ବିଧାୟକଙ୍କ ପତ୍ନୀ ଦାଖଲ କଲେ ନାମାଙ୍କନ ପତ୍ର

ଭୁବନେଶ୍ବର,୨୧/୧(ଏସଏସନିୟୁଜ)ଆଜି ଥିଲା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଶେଷଦିନରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଧର୍ମପତ୍ନୀ ଶୁଭ୍ରାନ୍ତି ସାମନ୍ତରାୟ କଣାସ ବ୍ଲକ ଦୋଛଆଁ ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Comments (0)
Add Comment