Browsing category

ସତ୍ୟ ସନ୍ଧାନ

ଆଜିର ଅନୁଚିନ୍ତା

➡️ଧୈର୍ଯ୍ଯ ହରାଅ ନାହିଁ ,ସୃଷ୍ଟି କର୍ତ୍ତା ସବୁ ସମସ୍ୟାର ସମାଧାନ କରିବେ ଏବଂ ଉଚିତ୍ ମାର୍ଗ ଦେଖେଇବେ । ➡️କୌଣସି କଥାକୁ ନେଇ ହତାସ୍ ହୁଅ ନାହିଁ, ଧୈର୍ଯ୍ଯର ସହିତ ପରିସ୍ଥିତିର ମୁକାବିଲା କରନ୍ତୁସବୁକିଛି ସମୟ ଠିକ୍ କରିଦେବ । ➡️ମଣିଷର କଥା କହିବାର ଶୈଳୀ ତାର ସଂସ୍କାରକୁ ପ୍ରକାଶ କରିଥାଏ , ନହେଲେ ଚେହେରା ତ କେବଳ ଅଭିନୟ ହିଁ କରିଥାଏ । ➡️ଜୀବନରେ ଗୋଟିଏ କଥା ସବୁବେଳେ ମନେରଖନ୍ତୁ ଯେ କାର୍ଯ୍ୟ ଯେତେ ସଂଘର୍ଷମୟ […]

ଆଜିର ଅନୁଚିନ୍ତା

➡️ପାପ ଯେତେ କ୍ଷୁଦ୍ର ହେଉ କେବେ ବି କରିବେନାହିଁ,ଆଉ ପୂର୍ଣ୍ଣ୍ଯ ଯେତେ କ୍ଷୁଦ୍ର ହେଉ ତାହା କେବେ ବି ଛାଡିବେ ନାହିଁ । ➡️ସର୍ବଦା ସୁଚିନ୍ତା କରନ୍ତୁ କାରଣ ଆମ ସୁଚିନ୍ତାଧାରା ଦିନେ ପ୍ରତିଜ୍ଞାରେ ପରିଣତ ହୁଏ । ➡️ବର ଗାଡିରେ କେବଳ ବର କନ୍ଯା ଯାଆନ୍ତି ନାହିଁ,ଗୋଟିଏ ବାପାଙ୍କର ବଞ୍ଚି ରହିଥିବା ସ୍ବପ୍ନଟା ବି ଚାଲିଯାଏ । ➡️ଏଜୀବନରେମିତି କେବେ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ , ଯାହାକି ନିଜେ ନିଜ ମୁଣ୍ଡ ତଳକୁ ନୂଆଁଇବାକୁ […]

ଆଜିର ଅନୁଚିନ୍ତା

➡️ଜୀବନରେ କିଛି କ୍ଷଣ ଏମିତି ବି ଆସି ଥାଏ ଯେତେବେଳେ କି ମନୁଷ୍ୟ ପାଖରେ ସବୁ ଥାଇ ବି ହସିବା ଭୁଲି ଯାଇଥାଏ । ➡️ଇର୍ଷା ଏବଂ ଘୃଣାର ଅନୁଭବ କାହାକୁ ଜୀବନରେ ସୁଖ ପାଇବାକୁ ଦିଏ ନାହିଁ । ଏହି ଭାବନା ଆମର ମାନସିକ ଶାନ୍ତି ସମାପ୍ତ କରିଦିଏ। ➡️ଜଣେ ଜଣଙ୍କ ପାଇଁ ସେତିକି ଦିନ ପର୍ଯ୍ୟନ୍ତ ଖାସ ହେଇଥାଏ, ଯେତିକି ଦିନ ପର୍ଯ୍ୟନ୍ତ ଆଉଜଣେ ତା ଜୀବନକୁ ଆସି ନଥାଏ । ➡️”ଖୁସିରେ ରହିବାକୁ […]

