ଡ୍ରାଗନର ନୂତନ ଚାଲ
୧. ବେଳାଭୂମିରେ ବାଲୁକା କୃତି, ବଡ଼ଦିନ ସହ ସଚେତନତା ବାର୍ତ୍ତା । ୨. ସୀମା ବିବାଦ ବେଳେ ଡ୍ରାଗନର ନୂତନ ଚାଲ, ତିବ୍ବତ ପିଲାଙ୍କୁ ଦେବ ମିଲିଟାରୀ ଟ୍ରେନିଂ। ୩. ରାଜନୀତି ପଶାପାଲିରେ ପଛୁଆବର୍ଗ, ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ! ତେଜୁଛି ରାଜନୀତି । ୪. ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ । […]