏତେଗାଡ଼ି ଯାଞ୍ଚ ହେଉଥିବାସତ୍ତ୍ୱେ ଟଙ୍କା କିଭଳି ଯାଉଛି ବୋଲି ପଚାରିଥିଲେ ।

ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା

ଭୁବନେଶ୍ୱର,୨୫/୧୧(ଏସଏସନିଉଜ)ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା । ଶୀତ ସହାୟତା ବାବଦ ୩ ଶହ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭତ୍ତା ପାଉଥିବା ୪୮ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସହାୟତା । ଶୀତ ସହାୟତା ପାଇଁ ରାଜ୍ୟ ସରକାର ମଂଜୁର କଲେ ୧୪୬ କୋଟି ଟଙ୍କା । ପ୍ରତି ଦୁଇ ବର୍ଷରେ ଥରେ ହିତାଧିକାରୀଙ୍କୁ ମିଳିଥାଏ ଶୀତ ସହାୟତା.ା

ପ୍ରଥମ ଟିକେଟ୍ କିଣିଲେ ନବୀନ !

ଭୁବନେଶ୍ୱର, ୨୩/୧୧(ଏସଏସନିଉଜ) ୨୦୨୩ ଜାନୁଆରୀରୁ କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱକପ୍ ହକି। ହକି ଇଣ୍ଡିଆ ସଭାପତି ଦିଲ୍ଲୀପତିର୍କୀଙ୍କଠାରୁ ପ୍ରଥମ ଟିକେଟକୁ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ୱକପର ପ୍ରଥମ ଟିକେଟ କିଣିଲେ ୫୦୦ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପରଲୋକରେ କଟକର ପୂର୍ବତନ ଡେପୁଟିମେୟର

କଟକ,୨୩/୧୧(ଏସଏସ ନିଉଜ)କଟକ ମହାନଗରନିଗମର ପୂର୍ବତନ ଡେପୁଟିମେୟର ତଥା ଶଙ୍କରପୁର ବାଦାମବାଡ଼ି ପୂଜାକମିଟିର କାର୍ଯ୍ୟକାରୀସଭାପତି ତଥା କଟକ ଘରୋଇବସ୍ ମାଲିକସଂଘର ସମ୍ପାଦକ ଅଜୟ କୁମାରବାରିକଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୭ବର୍ଷ ହୋଇଥିଲା । ଶଙ୍କରପୁର ବାରିକ ସାହିରବାସିନ୍ଦା ଅଜୟବାରିକ କ୍ୟାନସରରୋଗରେ ପୀଡ଼ିତଥିଲେ। ଗତକାଲି ବିଳମ୍ବିତରାତିରେ ସେ ଗୁରୁତର ଅସୁସ୍ଥ ହୋଇପଡିବାସହିତ ତାଙ୍କର ବାଦାମବାଡି ଲିଙ୍କରୋଡ୍ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।

ପରଲୋକରେ ପୂର୍ବତନମନ୍ତ୍ରୀ ଗୋଲକବିହାରୀନାଏକ

ଭୁବନେଶ୍ୱର,୨୩/୧୧(ଏସଏସନିଉଜ)ପୂର୍ବତନମନ୍ତ୍ରୀ ଗୋଲକବିହାରୀନାଏକଙ୍କ ପରଲୋକ ଘଟିଛି । ୬୫ବର୍ଷ ବୟସରେ ହାର୍ଟଆଟାକରେ ତାଙ୍କର ଦେହାନ୍ତହୋଇଥିବା ଜଣାପଡିଛି ।ଦୀର୍ଘଦିନରୁ ଗୋଲକନାଏକ କିଡନୀ ରୋଗରେ ଆକ୍ରାନ୍ତଥିଲେ । ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଖୁଣ୍ଟା ଓ ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀରୁ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିରୁ ରାଜନୈତିକକ୍ୟାରିୟର ଆରମ୍ଭକରି ବୟନଶିଳ୍ପ, ମତ୍ସ୍ୟ ଓପ୍ରାଣୀସମ୍ପଦବିଭାଗର ମନ୍ତ୍ରୀ ଥିଲେ ।ବୁଧବାରସକାଳେ ବେତନଟୀ ଫାର୍ମହାଉସ ବାସଭବନରୁ ବାରିପଦାର ଏକ ଘରୋଇ ନର୍ସିଂହୋମକୁ ବ୍ଳଡ ଡାୟଲେସିସପାଇଁ ଆସିଥିବାବେଳେ ପୂର୍ବାହ୍ନ୧୦ଟାସମୟରେ ଆଖି ବୁଜିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁପତ୍ରକର୍ମଚାରୀସଂଘ

  ଭୁବନେଶ୍ୱର,୨୨/୧୧(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନେତା। ମୁଖ୍ୟମନ୍ତ୍ରୀଙ୍କୁ ୧୨ ଦଫା ଦାବିପତ୍ର ଦିଆାଯାଇଛି । ମୁଖ୍ୟତଃ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବାଟ ଜଣାପଡିଛି।