Browsing category

ସତ୍ୟ ସନ୍ଧାନ

ଆଜିର ଅନୁଚିନ୍ତା 

ଆଜିର ନୀତିବାଣୀ  ➡️କ୍ରୋଧକୁ ନିଜ ଭିତରେ ଧରି ରଖିବା, ଗରମ ଅଙ୍ଗାରକୁ ଧରି ରଖି ଅନ୍ୟ ଉପରକୁ ଫୋପାଡିବା ଉଦ୍ଧେଶ୍ୟ ସହ ସମାନ; ତୁମେ ସେହି ଯିଏକି ଜଳିଯିବ !! ➡️ଯଦ୍ୟପି ଅନେକ ପବିତ୍ର ଶବ୍ଦ ତୁମେ ପଢିଥାଇ ପାର, ଯଦ୍ୟପି ଅନେକ ତୁମେ ତାକୁ କୁହ, ତୁମେ ତାକୁ ଯଦି କାର୍ଯ୍ୟରେ ନ ଲଗେଇବ ସେଥିରୁ କି ଲାଭ ମିଳିବ? !! ➡️ଜିଭ ଗୋଟିଏ ତିଖ୍ନ ଛୁରୀ ପରି… ଯାହା ବିନା ରକ୍ତପାତରେ ହତ୍ୟା କରେ […]

ଆଜିର ଅନୁଚିନ୍ତା

🦋ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଢେର ସାରା ଶୁଭେଚ୍ଛା ଜଣେଇବା ସହ ସନ୍ଦେହ, ଘୃଣା,କ୍ରୋଧ ଈତ୍ୟାଦିକୁ ବିଦାୟ ଦେଈ ସ୍ନେହ,ଶ୍ରଦ୍ଧା ଆଉ ଭଲ ପାଇବା ଦେଇ ନିଜ ନିଜର ଲକ୍ଷ୍ୟ ଓ କର୍ତ୍ତବ୍ୟ ରେ ଆଗେଇ ଯାଆନ୍ତୁ ଏତିକି ହିଁ ସେହି ଜଗତର ନାଥ କାଳିଆ ସାଆନ୍ତ ପାଖରେ ନିବେଦନ । 🦋ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,◆ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ । 🦋ଓଷା,ବାର,ବ୍ରତ ରଖିଦେଲେ ଭଗବାନ ଖୁସି ହୋଇଯାଆନ୍ତି ନାହିଁ […]

ଆଜିର ଅନୁଚିନ୍ତା

🦋ନିଜ ବାପା ଓ ମାଆଙ୍କୁ କେବେହେଲେ ଭାଗ କରିବେ ନାହିଁ, କାରଣ ସେମାନେ ଆମର ସମ୍ପତ୍ତି ନୁହଁନ୍ତି ସେମାନେ ତ ଆମମାନଙ୍କୁ ଗଢିଥିବା ଦେବତା । 🦋ଯାହାର ଇଜ୍ଜତ ଥାଏ, ସେ ସବୁବେଳେ ହାତେ ମାପି ଚାଖଣ୍ଡେ ଚାଲୁଥାଏ।କାରଣ ଇଜ୍ଜତ ବହୁ କଷ୍ଟରେ କମେଇବାକୁ ପଡିଥାଏ, କଳାଧନ ଦେଇ କିଣିହୁଏନି,କି କାହା ଆଗରେ ହାତ ପତେଇ ମାଗି ଆଣି ହୁଏନି। ଆପଣଙ୍କ କର୍ମ ହିଁ ଆପଣଙ୍କୁ ଇଜ୍ଜତ ଦେଇଥାଏ। 🦋ଅନ୍ୟର ତ୍ରୁଟି ଦେଖି ତତ୍ସଲ୍ୟ କରୁଥିବା ବ୍ୟକ୍ତି […]

