Browsing category

ରାଜନୀତି

ପରିବାରେଟ୍ ଆକାଶ ଛୁଆଁ

ଭୁବନେଶ୍ଵର,୨୮/୭(ଏସଏସନିଉଜ)ପରିବା ଦର ଶୁଣିଲେ ଡରଲାଗୁଛି ।ଆଳୁସଙ୍କଟ ଭିତରେ ପରିବା ଦର ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିଥିବାର ଦେଖିବାକୁ ମିଳିଛି। ୪୦ଟଙ୍କା ତଳକୁ ଆଉ କୌଣସି ପରିବା ମୂଲ୍ୟ ନାହିଁ।ଏହାରି ଭିତରେ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ମୂଲ୍ୟ ପରିବାର ରହିଛି।ଆଳୁ କେଉଁଠି ୪୦ ତ କେଉଁଠି ୪୫ଟଙ୍କା ରହିଛି।ବର୍ଷାଋତୁରେ ସାଧାରଣତଃ ପରିବାଦର କମ ରହିଥାଏ।ଏବେ ପରିବା ରେଟ୍ ଆକାଶଛୁଆଁ ହୋଇଥିବାରୁ ସାଧାରଣ ଲୋକ ବହୁ ହଇରାଣ ହରକତ ହେଉଛନ୍ତି।

ଆସିଲା ରାଜ୍ୟ ବଜେଟ୍

ଭୁବନେଶ୍ବର,୨୫/୭(ଏସଏସନିଉଜ)ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ । ତେଣୁ ନୂଆ ସରକାରଙ୍କର ନୂଆ ବଜେଟ୍ ଉପରେ ରାଜ୍ୟବାସୀଙ୍କ ନଜର ରହିଥିଲା । ତେବେ ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ।ଏହି ମିଶନ […]

୬ବର୍ଷ ପରେ ଫେରିଲେ ଓଏଏସ୍

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ୬ବର୍ଷ ପରେ ଫେରିଲେ ଓଏଏସ୍ ଦେବପ୍ରସାଦ ଦାସା୨୦୧୮ରୁ ନିଲମ୍ବିତ ଥିବା ଓଏଏସଙ୍କୁ ପୁନଃଅବସ୍ଥାପିତ କଲେ ରାଜ୍ୟ ସରକାର । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି । ନିଲମ୍ବନ ଉଠିବା ପରେ ଦେବପ୍ରସାଦ ଦାସତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦୀର୍ଘ ୬ବର୍ଷ ୨ମାସ ପରେ ନିଲମ୍ବନ ହଟିଥିବାରୁ ସରକାରଙ୍କଠାରେ କୃତଜ୍ଞାପୂର୍ବସରକାର ମୋତେ ହାତରେନମାରି ଭାତରେ ମାରିଥିଲୋକୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶସତ୍ତ୍ବେ ପୂର୍ବ ସରକାର ନିଲମ୍ବନ ହଟାଉନଥିଲୋକାର୍ଯ୍ୟାନୁଷ୍ଠାନଆକ୍ରୋଶମୂଳକ ଥିଲାା ବ୍ୟକ୍ତିଗତ ସ୍ତରକୁ ଚାଲିଯାଇଥିଲେ ବୋଲି […]

ରାସନକାର୍ଡ-ଖୁବ୍ ଶୀଘ୍ର ନୂଆ ତାଲିକା

ଭୁବନେଶ୍ୱର,୨୪ା୭(ଏସଏସନିଉଜ)ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବୋଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଏହାଦ୍ୱାରା ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତିାଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ପ୍ରକ୍ରିୟା ବି ଆରମ୍ଭ ହୋଇଛିାବର୍ତ୍ତମାନ କଣଉ ଅପଡେଟ୍ କରିବା ପ୍ରକ୍ରିୟା ଜାରି ରହିଛି ।ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ନୂଆ ଆବେଦନ କରିଛନ୍ତି ।୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ, ୧୦ ବାଦ […]

