Browsing category

ସତ୍ୟ ସନ୍ଧାନ

ଆଜିର ଅନୁଚିନ୍ତା

🦋ଯେତେ ଦୁଃଖ କଷ୍ଟ ଆସୁ କିଛି ଚିନ୍ତା ନାହିଁ ବାସ୍ ମୁଣ୍ଡ ଉପରେ…ବାପା ମା’ଙ୍କର ହାତ ଥିବା ଦରକାର। 🦋ଜୀବନର ମନ୍ତ୍ର :-ଜୀବନ ଯେତେ କଠିନ ହେବ, ଆପଣ ସେତେ ମଜବୁତ ହେବେ। ଆପଣ ଯେତେ ମଜବୁତ ହେବେ, ଜୀବନ ସେତିକି ସହଜ ହେବ। 🦋ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି । 🦋ଜୀବନର ୩ଟି ମନ୍ତ୍ର :- ୧. ଖୁସିରେ […]

ଆଜିର ଅନୁଚିନ୍ତା

➡️”ଟିକିଏ ଥଣ୍ଡା ମୁଣ୍ଡରେ ଭାବି ଦେଖନ୍ତୁ ଏତେ ରାଗ , ରୁଷା , ଅଭିମାନ , ଇର୍ଷା କ’ଣ ପାଇଁ , ଥରେ ନିଶ୍ବାସ ବନ୍ଦ ହୋଇଗଲେ ସବୁ ଶେଷ ହୋଇଯିବ !! ➡️”କିଛି ଲୋକ ଅନ୍ୟକୁ ବିପଦରେ ପକାଇ ତାହାର ସରଳତାର ସୁଯୋଗ ନେଇ ନିନ୍ଦିତ କରି ଖୁସି ହୋଇଥାନ୍ତି .ସେମାନେ ଜାଣି ନଥାନ୍ତି ଯେ ସେ ଖୁସି ଅଳ୍ପଦିନର କାହିଁକିନା ସୃଷ୍ଟିର ନିୟମ ଅଛି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ଦିନେ ନିଜକୁ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା 🦚”ସବୁବେଳେ ଦୁଇ ପ୍ରକାର ଲୋକଙ୍କ ଠାରୁ ଦୂରେଇ ରୁହ । Busy ଏବଂ Ego, Busy ଲୋକ ନିଜ ଇଚ୍ଛାରେ କଥା ହେବେ ଏବଂ Ego ଲୋକମାନେ ନିଜ ସ୍ୱାର୍ଥ ପାଇଁ କଥା ହେବେ ! 🦚”ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷକୁ ଦେଖନ୍ତୁ । ମନେ ରଖନ୍ତୁ ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖାଇଲେ Bus ଚାରୋଟି ଆଙ୍ଗୁଳି ନିଜ ଆଡକୁ ରହେ ! 🦚”ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ , ବଞ୍ଚି […]

ଆଜିର ଅନୁଚିନ୍ତା

🔔ଦୁନିଆର ସବୁଠୁ ବଡ଼ ସତ୍ୟ ଲୋକମାନେ ତୁମ ବିଷୟରେ ଭଲ ଶୁଣିଲେ.. ତୁମକୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି। ଆଉ, ତୁମ ବିଷୟରେ ଖରାପ ଶୁଣିଲେ.. ତୁରନ୍ତ ବିଶ୍ୱାସ କରି ଯାଆନ୍ତି। 🔔କର୍ମର ଗଣିତ ବହୁତ ସିଧା ଏବଂ ସରଳ ଭଲ କରିଲେ ଭଲ ଫଳ ମିଳିବ ” ଏବଂ “ଖରାପ କରିଲେ ଖରାପ ଫଳ ମିଳିବ । 🔔କେବେ ନିଜ ହାତର ରେଖା ଉପରେ ଭରଷା କରି ଭାଗ୍ୟକୁ ଦୋଷ ଦେବେ ନାହିଁ, କାରଣ…ଭାଗ୍ୟ ତ ତାଙ୍କର […]

