Browsing category

ସତ୍ୟ ସନ୍ଧାନ

ରଜ ଉପଲକ୍ଷେ ବିଶେଷ ଉପସ୍ଥାପନା

ବରଷକେ ଥରେ ଆସିଛି ରଜ-ଆଜି ସଜବାଜ   -’ବନସ୍ତେ ଡାକିଲା ଗଜ , ବରଷକେ ଥରେ ଆସିଛି ରଜ     ଆସିଛି ରଜ ଲୋ ଘେନି ନୂଆ ସଜବାଜ’ ଭାବର ଆଦାନ ପ୍ରଦାନର ପର୍ବ ରଜ। ମିଳନର ପର୍ବ ରଜ। ଓଡ଼ିଶାବାସୀଙ୍କ କୃଷିଭିତ୍ତିକ ପର୍ବ ରଜ। ଆଷାଢର ଆରମ୍ଭରେ ରଜ ଆସେ। ଏହାର ପୂର୍ବଦିନ ସଜବାଜ ଏବଂ ଶେଷଦିନ ବସୁମତି ସ୍ନାନକୁ ମିଶାଇ ଏହା ପାଞ୍ଚଦିନ ଧରି ପାଳନ କରାଯାଏ। ରଜର ମୁଖ୍ୟ ତିନିଦିନ ହେଲା :- ପହିଲି […]

ଆଜିର ଅନୁଚିନ୍ତା

➡️ଆଉ ମାଆଙ୍କ ଭଲପାଇବା ଭିତରେ ଫରକ କ’ଣ ଜାଣିଛ,,,, ମାଆଙ୍କ ଭଲ ପାଇବା ସବୁବେଳେ ଦେଖିହୁଏ କିନ୍ତୁ ବାପାଙ୍କ ଭଲପାଇବା ଦେଖିହୁଏନାହିଁ କେବଳ ଅନୁଭବ କରିହୁଏ,,,,। ➡️ଲାତ ମାରିବାର ଅଭ୍ୟାସ ତ ସନ୍ତାନ ମାନଙ୍କର ମାଆ ପେଟରୁ ହିଁ ଅଛି, ଫରକ ଖାଲି ଏତିକି… ପେଟରେ ଲାତ ଖାଇଲା ବେଳେ ବାପା ମାଆଙ୍କର ଖୁସିର ସୀମା ରୁହେନି ଆଉ ବାର୍ଦ୍ଧକ୍ୟ ଅବସ୍ଥାରେ ଲାତ ଖାଇଲେ ଆଖିରୁ ଲୁହ ଶୁଖେନି । ➡️ ଦୁଃଖ ସହିବା ବାଲା ଆଗକୁ […]

ଆଜିର ଅନୁଚିନ୍ତା

➡️ଆଜି କାଲି ଚୁପ୍ ରହିଯିବା ଠିକ୍ କାହିଁକି ନା,,,,,ଲୋକେ ତୁମ ଶବ୍ଦ ଗୁଡିକର ଭୁଲ୍ ଅର୍ଥ ବାହାର କରୁଛନ୍ତି,,,। ➡️ ବିଶ୍ବାସ କରିବା ପରେ ଅବିଶ୍ବାସ କରାଯାଏ କିନ୍ତୁ ଅବିଶ୍ବାସ କରିଥିବା ଲୋକଟିକୁ ଆଉ କୌଣସି ପ୍ରକାର ବିଶ୍ବାସ କରି ହୁଏନାହିଁ ➡️ ଜୀବନରେ ଏମିତ ଭଲ କାମ କର.. ଯେମିତି ମୃତ୍ୟୁ ସମୟରେ ସ୍ୱୟଂ ଯମରାଜ କହିବେ, ହଜୁର ଆପଣ ମଇଁଷି ପିଠିରେ ବସନ୍ତୁ ମୁଁ ଚାଲି ଚାଲି ଯାଉଛି । ➡️ମଣିଷ ମାନଙ୍କର ଚିନ୍ତାଧାରା […]

ସ୍ୱାମୀଙ୍କ ମଙ୍ଗଳ କାମନା କରି ବ୍ରତ ରଖିଥାନ୍ତି ସଧବା

ଆଜି ସାବିତ୍ରୀ ଅମାବସ୍ୟା। ଓଡିଆ ଘରର ଏହି ପର୍ବକୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି। ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ। କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ। ଏହା ସମ୍ଭବ ହୋଇଥିଲା […]

ଆଜିର ଅନୁଚିନ୍ତା

➡️କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁହୁଏତ ମୃତ୍ୟୁ ପୂର୍ବରୁ କ୍ଷମା ମାଗିବା ପାଇଁ ତାଙ୍କୁ ଆଉ ଖୋଜି ପାଇବ ନାହିଁ । ➡️ସୁନ୍ଦରତା କିମ୍ବା ମଧୁର କଥାରେ ସମ୍ପର୍କ ତିଷ୍ଠି ପାରେ ନାହିଁ,ସମ୍ପର୍କ ତିଷ୍ଠି ରହେ ସୁନ୍ଦର ହୃଦୟ ଆଉ ଅତୁଟ ବିଶ୍ବାସ ଦ୍ବାରା । ➡️ ନ ହରେଇବା ଯାଏ କେବେ ବି ଗୁରୁତ୍ୱ ବୁଝି ହୁଏ ନାହିଁ । ➡️କିଛି ମଣିଷର ଭାଗ୍ୟଟା ଏତେ ଖରାପ ଯେ ସେମାନେ ଅନ୍ତରରୁ ଯେତେ ଭଲ […]