ଆଜିର ଅନୁଚିନ୍ତା

🦋ରକ୍ତ ର ସମ୍ପର୍କ ଅପେକ୍ଷା ହୃଦୟର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ।କାହିଁକି ଜାଣନ୍ତି ? ବେଳେ ବେଳେ ବୟସର ଅପରାହ୍ନରେ ରକ୍ତ ର ସମ୍ପର୍କ ଧୋକା ଦେଇଥାଏ କିନ୍ତୁ ହୃଦୟର ସମ୍ପର୍କ ମଲା ପର୍ଯ୍ୟନ୍ତ ସମ୍ପର୍କରେ ରହିଥାଏ । 🦋ଆପଣ ଯାହା ବିଶ୍ୱାଶ କରନ୍ତି ସେଥିରେ ମନ ପ୍ରାଣ ଦେଇ କାର୍ଯ୍ୟ କରନ୍ତୁ । ଫଳାଫଳ ନିଶ୍ଚୟ ଆଶ୍ଚର୍ଯ୍ୟଜନକ ହେବ । 🦋ଯେଉଁଠାରେ ଦୟା,ଧର୍ମ,ଲୋଭ ଆଉ କ୍ରୋଧ ରହିଛି ସେହିଠାରେ କ୍ରୋଧ ଆଉ ଲୋଭର ବିନାଶ କରିବାକୁ […]

ଆଜିର ଅନୁଚିନ୍ତା

🦋ଯେଉଁଠାରେ ଦୃଢତା ନାହିଁ ସେଠାରେ ସ୍ଥିରତା ନାହିଁ ଏବଂ ଯେଉଁଠାରେ ସ୍ଥିରତା ନାହିଁ , ସେଠାରେ ମନୁଷ୍ୟ ଦୃଢତାର ସହ କାମ କରିପାରିନଥାଏ I 🦋ପ୍ରଥମେ ଆଚରଣ,ତାପରେ ପ୍ରବଚନ।ଆଚରଣ ନାହିଁ ତ ପ୍ରବଚନ ନଦେବା ଭଲ । 🦋ସମସ୍ୟା ଯେତେ ବି ବଡ଼ ହେଇଥାଉ ନା କାହିଁକି , ସର୍ବଦା ନିଜ ମନକୁ ସ୍ଥିର ରଖନ୍ତୁ ଏବଂ ନିଜର କର୍ତ୍ତବ୍ୟ ସର୍ବଦା ପାଳନ କରନ୍ତୁ ଦେଖିବେ ସମସ୍ୟା ଆପେ ଆପେ ଦୁରେଇଯିବ । 🦋ଆତ୍ମଶାନ୍ତି ଜୀବନର ମୁଖ୍ୟ […]

ଆଜିର ଅନୁଚିନ୍ତା

🍁ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ,ଯଦି ମନ ସଫା ନଥିବ ତେବେ ଚମକୁଥିବା ଚେହେରାର କୌଣସି ମୂଲ୍ୟ ନଥାଏ । 🍁ସ୍ବର୍ଗରେ ସବୁ କିଛି ଅଛି କିନ୍ତୁ ମୃତ୍ୟୁ ନାହିଁ,ଗୀତାରେ ସବୁକିଛି ଅଛି କିନ୍ତୁ ମିଛ ନାହିଁ,ଦୁନିଆରେ ସବୁ କିଛି ଅଛି କିନ୍ତୁ କାହାରିକୁ ଶାନ୍ତି ନାହିଁ,ଆଜିର ମଣିଷ ପାଖରେ ସବୁ କିଛି ଅଛି କିନ୍ତୁ ଧୋର୍ଯ୍ଯ ନାହିଁ । 🍁ଆଜି ଶରୀରରେ ଜୀବନ ଅଛି ତ ଲୋକେ ଦେଖନ୍ତି ନାହିଁ,ଯେବେ ଆତ୍ମା […]

