Browsing category

ରାଜନୀତି

ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଆସିଲା ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ମହମ୍ମଦ ସଲିହଙ୍କୁ ହରାଇ ୫୪ ପ୍ରତିଶତ ଭୋଟ୍ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତିି। ମହମ୍ମଦ ମୁଇଜୁ ଚୀନ୍ ସମର୍ଥକ ଭାବେ ଜଣାଶୁଣା। ବିପୁଳ ବିଜୟ ପରେ ମୁଇଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି।ଏହି ନିର୍ବାଚନ ଉପରେ ଉଭୟ ଭାରତ ଓ ଚୀନ୍‌ର ନଜର ଥିଲା। ରଣନୀତି ଦୃଷ୍ଟିକୋଣରୁ ମାଳଦ୍ୱୀପ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରିଛି । […]

ଆଫଗାନିସ୍ତାନ ଦୂତାବାସ ବନ୍ଦ!

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ।ଦିଲ୍ଲୀ ସ୍ଥିତ ଦୂତାବାସ ବନ୍ଦନେଇ ଆଫଗାନିସ୍ତାନ ଘୋଷଣା କରିଛି ।ବନ୍ଦପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ।ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ ବୋଲି ପ୍ରେସ୍‌ରିଲିଜ୍ ରେ କୁହାଯାଇଛି ।ପ୍ରେସ୍‌ରିଲିଜ୍‌ରେ ତାଲିବାନୀ ଶାସନକୁ ଦାୟୀ କରିଛି ଦୂତାବାସ। ତାଲିବାନୀ ଶାସନକୁ ଅବୈଧ ସରକାର କହି ସମାଲୋଚନା କରିବାସହ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଯଥେଷ୍ଟ ସମର୍ଥନ ମିଳି ନଥିବା କୁହାଯାଇଛି।୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ […]

ମଧୁପୁର ଓ ମେଣ୍ଢାଶାଳରେ ଇନ୍ଦୁପୁର୍ଣିମା

ବାରଙ୍ଗ,୨୯ା୯(ଏସଏସନିଉଜ)ମଧୁପୁର ଗାଁରେ ସବୁବର୍ଷଭଳି ଚଳତବର୍ଷ ଇନ୍ଦୁପୁର୍ଣିମା ଓ ଭାଗବତ ଜନ୍ମୋସ୍‌ବ ମହାସମାରୋହର ସହ ପାଳିତ ହୋଇଯାଇଛି ।ଏଥିନିମନ୍ତେ ସକାଳୁ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ଶେଷ ହୋଇଥିଲା ।ରାତିରେ ଭଜନସମାରୋହ ସହ ପ୍ରଭୂଙ୍କ ନାମକିର୍ତନ କରାଯାଇଥିଲା ।ମଧୁପୁର ଗ୍ରାମବାସୀମାନଙ୍କ ଦ୍ୱାରା ଆୟୋଜିତ ଏହି ଉସ୍‌ବରେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଦାଳୁମାନେ ଯୋଗଦେଇଥିଲେ ।ଶେଷରେ ଗ୍ରାମବାସୀମାନଙ୍କଦ୍ୱାରା ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।ସେହିଭଳିଭାବେ ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବଙ୍କ ମନ୍ଦିରରେ ଚଳିତବର୍ଷ ସବୁବର୍ଷପରି ଭଗବତଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି […]

ଉଦଯାପିତହେଲା ଲୋକକଳା ପ୍ରଶିକ୍ଷଣଶିବିର

ଆସିକା,୩୦।୯(ଏସଏସନିଉଜ)ଲୋକକଳାର ପ୍ରୟୋଗକୁ ନେଇ ଗଞ୍ଜାମଜିଲ୍ଲା ବୁଗୁଡ଼ା ବ୍ଲକର ସମ୍ମିଳନୀକକ୍ଷରେ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି।ଓଡିଶା ଭାଷାସାହିତ୍ୟ ଓ ସଂସ୍କୃତିବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି lଏଥିରେ ବୁଗୁଡ଼ା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ […]

ଅକ୍ଟୋବର ୧୦ରେ ବସ ଧର୍ମଘଟ!

ଭୁବନେଶ୍ୱର,୨୭।୯(ଏସଏସନିଉଜ)ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ ।ରାଜ୍ୟସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ। ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସବନ୍ଦ କରାଯିବ ବୋଲି ମାଲିକସଂଘ ପକ୍ଷରୁ କୁହାଯାଇଛି l

