Browsing category

ରାଜନୀତି

ଆହତଙ୍କୁ ଭେଟିଲେ ପାଣ୍ଡିଆନ

ଭୁବନେଶ୍ୱର,୩୧ା୫(ଏସଏସନିଉଜ)ନରେନ୍ଦ୍ରପୁଷ୍କରିଣୀ ବାଣବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟିଛନ୍ତି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନାପୁରୀ ସଦର ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବାସହ ଆହତଙ୍କ ଚିକିତ୍ସା ସଂପର୍କରେ ଡାକ୍ତରଙ୍କ ସହ କଥା ହୋଇଛନ୍ତି ।ବାଣ ବିସ୍ଫୋରଣଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ଜଣ ଆହତ ହୋଇଛନ୍ତିା

ପ୍ରଚାରର ଶେଷଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ବର,୩୦ା୫(ଏସଏସନିଉଜ) ଜୁନ୍ ପହିଲାରେ ଦେଶରେ ସପ୍ତମ ତଥା ଶେଷପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ଜନମତକୁ ନିଜ ଆଡକୁ କରିବାପାଇଁ ସବୁଦଳପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ।ଆଜି ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି ।ଓଡ଼ିଶାରେ ଏହା ଚତୁର୍ଥ ତଥା ଅନ୍ତିମପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ।ଏଥିରେ ମୟୂରଭଞ୍ଜ, […]

ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ

ନିମାପଡା,୨୬ା୫(ଏସଏସନିଉଜ) ନିମାପଡ଼ାରେ ବିଜେପିର ଗୁଣ୍ଡାରାଜ । ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି ସମୀର ଦାଶଙ୍କ ସମର୍ଥକ । ନିମାପଡା ୨୧ନଂଜୋନ ତେରୁଣ୍ଡିଆ ନିକଟରେ ଘଟିଛି ଏହି ଘଟଣା । ବିଜେପିର ଏଭଳି ଆଚରଣକୁ ସବୁଆଡୁ ନିନ୍ଦା କରାଯାଇଛି ।  

ଭୁବନେଶ୍ୱରରେ ଭୋଟିଂ ୫୦ପ୍ରତିଶତ ଟପିଲା

ଭୁବନେଶ୍ୱର,୨୬ା୫(ଏସଏସନିଉଜ) ୨୦୧୯ ଅପେକ୍ଷା ଏଥର୨୦୨୪ସାଧାରଣନର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ୫୦%ରୁ ଅଧିକ ମତଦାନ ହୋଇଛି ।ଭୁବନେଶ୍ୱର (ସେଣ୍ଟ୍ରାଲ)ରେ ୫୧.୨୩ ପ୍ରତିଶତ ମତଦାନ,ଉତ୍ତର ଭୁବନେଶ୍ୱରରେ ୫୩.୯୩% ମତଦାନ ଓ ଏକାମ୍ର ଭୁବନେଶ୍ୱରରେ ୫୬.୪୨% ମତଦାନ ହୋଇଥିବାର ଜଣାପଡିଛି ।  

କାଲି ଆସିବେ ବିଶ୍ୱଶର୍ମା

ଭୁବନେଶ୍ୱର,୨୬ା୫(ଏସଏସନିଉଜ)ପୁଣିଥରେ ୨ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀା୨ଦିନରେ ୮ଟିସ୍ଥାନରେ ପ୍ରଚାର କରିବେ ହିମନ୍ତବିଶ୍ୱଶର୍ମାାକାଲି ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବୋ୨୮ରେ ରାଇରଙ୍ଗପୁର , ମୋରଡ଼ା , ସୋର ଓ ଜଗତସିଂହପୁରରେ ସଭାା୨୭ ଓ ୨୮ରେ କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବଙ୍କ ସଭାା ଆସନ୍ତା ୨୯ରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସଭା ହେବାକୁଯାଉଛି ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ବାରିପଦା , ବାଲେଶ୍ବର […]

ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ

  ଭୁବନେଶ୍ୱର,୨୬।୫(ଏସଏସ ନିଉଜ)EVM ହେରଫେର ଅଭିଯୋଗରେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ।ଆଠଗଡ଼ର ୧୫୦ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ।ଇଭିଏମ ମେସିନକୁ ପ୍ରଥମେ କଣ୍ଟ୍ରୋଲ ରୁମ୍‌କୁ ନିଆଯାଇନଥିଲା।EVMକୁ ଏକ କମ୍ପ୍ୟୁଟର କୋଚିଙ୍ଗ ସେଣ୍ଟର୍‌କୁ ନେଇଥିଲେ ପ୍ରିଜାଇଡିଂ ଅଫିସର।ପ୍ରିଜାଇଡିଂ ଅଫିସର ଅନିରୁଦ୍ଧ ସେନାପତିଙ୍କୁ ସସ୍‌ପେଣ୍ଡ କରିଛନ୍ତି କଟକ ADM।

