ନ୍ୟାୟ ନମିଳିଲେ ରାସ୍ତାକୁ ଆସିବେ ଗ୍ରାମବାସୀ
ବାରଙ୍ଗ,୧ା୬(ଏସଏସନିଉଜ) ମୁଣ୍ଡଳିବ୍ୟାରେଜର ଶେଷରେ ଥିବା ଟୁଲଗେଟଗତ କିଛିଦିନ ତଳେ ଛତିଶଗଡ ଯାତ୍ରୀଙ୍କୁ ଟଙ୍କାଆଦାୟ କରିବାକୁନେଇ ଦେଖାଦେଇଥିଲା ବିବାଦ ।ଟୁଲଗେଟ କର୍ମଚାରୀମାନେ ଟଙ୍କଆଦାୟକରିବାକୁନେଇ ପର୍ଯ୍ୟଟକମାନଙ୍କୁ ମାରଧରକରିବାକୁ ପଛାଇନଥିଲେ ।ଶେଷରେ ପ୍ରଶାସନ ପକ୍ଷରୁ ଏହି ଟୁଲଗେଟକୁ ସାମୟିକଭାବେ ବନ୍ଦ କରାଯାଇଥିଲା ।ତେବେ ଏହି ଘଟଣାକୁ ମୁଣ୍ଡଳୀ ପଂଚାୟତବାସୀ ସହଜରେ ଗ୍ରହଣ କରିପାରୁନାହନ୍ତି ।ସେମାନଙ୍କ ଅଭିଯୋଗ ହେଲେକି ଏହି ଟୁଲଗେଟ ସହ ମୁଣ୍ଡଳୀ ପଂଚାୟତର କୈାଣସି ସର୍ମ୍ପକ ନାହିଁ ।ବାରଙ୍ଗବ୍ଲକ ,କମିିସିନେରେଟପୋଲିସ ଓ ମୁଣ୍ଡଳୀ ପଂଚାୟତ ସୀମାରେ ଏହି ଗେଟ ନାହିଁ […]