ଗଣତି ମଣତି SOPସରିଛି-ଜଷ୍ଟିସ ରଥ

ପୁରୀ,୨୪ା୭(ଏସଏସନିଉଜ)ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ସୂଚନାଦେଇ କହିଛନ୍ତି ଇଝଓ ମରାମତି କରି ସାର୍ଟିଫିକେଟ୍ ଦେଲେ ଗଣତି, ମଣତି ହେବାମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନିାମରାମତିରେ ବ୍ରେକର ଲାଗି ପାରିବନି ଓ ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶାSOP କନଫିଡେନ୍ସିଆଲ, ପ୍ରକାଶ କରାଯାଇ ପାରିବ ନାହିାଁଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ।

ଆଜି ମହାପ୍ରଭୁଙ୍କ ୩ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୪ା୭(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ପ୍ରଥମ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ବନକଲାଗି କରାଇବେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ […]

ପିଲାମାନଙ୍କ ଏନପିଏସ ବାତ୍ସଲ୍ୟ ଯୋଜନା

ପୁରୀ,୨୪ା୭(ଏସଏସନିଉଜ)ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ। କେନ୍ଦ୍ର ସରକାର ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ଏନପିଏସର ଘୋଷଣା କରିଛନ୍ତି। ଏହି ସ୍କିମର ନାଁ ‘ଏନପିଏସ ବାତ୍ସଲ୍ୟ’ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଭାଷଣରେ ଏହାର ଘୋଷଣା କରିଛନ୍ତି। ଏନପିଏସ ବା ନ୍ୟାଶନାଲ ପେନସନ୍ ସ୍କିମ। ଏନପିଏସ୍ ବାତ୍ସଲ୍ୟ ଯୋଜନାର ପରିକଳ୍ପନା ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ସଞ୍ଚୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି। ଏହି ଯୋଜନାରେ ମାତା-ପିତା ଏବଂ […]

ଫିଟ୍‌ନେସ୍ ନଥିଲେ ଗାଡ଼ି ସିଜ୍‌

ଭୁବନେଶ୍ୱର,୨୪ା୭(ଏସଏସନିଉଜ) ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରାଯିବ।ଫିଟନେସ୍ ନଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପି ହେବ ଜୋରଦାର ଧରପଗଡ଼। ଏଣିକି ସଂପକ୍ତ ଗାଡ଼ିକୁ ସିଧା ସିଜ୍ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ବିନା ଫିଟନେସ୍‌ରେ ଚାଲୁଥିବା ଗାଡ଼ି […]

ପୁଲିସକ୍ଲବରେ ତାଲା ପକାଇଲା ପୁଲିସ

ଭୁବନେଶ୍ବର,୨୨/୭(ଏସଏସନିଉଜ)ପୁଲିସ ଅଫିସର୍ସ କ୍ଲବରେ ତାଲା ପକାଇଲା ପୁଲିସ । କଟକ ସିଡିଏ ବେଲଭ୍ୟୁ ଛକରେ ବେଆଇନ ଭାବେ କ୍ଲବ ଚାଲିଥିବା ଅଭିଯୋଗ ହୋଇଛି ।ବେଆଇନ ଭାବେ ମଣ୍ଡପ କରି ଟଙ୍କା ରୋଜଗାର କରୁଥିଲେ ଅବସରପ୍ରାପ୍ତ କର୍ମଚାରୀ ।ଲାଲବାଗ ଥାନାରେ ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାର ଜଣାପଡିଛି।

କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ବର,୨୨/୭(ଏସଏସନିଉଜ)ଆରମ୍ଭ ହୋଇଛି ବିଧାନସଭାର ପ୍ରଥମ ଅଧିବେଶନ।ଅଧିବେଶନର ପ୍ରଥମ ଦିବସରେ ଆସନ୍ତା କାଲି ଯାଏଁ ଗୃହ ମୁଲତବୀ ହୋଇଛି lକାଲି ଉପବାଚସ୍ପତି ନିର୍ବାଚନ ପାଇଁ ହେବ ଘୋଷଣା l୨୫ରେ ହେବ ପୂର୍ଣ୍ଣାଙ୍ଗ ବଜେଟ୍ ।ପ୍ରଥମ ଦିନରେ କକ୍ଷତ୍ୟାଗ କରିଛି ବିଜେଡି।ମୁଁ ଓ ମୋ ଦଳ ଅତି ଦୁଃଖିତ। କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ, ଏହା ମତେ ଆଘାତ ଦେଇଛି […]