Browsing category

ରାଜନୀତି

ବର୍ଷିଲା ବିଜେପି !

ଭୁବନେଶ୍ୱର,୪।୩(ଏସଏସ ନିଉଜ)ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ଟାର୍ଗେଟ୍‌। ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାରଦିବସ ପାଳନ କରିବ ବିଜେପି। ‘ଯୋଗ୍ୟହିତାଧିକାରୀ ପିଏମ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଖଟିଖିଆଙ୍କ ପାଖକୁ ଜବ୍‌ କାର୍ଡ ବି ମିଳୁନି’। ‘ଫଲ୍ସ ବିଲରେ ରାଜ୍ୟକୋଷରୁ ଅର୍ଥ ସଫା ହେଉଛି ବୋଲି ଅଭିଯୋଗ କରିଛନ୍ତି ହରିଚନ୍ଦନ।

କେନ୍ଦୁପାଟଣା ବିଦ୍ୟାଳୟରେ ପ୍ରଶିକ୍ଷଣଶିବିର

ବାରଙ୍ଗ,୨୭/୨(ଏସଏସନିଉଜ) ବିଦ୍ୟାଳୟ ଗଣଶିକ୍ଷାବିଭାଗ ତରଫରୁ ଭୁବନେଶ୍ବରବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନାକମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ତିନିଦିନିଆ ଏକ ସହଯୋଗ–୨ତାଲିମ ପ୍ରଶିକ୍ଷଣଶିବିର ବିଦ୍ୟାଳୟଶ୍ରେଣୀଗୃହରେ ଅନୁଷ୍ଟିତ ହୋଇଅଛି। ସୋମବାର ପ୍ରଥମଦିବସରେ ଆୟୋଜିତ ଶିବିରକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ଭଞ ଊଦଘାଟନ କରିଥିଲେ।ଶିବିରରେ ସିଆରସିସି ନିରଞନଦାସଙ୍କ ଆହ୍ବାନକ୍ରମେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ।ଆରପି ସୁକାନ୍ତୀସିଂହ ,ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି , ବିଦ୍ୟାଳୟ ପରିଚାଳନାକମିଟି ଗଠନ ଓ କାର୍ଯ୍ୟ ,ପଞ୍ଚାୟତ ଷ୍ଟାଣ୍ଡିଙ୍ଗକମିଟି ଗଠନ […]

୬ଟି ସ୍ୱତନ୍ତ୍ରବର୍ଗଙ୍କୁ ମିଳିବ ମାଗଣାସାଇକେଲ

ଭୁବନେଶ୍ୱର, ୨୭ା୨(ଏସଏସନିଉଜ)ଏଥିପାଇଁ ବିଏମସିଅଧୀନରେ ୬୭୩ଜଣହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ।ଆସନ୍ତା ମାର୍ଚ୍ଚ ୨ତାରିଖରେ ଲୋକସେବାଭବନର କନଭେନସନହଲରେ ହେବ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମାଏଥିରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଦ୍ୱାରା ହିତାଧିକାରୀଙ୍କୁ ବଣ୍ଟନ କରାଯିବ ମାଗଣାସାଇକେଲାସ୍ଵଛସାଥି ଓ ଜଳମିତ୍ର ଏହି୬ଟି ସ୍ୱତନ୍ତ୍ରବର୍ଗରେ ସାମିଲ ହୋଇଛନ୍ତି ।    

ପୂର୍ବତନସରପଞ୍ଚଙ୍କୁ ଜେଲ୍‌

ଫୁଲବାଣୀ,୨୭ା୨(ଏସଏସନିଉଜ) ପୂର୍ବତନ ପଞ୍ଚାୟତନିର୍ବାହୀ ଅଧିକାରୀ ଗୌରହରିସାହୁ ଓ ସରପଞ୍ଚ ସୁମିତ୍ରାମିଶ୍ରଙ୍କୁ ଜେଲ୍‌। ୨୦୧୦ବୌଦ୍ଧ ଖୁଣ୍ଟବନ୍ଧପଞ୍ଚାୟତ ଟଙ୍କା ଆତ୍ମସାତ ମାମଲାରେ ଆସିଛି ରାୟ। ନିର୍ବାହୀଅଧିକାରୀଙ୍କୁ ୪ବର୍ଷ ଜେଲ୍ ସହ ୨୦ହଜାର ଜରିମାନା ଓ ସରପଞ୍ଚଙ୍କୁ୨ବର୍ଷଜେଲ୍ ସହ ୧୦ହଜାର ଜରିମାନାକରିଛନ୍ତି ଭିଜିଲାନ୍ସ କୋର୍ଟା

