Browsing category

ରାଜନୀତି

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାରେ ଉଦ୍‌ବୋଧନଦେବେ ।ସେହିଭଳିଭାବେ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।ନୀତିନ ଗଡ଼କରୀ ପୁରୀ ଜିଲ୍ଲା ଓ ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ହିମନ୍ତ ବିଶ୍ୱଶର୍ମା ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ବିଜେଡ଼ିରେ ଯୋଗଦେଲେ ପ୍ରତାପ ଚନ୍ଦ୍ର ରାଉତ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ଶନିବାର ଦିନ କଂଗ୍ରେସନେତା ପ୍ରତାପଚନ୍ଦ୍ରରାଉତଙ୍କ ସହ ୨ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତରବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭାସାଂସଦ ଡକ୍ଟର ସସ୍ମିତପାତ୍ର ଓ ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ ହେବାପରେ ପ୍ରତାପଚନ୍ଦ୍ରରାଉତଙ୍କୁ ବିଧାୟକ ସୁଶାନ୍ତ ରାଉତ ଉପଢୌକନଦେଇ ଦଳକୁ ସ୍ୱାଗତ କରିଥିଲେ।ପ୍ରତାପଚନ୍ଦ୍ରରାଉତ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ପରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟସଂଗଠନ ଆହୁରି ମଜଭୂତ ହେବ ଡକ୍ଟର ସସ୍ମିତପାତ୍ର କହିଥିଲେ […]

୩ନେତାଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ‘ଜେଡ୍’ ସ୍କେଲ୍ ସୁରକ୍ଷା ମିଳିବ।ଏହାସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କୁ ‘ୱାଇ’ ସ୍କେଲ ସୁରକ୍ଷା ଯୋଗାଇ ଦିଆଯିବ। ମତଦାନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ବିଭାଗ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି।ଏକ ସମୀକ୍ଷା ବୈଠକ ପରେ […]

ସୋନପୁରରୁ ଶାହା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହା […]

ଏପ୍ରିଲ୍ ୨୫ରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର,୨୧ା୪(ଏସଏସନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଏପ୍ରିଲ୍ ୨୫ ତାରିଖରେ ଓଡ଼ିଶା ଆସି ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରି ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ ଓ ଏହାସହ ବିଜୟ ମନ୍ତ୍ର ଦେବେ।

ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼…

ଆଠଗଡ଼,୨୧ା୪(ଏସଏସନିଉଜ)ଜେମାଦେଇପୁରରେ ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ ହୋଇଥିବାର ଜଣାପଡିଛି । ତିଗିରିଆ ଥାନା ଜେମାଦେଈପୁରରେ ଥିବା ଏକ ଢାବା ପାଖରେ ବୋମାମାଡ଼ ହୋଇଛି । ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡାଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ କରିଛନ୍ତି ୬ରୁ ୮ ଦୁର୍ବୃତ୍ତାସୈାବାଗ୍ୟବଶତ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡା ।ଘଟଣାପରେ ଦୁର୍ବୁତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୋମା ଓ ଗୁଳିମାଡ଼ରେ ଭାବଗ୍ରାହୀଙ୍କ କାର୍ କ୍ଷତିଗ୍ରସ୍ତ […]

ମେଣ୍ଢାଶାଳରେ ଅପରାଜିତାଙ୍କ ରୋଡସୋ

ମେଣ୍ଢାଶାଳ ୨୦।୪(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳଗାଁରେ ବିଜେପି ତରଫରୁ ଏକ ରୋଡ ସୋ କରାଯାଇଥିଲା ।ମେଣ୍ଢାଶାଳ ଡାକ୍ତରଖାନା ଛକରୁ ରୋଡ ସୋରେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସାଂସଦ ପାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକପାର୍ଥୀ ବିଶ୍ୱରଂଜନ ବଡ଼ଜେନାଙ୍କୁ ଜିଲ୍ଲାର ବହୁ ବିଜେପିକର୍ମୀ ଏକ ଶୋଭାଯାତ୍ରାରେ ନେଇଥିଲେ । ଶୋଭାଯାତ୍ରା ମେଣ୍ଢାଶାଳ ଗାଁର ସମସ୍ତୱାର୍ଡ଼ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଦୁଇହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ, ଯୁବକମାନେ ହାତରେ ବିଜେପି ପତାକା ଧରି ଗ୍ରାମ ପରିକ୍ରମା କରିଥିଲେ […]

୬ବର୍ଷ ପାଇଁ ବହିଷ୍କୃତ ହେଲେ

ଭୁବନେଶ୍ୱର,୧୫।୪(ଏସଏସନିଉଜ)କଂଗ୍ରେସରୁ ବିଧାୟକ ସୁୁରେଶ ରାଉତରାୟ ବହିଷ୍କାର ହୋଇଛନ୍ତି। ସୁରେଶ ରାଉତରାୟଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କଲା ଏଆଇସିସି । ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ଏହି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର କୁହାଯାଇଛି।

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ତ୍ରିଂଶ ସମାବର୍ତ୍ତନଉତ୍ସବ

ଭୁବନେଶ୍ବର,୧୧ା୵୪(ଏସଏସନିଉଜ) ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୩୦ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ହରିହର କାନୁନଗୋ ଯୋଗଦେଇ ବିଦ୍ୟାଳୟର କାର୍ଯ୍ୟକ୍ରମ ଓ ଯେଉଁ ମହତ ଉଦ୍ଦେଶ୍ୟ ନେଇ ବିଦ୍ୟାଳୟଟି ପ୍ରତିଷ୍ଠିତ ତାର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ। ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଜିର ଶିକ୍ଷା ବ୍ୟବସ୍ଥାରେ […]

ନିର୍ବାଚନରେ ଲଢ଼ିପାରିବେ ଦିଲୀପ ରାୟ

ଭୁବନେଶ୍ୱର,୮ା୪(ଏସଏସନିଉଜ)ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି । ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଥିବାନେଇ ଖବର ସରବରାହ ସଂସ୍ଥା ଚଞଓ ସୂତ୍ରରୁ ସୂଚନା ମିଳିଛି ।୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲୋ୩ ବର୍ଷ ଜେଲ୍ ଏବଂ ୧୦ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟାଦଣ୍ଡାଦେଶକୁ ଚାଲେଂଜକରି ହାଇକୋର୍ଟ ଯାଇଥିଲେ ଦିଲୀପ ।କୋର୍ଟଙ୍କ ରହିତାଦେଶପରେ ଦିଲୀପଙ୍କ ନିର୍ବାଚନ […]