ବିଜେପିଉପରେ ବର୍ଷିଲେ ସସ୍ମିତପାତ୍ର

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଜମିମାଫିଆ ,ଠକ ଓ ଗୁଣ୍ଡାଙ୍କ ଦଳ ହେଉଛି ବିଜେପି।ସବୁଠାରୁ ବଡ଼ ଜମିମାଫିଆ ହେଉଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା।ସାରୁଅଜମି ଦଖଲ କିଏ କରିଥିଲା ବୋଲି ପଚାରିଲା ବିଜେଡ଼ି।ବୈଜୟନ୍ତଙ୍କ ବିରୋଧରେ ଅଛି ଜମି ଜବରଦଖଲ ମାମଲା।ବୈଜୟନ୍ତଙ୍କ ମାଲିକାନାରେ ଥିବା ଘରୋଇ ଚ୍ୟାନେଲ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି।ବାହାମାସ ସ୍କାଣ୍ଡାଲରେ ଆସିଥିଲା ବୈଜୟନ୍ତଙ୍କନାମ।ତିନୋଟି କମ୍ପାନୀଦ୍ୱାରା ହାୱାଲା ମାଧ୍ୟମରେ ଆସୁଥିଲା ଟଙ୍କା।ବିଜେପି ଗୁଣ୍ଡାଙ୍କୁ ପାଳୁଛି।ପ୍ରଶାନ୍ତଜଗଦ୍ଦେବ ଗୋଟିଏ ସମୟରେ ବିଜେପିନେତା ଓ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।ଜନବିରୋଧୀକାର୍ଯ୍ୟ ପାଇଁ ଯେଉଁ ପ୍ରଦୀପପାଣିଗ୍ରାହୀଙ୍କୁ […]

ସିସିଟିଭି ଯାଞ୍ଚ ହେବ- ଏସ୍‌ପି

ଭୁବନେଶ୍ୱର,୨୬।୫(ଏସଏସନିଉଜ)ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ଖୋର୍ଦ୍ଧା ଏସ୍‌ପି ପ୍ରତିକ୍ରିୟା ରଖିଛନ୍ତି।କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଗିରଫ କରାଯାଇଛି।ସିସିଟିଭି ଯାଞ୍ଚ ହୋଇନି ,ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହେବ।ଅନ୍ୟ କେହି ସଂପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।ଗିରଫ ପୂର୍ବରୁ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ ଜଗଦ୍ଦେବ।

ବୁଥ୍‌ରେ ପଶି EVM ଭାଙ୍ଗିଲେ ପ୍ରଶାନ୍ତ

ଭୁବନେଶ୍ୱର,୨୫।୫(ଏସଏସନିଉଜ)ବୋଲଗଡ ୧୧୪ନଂ ବୁଥ୍‌ରେ EVMଭାଙ୍ଗି ଫେରାର ହୋଇଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ବାଉଁଶିଆପାଟଣା ୧୧୪ନଂ ବୁଥରେ ଅଘଟଣପରେ ପ୍ରଶାନ୍ତ ଫେରାର ହୋଇଯାଇଥିଲେ।ଏହାପରେ ପ୍ରଶାନ୍ତଙ୍କୁ ଖୋଜିଥିଲା ପୋଲିସ।ପରେ ଗୋଡାଇ ଗୋଡାଇ ଅପରାଜିତାଙ୍କ ଗାଡିରୁ ପ୍ରଶାନ୍ତଙ୍କୁ ଧରି ଅଟକ ରଖିଛି ପୋଲିସ ।ବୋଲଗଡ ୧୧୪ ନଂ ବୁଥ୍‌ରେ EVM ଭାଙ୍ଗି ଫେରାର ହୋଇଥିଲେ।ଅନ୍ୟପଟେ ପ୍ରଶାନ୍ତଜଗଦ୍ଦେବଙ୍କ ଗିରଫ ଦାବି କରିଛି ବିଜେଡି।ପ୍ରଶାନ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସାଂସଦ।ସମସ୍ତଙ୍କ ସାମ୍ନାରେ ଘଟିଛି ଘଟଣା, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ CEO ବୋଲି ସସ୍ମିତ ପାତ୍ର କହିଛନ୍ତି।

ଲୋକେ ବାଛିବେ ନିଜର ନେତା

ଭୁବନେଶ୍ୱର,୨୪।୫(ଏସଏସନିଉଜ)ସରିଛି ପ୍ରସ୍ତୁତି ଏବେ ଖାଲି ମତଦାନକୁ ଅପେକ୍ଷା ।ରାଜ୍ୟରେ ଆସନ୍ତାକାଲି ବା ୨୫ତାରିଖରେ ଭୁବନେଶ୍ବର ସମେତ ସମ୍ବଲପୁର,କଟକ,ପୁରୀ,କେନ୍ଦୁଝର ଓ ଢେଙ୍କାନାଳର ୬ଟି ଲୋକସଭାଆସନର ୪୨ଟି ବିଧାନସଭାଆସନ ପାଇଁ ମତଦାନ କରାଯିବ ।ଏହିପର୍ଯ୍ୟାୟ ପାଇଁ ଗୁରୁବାରସନ୍ଧ୍ୟାରେ ପ୍ରଚର ଶେଷହୋଇଛି ।ଏହି ପର୍ଯ୍ୟାୟରେ ଓଡ଼ିଶା ରଜନୀତର ବହୁ ଟାଣୁଆନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।ତୃତୀୟ ପର୍ଯ୍ୟାୟରେ ଏହି ୬ଲୋକସଭାକ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ।