Browsing category

ରାଜନୀତି

ମେଣ୍ଟନେଇ ଆଜି ଆସିପାରେ ବଡ଼ନିଷ୍ପତ୍ତି !

ଭୁବନେଶ୍ୱର,୧୪।୩(ଏସଏସନିଉଜ)ଆଜି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଦଳର ବରିଷ୍ଠନେତାଙ୍କୁ ନବୀନ ନିବାସକୁ ଡାକରା ହୋଇଛି।ପୂର୍ବ ବୈଠକରେ ଥିବା ନେତାଙ୍କୁ ପୁଣି ଡାକରା ହୋଇଛି।ଏଥିରେସବୁ ଜିଲ୍ଲାପର୍ଯ୍ୟବେକ୍ଷକ ବି ଯୋଗଦେବେ।ଅପରାହ୍‌ଣରେ ଥିବା ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି।ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ଆଲୋଚନା ।ଅନ୍ୟପଟେ ବିଚାର ଆଲୋଚନା କରୁଛୁ ବୋଲି କହିଛନ୍ତି ମନମୋହନ।ଦିଲ୍ଲୀରୁ ଫେରିବାପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଆମର ପ୍ରକ୍ରିୟା ଯାହା ହେବା କଥା ସବୁ ଠିକ୍ ଚାଲିଛି କହିଲେ […]

ବରୁଣେଇପୀଠରେ 5Tଅଧ୍ୟକ୍ଷ

ଖୋର୍ଦ୍ଧା,୧୪।୩(ଏସଏସନିଉଜ)ମା’ବରୁଣେଇଙ୍କ ଦର୍ଶନ ସହ ପୀଠ ପରିଦର୍ଶନ କଲେ 5Tଅଧ୍ୟକ୍ଷ ଭିକେ ପାଣ୍ଡିଆନ।ରୂପାନ୍ତିକରଣ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ।ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ।ଉପସ୍ଥିତ ଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ।

ପ୍ରଶାନ୍ତଙ୍କ ପାଇଁ ପ୍ରତାପଙ୍କ ପ୍ରଚାର

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପାଖେଇ ଆସିଲାଣି ନିର୍ବାଚନ।ତେବେ ବିଜେଡି- ବିଜେପି ମେଣ୍ଟ ହେବ କି ଏକାଏକା ଲଢ଼ିବେ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି ।ଏହାରିଭିତରେ ପ୍ରତାପ ଜେନାଙ୍କ ଭାଷଣ ସରଗରମ ଆଲୋଚନା ହେଉଛି।ମେଣ୍ଟ ଚର୍ଚ୍ଚା ଭିତରେ ଦଳ ଘୋଷଣା କରିବା ପୂର୍ବରୁ ସାଲେପୁରପାଇଁ ପ୍ରଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରିଦେଲେ ବିଧାୟକ ପ୍ରତାପ ଜେନା। ଗତକାଲି ସାଲେପୁର ମାଳଶାସନରେ ଆୟୋଜିତ ଏକ ସଭାରେ ପ୍ରତାପ କହିଛନ୍ତି ପ୍ରଶାନ୍ତ ବେହେରା ଏଥର ୫୦ ହଜାର ଭୋଟରେ ଜିତିବେ। ସାଲେପୁର ବିଧାୟକ ପ୍ରଶାନ୍ତବେହେରାଙ୍କ ପାଇଁ ପ୍ରଚାର […]

ୟୁସୁଫପଠାନ ଟିଏମ୍‌ସି ପ୍ରାର୍ଥୀ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍‌ସି।ବହରାମପୁରରୁ ସାଂସଦପ୍ରାର୍ଥୀ ହେଲେ ୟୁସୁଫ ପଠାନ।୪୨ଜଣିଆ ସାଂସଦପ୍ରାର୍ଥୀ ଘୋଷଣାକଲେ ମମତା ବାନାର୍ଜୀ।ବାଦ୍ ପଡ଼ିଲେ ବାସିରହାଟ ସାଂସଦ ନୁସରତ ଜାହାନ୍‌।କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର ବୋଲି ଜଣାପଡିଛି।

