ଆକାଶରେ ଦେଖାଗଲା ଉଜ୍ଜ୍ୱଳ ଆଲୋକ

ଭୁବନେଶ୍ୱର,୧୫/୧୨(ଏସଏସନିଉଜ) ଆଜି ବାଲେଶ୍ୱରରେ ଥିବା ଅବଦୁଲ କଲାମଦ୍ୱୀପରୁ ମହାଅସ୍ତ୍ର ମିସାଇଲ ଅଗ୍ନି-୫ ପରୀକ୍ଷଣ ହୋଇଛି । ଏହାର ଏକ ଝଲକ ସାରା ଓଡ଼ିଶାରେ ଆଜି ଦୃଶ୍ୟମାନ ହୋଇଥିଲା । ଆକାଶରେ ଏକ ଆଲୋକ ପୁଞ୍ଜ ହେଲିକପ୍ଟର ଭଳି ଶବ୍ଦକରି ଆଜିସନ୍ଧ୍ୟାରେ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ।ଉକ୍ତ ଆଲୋକ ପୁଞ୍ଜର ପଛପଟୁ ବାହାରୁଥିବା ଉଜ୍ଜ୍ୱଳ ଆଲୋକ ଚାରିଆଡ଼କୁ ଆଲୋକିତ କରିଦେଇଥିଲା ।ଯାହାଫଳରେ ରାଜ୍ୟତମ।ମ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ଲୋକମାନଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହୋଇଥିଲା

Comments (0)
Add Comment