ମୋଦିଙ୍କୁ ପ୍ରଧାନମନ୍ତ୍ରୀପ୍ରାର୍ଥୀ ମନୋନୀତ କଲେ
ଭୁବନେଶ୍ୱର,୫।୬(ଏସଏସନିଉଜ)ଏନ୍ଡିଏ ସହଯୋଗୀଦଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଅଧ୍ୟକ୍ଷତାରେ ଏନ୍ଡିଏମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।ଏଥିରେ ବିହାରମୁଖ୍ୟମନ୍ତ୍ରୀ ନୀତୀଶକୁମାର ଏବଂ ଟିଡିପିମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଉପସ୍ଥତି ଥିଲେ। ଏନ୍ଡିଏସରକାର ଗଠନ ନୀତୀଶକୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଭାଜପାକୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି।ଏହାସହ ମୋଦିଙ୍କୁ ପ୍ରଧାନମନ୍ତ୍ରୀପ୍ରାର୍ଥୀ ଭାବେ ଏନ୍ଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ।ଏହି ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ଏନ୍ଡିଏର […]