ଆଜିର ଅନୁଚିନ୍ତା

?ମନରେ ଯେତେବେଳେ ଅନ୍ୟର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି । ତତ୍କ୍ଷଣାତ୍ କାଳବିଲମ୍ବ ନ କରି ସେହି ପାପପ୍ରବୃତ୍ତିକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ଥାର, ନଚେତ୍ ସବୁ ନଷ୍ଟ ହୋଇଯିବ !! ?ତୁମର ମନ ଯେତେ ନିର୍ମଳ ହେବ ତୁମର ଚକ୍ଷୁ ସେତେ ନିର୍ମଳ ହେବ, ଆଉ ଜଗତଟା ତୁମ ନିକଟରେ ନିର୍ମଳ ହୋଇ ଭାସି ଉଠିବ ! ?ଜଗତରେ ମଣିଷ […]

ଆଜିର ଅନୁଚିନ୍ତ। 

➡️ତେଲ ମାରି କାହା ପାଖରେ ଭଲ ହେବାଠୁ ଉଚିତ୍ କଥା କହି ଖରାପ ହେବା ଅନେକ ଭଲ । ➡️ଆଜି ମଲେ କାଲିକୁ ଦୁଇଦିନ,ତା ‘ ହେଲେଏତେ ଗର୍ବ ଅହଙ୍କାର କଣ ପାଇଁ ! ➡️ ଅଶାନ୍ତ ମନରେ କୌଣସି ସକାରାତ୍ମକ ଭାବନା ଆସିନଥାଏ, ଶାନ୍ତ ମନ ହିଁ ଆମକୁ ଉଚିତ୍ ରାସ୍ତା ଦେଖାଇଥାଏ । ➡️ତୁମେ ଯାହାକୁ ଯାହା ବି ଦେଇଛ ତା’ଠୁ ପ୍ରତିଦାନରେ ଆଶା କର ନାହିଁ , କାରଣ ସମସ୍ତଙ୍କ ପାଖରେ ତୁମ […]

ଆଜିର ଅନୁଚିନ୍ତା

➡️ଜୀବନରେ ସେ ହିଁ ସଫଳ ଯିଏ ତାଙ୍କ ବାପା ମାଆଙ୍କୁ ସମ୍ମାନ କରିବା ଜାଣେ । ➡️ମୂର୍ଖ ଲୋକ ମାନେ ପଥର ଖଣ୍ଡକୁ ରତ୍ନ ବୋଲି ସିନା କହନ୍ତି, କିନ୍ତୁ ପୃଥିବୀରେ ମାତ୍ର ତିନିଟି ରତ୍ନ ଅଛି ! ତାହା ହେଲା- ଜଳ, ଅନ୍ନ ଓ ସୁବଚନ । ➡️ ମଣିଷ ପ୍ରକୃତି ହେଉଛି କୁକୁର ଲାଙ୍ଗୁଡ ପରି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହା ଏମିତି ବଙ୍କା ଯେ ତାକୁ ସିଧା କରିବା ଭାରି […]

ବ୍ରହ୍ମଙ୍କ ପାଖରେ ବ୍ରହ୍ମକମଳ

ବାରଙ୍ଗ,୪/୬(ଏସ ଏସ ନିୟୁଜ)ବ୍ରହ୍ମଙ୍କ ପାଖରେ ଫୁଟିଛି ବ୍ରହ୍ମକମଳ।ଗୋଟିଏ ନୁହେଁ ଏକାବେଳକେ ତିନଟି ଫୁଟିଛି।ଏହିଭଳି ଘଟଣା ନନ୍ଦନକାନନସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ।ଏହି ଦୁର୍ଲଭ ଫୁଲ ଗୁରୁବାର ରାତିରେ ଫୁଟିଥିବାର ଦେଖିବାକୁ ମିଳିଛି।ମନ୍ଦିର ପାର୍ଶ୍ୱରେ ରହୁଥିବା ଜଣେ ବ୍ୟକ୍ତି ରାତିରେ ଉଠିଥିବାବେଳେ ଏହା ଜଣିବାକୁ ପାଇଥିଲେ ।ପରେ ପୂଜକକୁ ଡାକି ଦେଖାଇବା ସହ ପାଖରେ ଥିବା କିଛି ଲୋକମାନେ ଆସି ଦେଖିବା ପାଇଁ ରୁଣ୍ଡିଭୁତ ହୋଇଥିଲେ ।ଶୁକ୍ରବାର ସକଳେ ଏହା ପ୍ରଭୁଙ୍କ ପାଖରେ ଅର୍ପଣ କରାଯା […]

ଆଜିର ସନ୍ଥବାଣୀ

?ଯଦି ଉପର ଵାଲା ସହିତ ତୁମର ସମ୍ପର୍କ ମଜଭୁତ ଅଛି, ତେବେ ମର୍ତ୍ୟରେ ଥିବା ମନୁଷ୍ୟ ତୁମର କିଛି କ୍ଷତି କରି ପାରିବ ନାହିଁ !! ?ଏମିତି ମୋହରେ ନପଡନ୍ତୁ ଯେମିତି କାହାର ଦୋଷକୁ ଲୁଚେଇବାକୁ ପଡିବ, ଘୃଣା ଏତେଟା ନ କରନ୍ତୁ ଯେମିତି କାହାର ଭଲ ଗୁଣ ଓ କର୍ମକୁ ଦେଖି ନ ହେବ !! ?”ନାରୀ ଓ ବୃକ୍ଷ” ଖୁସି ହେଲେ ଫୁଲରେ ସଜେଇ ଦିଅନ୍ତି, ଦୁହେଁ ବଢନ୍ତି ଆଉ ଶୋଭା ବର୍ଦ୍ଧନ କରନ୍ତି […]