Browsing category

ରାଜନୀତି

ସିବିଆଇ ତଦନ୍ତ ଦାବିକଲେ କଳାହାଣ୍ଡିସାଂସଦ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ) କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ।ସେକହିଛନ୍ତି ମମିତାହତ୍ୟାରେ ସଂପୃକ୍ତ ବଡ଼ବଡ଼ିଆଙ୍କ ମୁଖା ଖୋଲିବା ଭୟ ଥିଲା , ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବହୁ ଲୋକଙ୍କ ନାଁ ଆସିଥିଲା , ମୁଖା ଖୋଲିବା ଭୟରେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛିାଏହାସହ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟାରେ ସିବିଆଇ ତଦନ୍ତ ଦାବି କରଛନ୍ତି […]

ରାଉରକେଲାରେ ରନ ଫର ହକି’

ରାଉରକେଲା,୧୮/୧୨(ଏସଏସନିଉଜ) ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ରନ ଫର ହକି’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ବରିଷ୍ଠ ନାଗରିକ ୧୦ କିମି ବ୍ୟାପି ଏହି ଦୌଡ଼ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ସହରରେ ଏକ କ୍ରୀଡା ବାତାବରଣ ସୃଷ୍ଟି କରିବାକୁ ଏହି କାର‌୍ୟ୍ୟକ୍ରମ ଆୟୋଜିତ କରାଯାଇଛି ।

୧୩ରେ ରାଉରକେଲାରେ ବିଶ୍ବକପ ହକି

ଭୁବନେଶ୍ୱର,୬/୧୨(ଏସଏସନିଉଜ)ଜାନୁଆରୀ ୧୩ରେ ରାଉରକେଲାରେ ବିଶ୍ବକପ ହକିର ଉଦଘାଟନୀ ଉତ୍ସବ ହେବ। ୧୧ରେ ବାରବାଟୀ ଷ୍ଟାଡିୟମରେହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ପ୍ରତି ପଞ୍ଚାୟତରେ ହକିର ମାହୋଲ ସୃଷ୍ଟି କରିବାକୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଆକାଶରେ ଦେଖାଗଲା ଉଜ୍ଜ୍ୱଳ ଆଲୋକ

ଭୁବନେଶ୍ୱର,୧୫/୧୨(ଏସଏସନିଉଜ) ଆଜି ବାଲେଶ୍ୱରରେ ଥିବା ଅବଦୁଲ କଲାମଦ୍ୱୀପରୁ ମହାଅସ୍ତ୍ର ମିସାଇଲ ଅଗ୍ନି-୫ ପରୀକ୍ଷଣ ହୋଇଛି । ଏହାର ଏକ ଝଲକ ସାରା ଓଡ଼ିଶାରେ ଆଜି ଦୃଶ୍ୟମାନ ହୋଇଥିଲା । ଆକାଶରେ ଏକ ଆଲୋକ ପୁଞ୍ଜ ହେଲିକପ୍ଟର ଭଳି ଶବ୍ଦକରି ଆଜିସନ୍ଧ୍ୟାରେ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ।ଉକ୍ତ ଆଲୋକ ପୁଞ୍ଜର ପଛପଟୁ ବାହାରୁଥିବା ଉଜ୍ଜ୍ୱଳ ଆଲୋକ ଚାରିଆଡ଼କୁ ଆଲୋକିତ କରିଦେଇଥିଲା ।ଯାହାଫଳରେ ରାଜ୍ୟତମ।ମ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ଲୋକମାନଙ୍କ ମନରେ ନାନା […]

ଜାରି ରହିବ ଓକିଲ ଆନ୍ଦୋଳନ

ଭୁବନେଶ୍ୱର,୧୩/୧୨(ଏସଏସ ନିଉଜ) ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନଜାରି ରହିବାନେଇ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବଇଦାରଙ୍କ ସୂଚନା ଦେଇଛନ୍ତି। ଲୋକଙ୍କ ସମର୍ଥନ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