ଆଜିର ଅନୁଚିନ୍ତା

ଅନେକ ଜନ୍ମର ସଞ୍ଚିତ ପୂଣ୍ୟ ବଳରେ ପ୍ରାଣୀକୁ ଦୁର୍ଲ୍ଲଭ ମଣିଷ ଜନ୍ମ ମିଳିଥାଏ। କିନ୍ତୁ ଅଜ୍ଞାନତା ବଶତଃ ପ୍ରାଣୀ ଶରୀର ବନ୍ଧନରେ ପଡ଼ି ନିଜକୁ ଶରୀର ବୋଲି ଜ୍ଞାନ କରି ପ୍ରକୃତି ଇନ୍ଦ୍ରିୟ ମାନଙ୍କ ଦ୍ଵାରା କରାଉଥିବା ସମସ୍ତ କାର୍ଯ୍ୟରେ  କର୍ତ୍ତାପଣ ଆରୋପ କରି ସେହି କର୍ମର ଫଳକୁ ଭୋଗ କରିବା ପାଇଁ ବାରମ୍ବାର ଏହି ସଂସାରରେ ବିଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରିଥାଏ। କେବଳ ପୂର୍ବ ଜନ୍ମର ସୁକୃତ ଥିଲେ ହିଁ ଭଗବାନଙ୍କ କୃପାରୁ ପ୍ରାଣୀ […]

ଆଜିର ଅନୁଚିନ୍ତା

🦋ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ, କିନ୍ତୁ ପ୍ରକୃତ ସତ୍ୟ ଏହା ଯେ, ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ । ଯେତେବେଳେ ଖରାପ ସମୟ ଆମକୁ ନଚାଉଥାଏ, ଆମେ ନିଜର ବୋଲି ଯାହାକୁ କହୁ, ସେହି ଲୋକ ହିଁ ଢୋଲକ ବଜେଇ ମଜା ଲୁଟୁଥାନ୍ତି…ସେତେବେଳେ ଯଦି କେହି ଅନ୍ଧ ଭଳି ସାହା ହେଇଥାଏ, ସେ କେବଳ “ମାଆ” । ସମୟର ସୁଅରେ ସବୁକିଛି ଭାସିଯାଏ ସିନା କିନ୍ତୁ ସ୍ମୃତି ହୋଇ […]

ଆଜିର ଅନୁଚିନ୍ତା

🦋ଅଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ବୁଝିପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି , ତେବେ ବୁଝିନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ । 🦋”ସଂଘର୍ଷ” ପ୍ରକୃତିର ଆମନ୍ତ୍ରଣ ଅଟେ ,ଯିଏ ସ୍ୱୀକାର କରିଥାଏ.ସେ ହିଁ ଆଗକୁ ବଢ଼ିଥାଏ… 🦋ଜନ୍ମ ପୂର୍ବରୁ ଭଗବାନ ସବୁ ସମ୍ପର୍କ ଗଢ଼ି କରି ପଠାଇଥାଆନ୍ତି ହେଲେ ଦୁଇଟି ସମ୍ପର୍କ ଜନ୍ମ ପରେ ସୃଷ୍ଟି ହୁଏ ଗୋଟେ ହେଲା ” ବନ୍ଧୁତା ” ଆଉ […]

ଆଜିର ଅନୁଚିନ୍ତା

🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ,ସର୍ବେ ନିଜ ନିଜ ଅଭିନୟ ସାରି,ବାହୁଡିବେ କାଳବଳେ । 🦋ହେ ଈଶ୍ବର ସୁଖ ଏତିକି ଦିଅ ଯେ ମନରେ ଅହଙ୍କାର ନ ଆସୁ ଆଉ ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟୁ । 🦋ମିତ୍ର ଯଦି ସୁଖରେ ଅଛି ତେବେ ନ ଡାକିଲା ଯାଏଁ ଯିବ ନାହିଁ ଆଉ ମିତ୍ର ଯଦି ଦୁଃଖରେ ପଡିଛି ତେବେ ଡାକିବା ଯାଏଁ […]