ଆଜିର ଅନୁଚିନ୍ତା

ବ୍ରହ୍ମାଙ୍କ ସ୍ତବରେ ପ୍ରୀତ ହୋଇ ଶ୍ରୀଭଗବାନ କହିଲେ ,ହେ ସୃଷ୍ଟିକର୍ତ୍ତା ବ୍ରହ୍ମା ! ଏହି ଜଗତର ସମସ୍ତ ପ୍ରାଣୀମାନଙ୍କ ଶରୀରରେ ମୁଁ ଆତ୍ମା ରୂପରେ ବିଦ୍ୟମାନ ଅଟେ। କିନ୍ତୁ ବିଷ୍ଣୁ ମାୟାରେ ମୋହିତ ହୋଇ ଅଜ୍ଞାନତା ବଶତଃ ସଂଶୟ ଚିତ୍ତ ଯୁକ୍ତ ପ୍ରାଣୀ ମୋର ଆତ୍ମା ସ୍ଵରୂପକୁ ସମସ୍ତ ପ୍ରାଣୀ ମାନଙ୍କ ଭିତରେ ଅନୁଭବ କରି ପାରି ନଥାଏ। ଯଦି ଶାରୀରିକ ମାୟା ମୋହ ତ୍ୟାଗ କରି ଭଗବତ୍ ପ୍ରେମରେ ଉଦବୁଦ୍ଧ ହୋଇ ପ୍ରାଣୀ ପ୍ରେମ ଭକ୍ତିରେ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ 🔔”ମୁହଁ ସାମନାରେ ମିଠାକଥା କହି ପଛରୁ ଛୁରୀ ଭୂଷୁଥିବା ବନ୍ଧୁଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ଏଭଳି ବନ୍ଧୁଙ୍କ ଦ୍ୱାରା କୌଣସି ଉପକାର ସାଧିତ ହୋଇପାରେ ନା ଲାଭ ମିଳିପାରେ? ଏମାନେତ ହେଉଥିବା କାର୍ଯ୍ୟକୁ ଭଣ୍ଡୁର କରାଇ ଦେଇପାରନ୍ତି । ଏମାନଙ୍କୁ କେବେ ବିଶ୍ୱାସ କରିବା ଉଚିତ୍ ନୁହେଁ । ଏମାନଙ୍କ ଅପେକ୍ଷା ବୁଦ୍ଧିମାନ ଶତ୍ରୁ ବରଂ ଖୁବ୍ ଭଲ ! 🔔”ଯିଏ ନିଜର ବନ୍ଧୁଘରେ ରହି ତାଙ୍କର ପତ୍ନୀ, ଭଗିନୀ ବା ଅନ୍ୟ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଆଖିଠାରୁ ମୂଲ୍ୟବାନ ଅଙ୍ଗ କିଛି ନାହିଁ । ଆଖି ଥାଇ ଅନ୍ଧ ହେବା ଅର୍ଥ ନିଜକୁ ନିଜେ ବିନାଶ କରିବା ! ➡️”ଏ ଦୁନିଆଁରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ,. ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ ➡️”ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର । ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ । ଦୁଷ୍ଟ, ଖଳ, ଖରାପକୁ ଛାଡି […]

ଆଜିର ରାଶିଫଳ

ଜୁଲାଇ ମାସ ୩୧ ତାରିଖ ୨୦୨୧ ମସିହା(ଶନିବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ ,ନକ୍ଷତ୍ର- ଅଶ୍ଵିନୀ ,ମେଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଭକ୍ଷଣ ନିଷେଧ | ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ […]

ଆଜିର ଅନୁଚିନ୍ତା

🔥”ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ବାର୍ଥ ଅତି ତୁଚ୍ଛ ଓ ନଗଣ୍ୟ , କାହିଁକିନା ଆକାଶ ଯେତେ ଉଚ୍ଚ ହୋଇଥାଏ ତାର ସ୍ବଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ !! 🔥”ପ୍ରକୃତରେ ଯେଉଁମାନେ କଷ୍ଟ କଣ ବୁଝିପାରନ୍ତି ସେମାନେ କେବେବି ଆଉ କାହାର କଷ୍ଟର କାରଣ ହୁଅନ୍ତି ନାହିଁ !! 🔥”ଯଦି କେହି କେବେ ଆପଣଙ୍କର ବିଶ୍ବାସ ଭାଙ୍ଗନ୍ତି ତେବେ ଆପଣ ତାଙ୍କୁ ଧନ୍ୟବାଦ ଦେବା ଉଚିତ , କାହିଁକିନା […]

ଆଜିର ଅନୁଚିନ୍ତା

🔔”ଆଶା” ଏବଂ “ବିଶ୍ୱାସ” କଦାପି ଭୁଲ୍ ହୋଇନଥାଏ, ଏହା କେବଳ ଆମ ଉପରେ ନିର୍ଭର କରେ ଯେ ……. ଆମେ କାହାକୁ ଆଶା କରିଥିଲେ ଏବଂ କାହା ଉପରେ ବିଶ୍ୱାସ କରିଥିଲେ !!” 🔔”କର୍ମ ଉପରେ ବିଶ୍ୱାସ ରଖ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖ, ସମୟ ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ନିଶ୍ଚିତ ଭାବରେ ଏକ ବାଟ ବାହାର ହେବ ! 🔔”ତୁମର ମନର ପୁସ୍ତକ ଏମିତି ବ୍ୟକ୍ତି ପାଖରେ ଖୋଲ, ଯିଏ ଏହାକୁ ପଢ଼ିବା […]