ଇଞ୍ଚେ ବି କେହି ନେଇପାରିବେନି

ଭୁବନେଶ୍ୱର,୧୩/୧୨(ଏସ ଏସ ନିଉଜ)ଚୀନ ସେନାଙ୍କ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ସଂସଦ ବାହାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା ।କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲା। ମୋଦି ସରକାରରେ କେହି ଗୋଟିଏ ଇଞ୍ଚ ବି ନେଇପାରିବେ ନାହିଁ ବୋଲି କହିଛନ୍ତି।

ଶପଥ ନେଲେ ବର୍ଷା

ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା।ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ଆରୁଖ।ଗତ ୮ରେ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ବର୍ଷା।

ଶପଥ ନେଲେ ଭୂପେନ୍ଦ୍ର ପଟେଲ !

ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)୨ୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥନେଲେ ଭୂପେନ୍ଦ୍ର ପଟେଲ। ଗୁଜରାଟରେ ବିଜେପିର ରେକର୍ଡ ବିଜୟ ପରେ ଶପଥ ନେଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ ।

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ,୮/୧୨(ଏସଏସନିଉଜ)ଗଣ୍ଡରପୁର ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ଥିଲା ପଞ୍ଚମ ଦିବସ।ଆଜି ଗ୍ରାମାଞ୍ଚଳରୁ ୨ଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ହୋଇଥିଲା।ସହରାରାଞ୍ଚଳ ବର୍ଗର ବରଗଡ ୟୁନାଇଟେଡ ସହ କେମରୁନ ଇଲେଭେନ ମଧ୍ୟରେ ଖେଳ ହୋଇଥିଲା।ଏଥରେ ଉଭୟ ଦଳ ପ୍ରଥମ ଓ ଦ୍ବିତୀୟାର୍ଦରେ ଗୋଟିଏ ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ୍ ଡ୍ର ହେବାରୁ ଟ୍ରାଇବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା।ଏଥିରେ ବରଗଡ ୟୁନାଇଟେଡ ୫-୪ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ସେହିପରି […]

ନନ୍ଦନକାନନରେ ଜଙ୍ଗଲମନ୍ତ୍ରୀ

ବାରଙ୍ଗ,୬/୧୨(ଏସଏସନିଉଜ) ମଙ୍ଗଳବାରଦିନ ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜଙ୍ଗଲମନ୍ତ୍ରୀ ପ୍ରଦୀପକୁମାରଅମାତ୍ ପରିଭ୍ରମଣରେ ଆସିଥିଲେ ।ପାଖାପାଖି୧୨ଟାରେ ମନ୍ତ୍ରୀ ନନ୍ଦନକାନନରେ ପହଁଚି ଅପରାହ୍ନ୪ଟାରେ ଫେରିଥିଲେ ।ନନ୍ଦନକାନନରେ ପହଁଚିବାପରେ ଗେଷ୍ଟହାଉସରେ ମଧ୍ୟାନ୍ନଭୋଜନ ସହ ଅଧିକାରିମାନଙ୍କ ସହ ନନ୍ଦନକାନନର ବିକାସ ଓ ହେଉଥିବାଉନ୍ନୟନମୁଳକକାର୍ଯ୍ୟ ଉପରେ ଆଲୋଚନା ସାରି ବଟାନିକାର୍ଲଗାର୍ଡେନର କିଆଖଣିହ୍ରଦର ପୁନଃଉଦ୍ଧାର କାର୍ଯ୍ୟକୁ ଯାଇ ଦୀର୍ଘ ସମୟ ସେଠାରେ ରହି ତର୍ଜମା କରିଥିଲେ ।ଏହାପରେ ବଟାନିକାର୍ଲଗାର୍ଡେନକୁ ସଂଯୋଗକରୁଥିବା ହେଉଥିବା ରାସ୍ତାକାମକୁ ମଧ୍ୟ ଦେଖିଥିଲେ ।ଏହାପରେ ନନ୍ଦନକକାନନକୁ ଆସି ପ୍ରଥମେ ବିହଙ୍ଗସରଣୀକୁ ଯାଇଥିଲେ। ସେଠାରୁ ଆସି ,କୋକିଶିଆଳି […]