ଆଜିର ଅନୁଚିନ୍ତା

ତାରିଖ - ୨୦:୦୧:୨୦୨୨(ଗୁରୁବାର)

🦋ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ତ ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା ହିଁ କରି ନ ଥାଏ ।
🦋ଶବ୍ଦର ଶକ୍ତିକୁ ଅବମାନନା କରନ୍ତୁ ନାହିଁ । ଏକ ଛୋଟ “ହଁ” ଏବଂ ଏକ ଛୋଟ “ନା” ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ ।
🦋 ସମାଜ ଆଜି ଏମିତି ହୋଇଯାଇଛି ଯେ ଏଠି ସତ୍ ପଥଗାମୀ ମଣିଷମାନେ ଅବହେଳିତ ଆଉ ଅସତ୍ ପଥଗାମୀ ମଣିଷମାନେ ସମ୍ମାନିତ , କିନ୍ତୁ ଏହା କ୍ଷଣସ୍ଥାୟୀ 🦋ଯେମିତି…ସବୁ ପ୍ରେମର ମାନେ ବିବାହ ନୁହେଁ…ଠିକ୍ ସେମିତି..ସବୁ ଥଣ୍ଡା ଜ୍ବର ମାନେ କରୋନା ନୁହେଁ… ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ…ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ମାସ୍କ୍ ପିନ୍ଧନ୍ତୁ ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.ଜୟ ଜଗନ୍ନାଥ

 

Comments (0)
Add Comment