ଏପ୍ରିଲରେ ବିଧାନସଭା ନିର୍ବାଚନ!
ଭୁବନେଶ୍ୱର,୧୮।୨(ଏସଏସନିଉଜ)ଆରମ୍ଭ ହୋଇଗଲାଣି ବିଧାନସଭା ନିର୍ବାଚନ କାଉଣ୍ଟଡାଉନ୍। ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶନିବାର ପ୍ରେସମିଟ୍ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଓଡ଼ିଶାରେ ସାମ୍ବାଦିକ ସମ୍ମୀଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବକୁମାର କହିଛନ୍ତି ସମସ୍ତଙ୍କ ପାଇଁ ସମାନ ଆଚରଣ ପ୍ରଦର୍ଶନ କରିବାକୁସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯିବ ।ପ୍ରଥମ ଆବେଦନ କାରୀଙ୍କୁ ଅଗ୍ରାଧିକାର ଦିଆଯିବ ।ପ୍ରଚାର ପାଇଁ ରାଜନୈତିକ ଦଳଙ୍କୁ ମିଳିବ ସ୍ଥାନ ଅନୁମତି ।ପ୍ରଥମେ ଆବେଦନ କରିଥିବା ଦଳ […]