Browsing category

ସତ୍ୟ ସନ୍ଧାନ

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ୍ । ସେ ସମସ୍ତଙ୍କୁ ବଶୀଭୂତ କରିପାରେ !!” ➡️ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ୍ ପାଲଟି ଯାଇପାରେ !! ➡️ଏ ଦୁନିଆଁ ଅମର […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ !! ➡️”ସବୁ ପ୍ରାଣୀଙ୍କର ଆୟୁ, ବିଦ୍ୟା, ଧନ, ମୃତ୍ୟୁ କର୍ମ ନିର୍ଦ୍ଧିଷ୍ଟ । ଏହାକୁ କର୍ମର ଫଳ କୁହାଯାଇଥାଏ । ସମସ୍ତେ କର୍ମର ଦାସ । ଯିଏ ଯେପରି କର୍ମ କରେ ସିଏ ସେପରି ଫଳ ପାଏ !! ➡️”ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ […]

ଆଜିର ଅନୁଚିନ୍ତା

🦋ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ତ ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା ହିଁ କରି ନ ଥାଏ । 🦋ଶବ୍ଦର ଶକ୍ତିକୁ ଅବମାନନା କରନ୍ତୁ ନାହିଁ । ଏକ ଛୋଟ “ହଁ” ଏବଂ ଏକ ଛୋଟ “ନା” ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ । 🦋 ସମାଜ ଆଜି ଏମିତି ହୋଇଯାଇଛି ଯେ ଏଠି ସତ୍ ପଥଗାମୀ ମଣିଷମାନେ ଅବହେଳିତ ଆଉ ଅସତ୍ ପଥଗାମୀ ମଣିଷମାନେ ସମ୍ମାନିତ , […]

ଆଜିର ଅନୁଚିନ୍ତା 

ଆଜିର ନୀତିବାଣୀ  ➡️”ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ !! ➡️”ଜୀବନର ଲକ୍ଷ୍ୟ ମନ୍ଦ କାର୍ଯ୍ୟ ନୁହେଁ, ଭଲ କାମ ଓ ପରୋପକାର ଅଟେ !! ➡️”ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ […]

ଆଜିର ଅନୁଚିନ୍ତା

-ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ । -ଏଇ ପୃଥିବୀରେ ଦୁଇ ଜଣ ଜ୍ଯୋତିଷ ଅଛନ୍ତି,ଜଣେ ଯିଏ ମନର କଥା ବୁଝିପାରେ, ସିଏ ହେଉଛି ” ମା ” ଆଉ ଜଣେ ଯିଏ […]

ଆଜିର ଅନୁଚିନ୍ତା

🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ କୁ କେବେହେଲେ ବଦଳାଇ ପାରେ ନାହିଁ । 🦋ଜୀବନରେ ନିଜ ଅତୀତକୁ ସମୀକ୍ଷା କରି ,ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ” ବର୍ତ୍ତମାନ “ଏହା ନିଶ୍ଚୟ ମନେ ରଖନ୍ତୁ । 🦋ନୀରବତା ଏମିତି ଏକ ଚାବିପେନ୍ଥା ଯାହା ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖେ । 🦋କାହାର ଦୁଃଖ ସମୟରେ ଥଟ୍ଟା ପରିହାସ […]

ଆଜିର ଅନୁଚିନ୍ତା

🦋ଆମେ ଅର୍ଜନ କରିଥିବା ସମ୍ପତ୍ତିକୁ ଆମେ ଅନ୍ୟ ସହ ଭାଗବଣ୍ଟା କରିପାରିବା। କିନ୍ତୁ ଆମେ କରିଥିବା କର୍ମକୁ କାହା ସହିତ ବାଣ୍ଟିପାରିବା ନାହିଁ, ଆମଦ୍ୱାରା କରାଯାଇଥିବା କର୍ମକୁ କେବଳ ଆମକୁ ହିଁ ଭୋଗିବାକୁ ପଡିବ। ତେଣୁ କର୍ମ କରିବା ପୂର୍ବରୁ ଥରେ ତାର ପରିଣତି ନିଶ୍ଚୟ ଚିନ୍ତାକରିବା ଉଚିତ୍ । 🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ । 🦋ଯେଉଁମାନଙ୍କ ପାଇଁ […]

ଆଜିର ଅନୁଚିନ୍ତା

🦋ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ କେବେହେଲେ ନିର୍ଭର କରନ୍ତୁ ନାହିଁ ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ । 🦋ଜୀବନ ଓ ସମୟ ମଣିଷର ହିଁ ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ । 🦋ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଫଳତା ହାସଲ କରିବା । ଏଥିପାଇଁ ସ୍ୱପ୍ନ ଦେଖନ୍ତୁ । କଠୋର ପରିଶ୍ରମ କରନ୍ତୁ । […]

ଆଜିର ଅନୁଚିନ୍ତା

🦋କ୍ରୋଧ ଶବ୍ଦରେ ରହିବା ଉଚିତ୍ ,ମନରେ ନୁହେଁ ।ସେହିପରି ପ୍ରେମ କେବଳ ଶବ୍ଦରେ ନୁହେଁ ,ମନରେ ମଧ୍ୟ ରହିବା ଉଚିତ୍ । 🦋ସର୍ବଦା ଅନ୍ୟର ଭୁଲ ପାଇଁ ନିଜ ଅଭିମାନ କୁ ତ୍ୟାଗକରି ସଦା ଅନ୍ୟର ପରିସ୍ଥିତି ଓ ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏବଂ ଅଭିମାନ ବଦଳରେ ଅନ୍ୟକୁ ବୁଝି ଅନ୍ୟର ସହାୟକ ହୁଅନ୍ତୁ, ଦେଖିବେ ଆପଣଙ୍କୁ ସଦା ମହାନ ବ୍ୟକ୍ତିତ୍ୱ ରେ ପରିଣତ କରାଇବ। 🦋ଜୀବନ ଏକ ଜଳ ବୁନ୍ଦା ହେଲେ ଅହଙ୍କାର […]

ଆଜିର ଅନୁଚିନ୍ତା

🦋ଟିକିଏ ଥଣ୍ଡା ମୁଣ୍ଡରେ ଭାବି ଦେଖନ୍ତୁ ଏତେ ରାଗ , ରୁଷା , ଅଭିମାନ , ଇର୍ଷା କ’ଣ ପାଇଁ , ଥରେ ନିଶ୍ବାସ ବନ୍ଦ ହୋଇଗଲେ ସବୁ ଶେଷ ହୋଇଯାଏ । 🦋କଥାରେ ଅଛି ପକେଟରେ ଟଙ୍କା ଥିଲେ ଦୁନିଆଁ ଲୋକଙ୍କୁ ଚିହ୍ନିବ ” ଆଉ “ଟଙ୍କା ନ ଥିଲେ ନିଜ ଲୋକଙ୍କୁ ଚିହ୍ନିବ। 🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଏଠି ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ […]