ସିବିଆଇ ତଦନ୍ତ ଦାବିକଲେ କଳାହାଣ୍ଡିସାଂସଦ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ) କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ।ସେକହିଛନ୍ତି ମମିତାହତ୍ୟାରେ ସଂପୃକ୍ତ ବଡ଼ବଡ଼ିଆଙ୍କ ମୁଖା ଖୋଲିବା ଭୟ ଥିଲା , ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବହୁ ଲୋକଙ୍କ ନାଁ ଆସିଥିଲା , ମୁଖା ଖୋଲିବା ଭୟରେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛିାଏହାସହ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟାରେ ସିବିଆଇ ତଦନ୍ତ ଦାବି କରଛନ୍ତି । ସରକାରୀ ଦଳ ଲୋକ ମମିତା ଘଟଣାରେ ସମୃକ୍ତ ଥିଲୋ ତେଣୁ ସିବିଆଇ ତଦନ୍ତ ହେଲେ ସବୁ ସତ ସାମନାକୁ ଆସିବ ବୋଲି ସେ କହିଛନ୍ତି ।

Comments (0)
Add Comment