ଏକାଠିହେଲେ ସମିତିସଭ୍ୟ

ବାରଙ୍ଗ,୨୧।୯(ଏସଏସନିଉଜ)କଟକଜିଲ୍ଲା ସମିତିସଭ୍ୟମାନଙ୍କର ଏକ ସମ୍ମିଳନୀ ନନ୍ଦନକାନନ ଛକସ୍ଥିତ ଏକ ମଣ୍ଡପରେ ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଟକଜିଲ୍ଲାର ୧୪ଟିବ୍ଲକର ବହୁ ସମିତିସଭ୍ୟ ଓ ସଭ୍ୟାମାନେ ଯୋଗଦେଇ ସେମାନଙ୍କର ବିଭିର୍ଣ ସମସ୍ୟା ଉପରେ ଆଲୋଚନା କରିଥିଲେ ।ସରମ୍ପଚମାନେ ଯେଉଁଭଳିଭାବ ନିର୍ବାଚିତ ହେଉଛନ୍ତି ସେହିଭଳିଭାବେ ସମିତିସଭ୍ୟମାନେ ନିର୍ବାଚିତ ହେଉଥିବାବେଳେ ସେମାନଙ୍କର କୈାଣସି କ୍ଷମତା ନାହିଁ ।ତେଣୁ ଆଗାମିଦିନରେ ୮ଦଫାସମ୍ଭଳିତଦାବୀପତ୍ର ରାଜ୍ୟସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତି ହୋଇଥିଲା ।ଏହିଅବସରରେ କଟକଜିଲ୍ଲାସମିତିସଭ୍ୟ ସଂଘ ଗଠନ କରାଯାଇଥିଲା ।ସର୍ବସମ୍ମତି କ୍ରମେ ବଡମ୍ବାବ୍ଲକର ମନୋଜକୁମାରନନ୍ଦ ସଭାପତି,ବାରଙ୍ଗବ୍ଲକର […]

ବୈଜୟନ୍ତପଣ୍ଡାଙ୍କୁ ହତ୍ୟା ଧମକ !

ଭୁବନେଶ୍ୱର,୨୧ ୯(ଏସଏସନିଉଜ)ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଆସିଛି।ଫୋନ୍‌ କଲ୍‌ ଯୋଗେ ଧମକ ମିଳିଥିବା ପୋଲିସ୍‌ରେ ଅଭିଯୋଗ ହୋଇଛି।ବୈଜୟନ୍ତଙ୍କ ଜଣେ ସହଯୋଗୀ ଉକ୍ତ ଫୋନ୍‌ କଲ୍‌ ରିସିଭ୍‌ କରିଥିଲେ।ନବଦାସଙ୍କ ଭଳି ବୈଜୟନ୍ତ ସମାନଦଶା ଭୋଗିବେ କହିଥିଲେ କଲର୍‌।ଧମକକଲ୍‌ ନେଇ ଦିଲ୍ଲୀ ପୋଲିସରେ ଏତଲା କରାଯାଇଛି।ସତ କି ପ୍ରାଙ୍କ୍‌ କଲ୍‌ ଜଣାପଡ଼ିବା ସମ୍ଭବ ନଥିବାରୁ ଏତଲା ହୋଇଛି।ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି।

ବିଜେଡିରୁ ବିଦାହେଲେ ସୌମ୍ୟ ଓ ସୁଧାଂଶୁ

ଭୁବନେଶ୍ୱର,୨୧।୯(ଏସଏସନିଉଜ)ବିଜେଡିଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡା ।ସୁଧାଂଶୁ ଶେଖର ପରିଡା ରେମୁଣା ବିଧାୟକ ହୋଇଥିବାବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାୟକ ଥିଲେ।ଉଭୟଙ୍କୁ ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ସୌମ୍ୟରଞ୍ଜନ ପଟ୍ଟନାୟକନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ତେବେ ବିଜେଡିରେ ରହି ଦଳ ବିରୋଧରେ କହିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳବିରୋଧୀ କାର୍ଯ୍ୟ ଯୋଗୁ ଉଭୟଙ୍କୁ ବହିଷ୍କାର କରାଯାଇଛି […]

ନୂଆଖାଇରେ କାଳିଆଭେଟି

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଖାତାକୁଗଲା କାଳିଆ ଟଙ୍କା।ଚାଷୀଙ୍କଖାତାକୁ ଗଲା ୯୦୦ କୋଟିର କାଳିଆ ଟଙ୍କା।ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭେଟି।୨୦୨୩-୨୪ ରବି ଫସଲ ପାଇଁ ଦିଆଗଲା ସହାୟତା।୪୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ।ପ୍ରତ୍ୟେକ ଖାତାରେ ଜମା ହେଲା ୨-୨ ହଜାର ଟଙ୍କା।

ପ୍ରମିଳାହେବେ ବିଜେଡି ବାଚସ୍ପତିପ୍ରାର୍ଥୀ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ରାଜସ୍ୱମନ୍ତ୍ରୀ ପ୍ରମିଳାମଲ୍ଲିକ ହେବେ ବାଚସ୍ପତିପ୍ରାର୍ଥୀ।ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିବାପାଇଁ ଘୋଷଣା କରିଛି ବିଜେଡି।ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା୨୨ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ ବୋଲି ଜଣାପଡିଛି।