ସବୁ ଆସନପାଇଁ ପ୍ରସ୍ତୁତି କରୁଛୁ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ବିଜେପି ରାଜ୍ୟନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ।ଗୋଟିଏ ଗୋଟିଏ ଆସନପାଇଁ ଚର୍ଚ୍ଚା ହୋଇଛି। ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଲତା କହିଛନ୍ତି ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ, ସବୁ ଆସନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।

ସ୍କୁଲକର୍ମଚାରୀଙ୍କୁ ମିଳିବ ସାମୟିକଛୁଟି

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅନୁଦାନପ୍ରାପ୍ତ ସ୍କୁଲ କର୍ମଚାରୀଙ୍କୁ ମିଳିବ ୧୫ଦିନର ସାମୟିକ ଛୁଟି।ଶିକ୍ଷକ ଓ ଅଣଶିକ୍ଷକଙ୍କୁ ବର୍ଷକୁ ମିଳିବ ୧୫ ଦିନର ସାମୟିକ ଛୁଟି।ମହିଳାକର୍ମଚାରୀଙ୍କୁ ମିଳିବ ୧୮୦ ଦିନର ସବୈତନିକ ମାତୃତ୍ୱ ଛୁଟି ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ଏହାଦ୍ୱାରା ୩୩ହଜାର ୪୨୦ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ ବୋଲି ଜଣାପଡିଛି।

ଶଙ୍ଖଧରିଲେ ବିଜୟଙ୍କପୁଅ ଅରବିନ୍ଦ!

କେନ୍ଦ୍ରାପଡ଼ା,୭।୩(ଏସଏସନିଉଜ) ଆଜି ବରିଷ୍ଠ ବିଜେପିନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି।ଦଳର ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍ଖଭବନଠାରେ ଅରବିନ୍ଦ ଶଙ୍ଖ ଧରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିବାସହ ପ୍ରାୟ ଦୁଇବର୍ଷ ହେବ ଅରବିନ୍ଦଙ୍କୁ ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା।ଆଗାମୀଦିନରେ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ କେଉଁଦଳରେ ମିଶିବେ […]

ବନ୍ଦହେଲା Facebook!

ଭୁବନେଶ୍ୱର,୫।୩(ଏସଏସନିଉଜ)ବନ୍ଦ ହେଲା ଫେସବୁକ, କାମକରୁନି ଲକ୍ଷଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ।ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖାଦେଇଛି ସମସ୍ୟା । ସର୍ଭରଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷଲକ୍ଷ ୟୁଜର ।ଏନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଜନବିରୋଧୀ ବ୍ୟକ୍ତିଙ୍କୁ ନେଉଛି BJP !

ଭୁବନେଶ୍ୱର,୩ା୩(ଏସଏସନିଉଜ)ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ରଙ୍କ BJPରେ BJD ନେତାଙ୍କ ସାମିଲ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।ସେଏକ ପ୍ରେସମିଟ୍ ରେ କହିଛନ୍ତି ଯେ, ନୂଆନେତା ତିଆରିକରିବାରେ ବିଜେପି ସକ୍ଷମନୁହେଁ ।୨୦୧୯ ତୁଳନାରେ ୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବBJP ।ଜନବିରୋଧୀ ବ୍ୟକ୍ତିଙ୍କୁ ଦଳରେ ମିଶାଉଛି ବିଜେପି ।୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି ବୋଲି ସ୍ବୟମ ପ୍ରକାଶ କହିଛନ୍ତି ।ସେପୁଣି କହିଛନ୍ତି ବିଜେଡିରୁ ତଡ଼ାଖାଇଥିବା ନେତାଙ୍କୁ ବିଜେପି ଆପଣାଉଛି ।ଟିକେଟ ସମ୍ଭବନା ନ ଥିବା ନେତାଙ୍କୁ ସାମିଲ କରୁଛି […]

ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର,୨ା୩(ଏସଏସନିଉଜ)ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରିଛି ବିଜେପି । ପ୍ରଥମପର୍ଯ୍ୟାୟରେ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୫ ଜଣପ୍ରାର୍ଥୀ ହୋଇଛନ୍ତି ।ଏଥିମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ବିଜେପିର ପ୍ରଥମପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାର ବାଚସ୍ପତି ସ୍ଥାନ ପାଇଛନ୍ତି ।ଏହି ତାଲିକାରେ ୪୭ ଯୁବନେତା ଓ ୨୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବାରଣାସୀରୁ ଲଢ଼ିବେ […]