ମାଟିତଳେ ରହିଛି ସୁନାପଥର

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଓଡ଼ିଶାର ଦେବଗଡ଼ , କେନ୍ଦୁଝର , ମୟୂରଭଂଜର ଆଦି ୩ଜିଲ୍ଲାର ବିଭିନ୍ନଅଞ୍ଚଳରେ ମାଟିତଳେ ଗଛିତରହିଛି ସୁନାପଥର । ଖଣି ଓ ଭୂତତ୍ତ୍ବନିର୍ଦ୍ଦେଶାଳୟ ଏବଂ ଏଝଓ ଅନୁସନ୍ଧାନରୁ ଏହା ଜଣାପଡ଼ିଛି । ସୁଧିରସାମଲଙ୍କ ପ୍ରଶ୍ନରେ ଖଣିମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ ଦେଇଛନ୍ତି ଏହି ଉତ୍ତରା

ମନ୍ତ୍ରୀଙ୍କ ଅପିଲ୍ !

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ମାର୍ଚ୍ଚ୧ରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଅସହଯୋଗ କରିବାକୁ ଶିକ୍ଷକ ସଂଘ ଘୋଷଣା କରିଛି। ସରକାର ଦାବିନମାନିଲେ ଆମରଣ ଅନଶନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ଓ ଏହାସହ ପରୀକ୍ଷା ମଧ୍ୟ ବର୍ଜନକରିବାକୁ ଧମକ ଦିଆଯାଇଛି । ପିଲାମାନଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିବା ସହପରୀକ୍ଷାରେ ସହଯୋଗ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ ସମୀରଦାଶା  

କାଲି ବିଧାନସଭା ଘେରିବ କରିବ ବିଜେପି

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଆସନ୍ତାକାଲି ବିଧାନସଭା ଘେରିବ ବିଜେପିଯୁବମୋର୍ଚ୍ଚା ।ନବଦାସ ହତ୍ୟାମାମଲାର ଜବାବ ମାଗିବାକୁ ଘେରିବ ବିଧାନସଭା ।ରାଜ୍ୟର ପ୍ରତ୍ୟେକଜିଲ୍ଲାରୁ ଯୁବକ ଏକାଠିହୋଇ ଘେରାଉ କରିବୋଘେରାଉନେଇ ବିଜେପି ସାଧାରଣସଂପାଦକ ଗୋଲକମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୬।୨(ଏସଏସ ନିଉଜ)ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ lମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ lଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି l୧୯୮୯ ବ୍ୟାଚ୍‌ର IAS ଅଫିସର ପ୍ରଦୀପ ଜେନା lବର୍ତ୍ତମାନ ସେ SRC ଦାୟିତ୍ୱରେ ଅଛନ୍ତି lସେପଟେ ଆସନ୍ତା ୨୮ରେ ଅବସର ନେବେ CS ସୁରେଶ ମହାପାତ୍ର l

ବାହାହେବେ ଦିବ୍ୟଶଙ୍କର !

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ଆଜି ବାହା ହେବେ ଜୁନାଗଡର ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ଦେକୋଟ ଗାଁର ପ୍ରିୟଙ୍କାଅଗସ୍ତିଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ପୁରୀନିକଟ ଏକ ରିସର୍ଟରେ ନଜର ଆସିଲେ ଦିବ୍ୟ ଶଙ୍କର ଓ ପ୍ରିୟଙ୍କାା

ଶୋଭାଯାତ୍ରାରେ ଯାଇ

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ମଦଦୁର୍ନୀତି ମାମଲାରେ ଦିଲ୍ଲୀଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସିବିଆଇରେ ହାଜର ହୋଇଛନ୍ତି । ସିସୋଦିଆ ସିବିଆଇରେ ହାଜରହେବା ପୂର୍ବରୁ ଆପ୍ ସମର୍ଥକଙ୍କଗହଣରେ ଏକ ଶୋଭାଯାତ୍ରାରେ ଘରୁବାହାରିଥିଲେ ।ଗତବର୍ଷ ଆମ୍ ଆଦମୀପାର୍ଟି ସରକାର ଦିଲ୍ଲୀରେ ନୂଆ ମଦ ବିକ୍ରିନୀତି ପ୍ରଣୟନ କରିବାପଛରେ କୋଟିକୋଟି ଟଙ୍କାର ସ୍କାମ ରହିଥିବା ଅଭିଯୋଗକରିଥିଲେ ବିରୋଧୀ ।ଗତବର୍ଷ ଦିଲ୍ଲୀଲେଫ୍ଟନାଣ୍ଟଗଭର୍ଣ୍ଣର ଭି.କେ.ସାକ୍ସେନା ଏହାର ସିବିଆଇତଦନ୍ତ ନିର୍ଦ୍ଦେଶ ଦେଇଥିଲେ.