ଆଜିର ଅନୁଚିନ୍ତା

➡️ଅଜବ ଏ ଦୁନିଆ ଭଲ କଲେ କହିବ — ମନ୍ଦ କଲେ ବି କହିବ –। ➡️ଈଶ୍ୱରଙ୍କୁ ଅନୁଭବ କରିବା ଶାଶ୍ୱତ ବିଜ୍ଞାନ ହିଁ ଧର୍ମ ଅଟେ । ➡️ଯିଏ ନିଜ ସ୍ଵଭାଵ ଅନୁଯାୟୀ ସ୍ବଧର୍ମ ପାଳନରେ ଅସମର୍ଥ, ସେ ତାହା ଠାରୁ ଉର୍ଦ୍ଧ୍ଵରେ ଥିବା ପରଧର୍ମ ପାଳନ ପାଇଁ କେବେ ବି ସମର୍ଥ ହେବ ନାହିଁ । ➡️କେବେ ବି ଲୋକେ ଆପଣଙ୍କ ବିଷୟରେ ଟିକା ଟିପ୍ପଣୀ କରନ୍ତି ତ ବିଚଳିତ ହୁଅ ନାହିଁ, ବାସ୍ […]

ଆଜିର ଅନୁଚିନ୍ତା

➡️ପିଲାଙ୍କୁ ଉପହାର ନଦେଲେ ସେ କିଛି ସମୟ କାନ୍ଦିବ, କିନ୍ତୁ ସଂସ୍କାର ନଦେଲେ ଜୀବନ ସାରା କାନ୍ଦିବ । ➡️ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ବହୁତ କଷ୍ଟ ହୁଏ, ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ନୂଆ ଜୀବନ ଆରମ୍ଭ ହୁଏ । ➡️ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି ନା ସେଥି ମଧରୁ ” ନିନ୍ଦା ” ଆଉ ” ଅପବାଦ ହେଉଛି ସର୍ବଶ୍ରେଷ୍ଠ । ➡️ଶାନ୍ତ ମନରେ ତୁମ ଦ୍ବାରା ଯାହା […]

ଆଜିର ଅନୁଚିନ୍ତା 

➡️ଅତୀତ ଶିଖାଏ  ବର୍ତ୍ତମାନ କନ୍ଦାଏ ଆଉ ଭବିଷ୍ୟତ ବଞ୍ଚିରହିବାପାଇଁ ସ୍ବପ୍ନ ଦେଖାଏ  ! ➡️କ୍ଷମା ସେମାନଙ୍କୁ ମାଗନ୍ତୁ ଯେଉଁମାନେ ଆପଣଙ୍କୁ ବୁଝି ପାରୁଥିବେ ! ➡️ମଣିଷ ଯଦି ପ୍ରକୃତ ସୁଖ ପାଇବାକୁ ଚାହେଁ, ତେବେ ତାକୁ କଠୋର ହେବାକୁ ହେବ.. କୌଣସି ଜିନିଷ ପ୍ରତି ଆସକ୍ତି ବଢାଇବା ଉଚିତ୍ ନୂହେଁ, ମୋର ମୋର କହି ସବୁ ଜିନିଷକୁ ଆବୋରି ରଖିବା ଉଚିତ ନୂହେଁ.. ତ୍ୟାଗରେ ହିଁ ମଣିଷ ପରମ ସୁଖର ଅଧିକାରୀ ହୋଇଥାଏ.. ➡️ଏହା କହିବା ବୃଥା […]

ଆଜିର ଅନୁଚିନ୍ତା

➡️କାହାକୁ ଅତ୍ୟଧିକ ଗୁରୁତ୍ୱ ଦେଲେ, ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡେ । ➡️ଆଘାତ ମଣିଷକୁ ବଦଳେଇ ଦିଏ—ଅବହେଳା ମଣିଷକୁ ବାସ୍ତବତା ଶିଖାଇ ଦିଏ —। ➡️ଲୋକଙ୍କର “ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ ! ➡️”ସନ୍ଦେହ”, ଗୋଟିଏ ମଣିଷର ସଂସାର ନଷ୍ଟ କରିଦିଏ; ଆଉ “ଭଲପାଇବା”, ଜଣେ ଅପରିଚିତକୁ ଅତି ନିଜର କରିଦିଏ । ➡️କାହା କାହା ମୁଁହରୁ Sorry ଶବ୍ଦଟା […]

ଆଜିର ଅନୁଚିନ୍ତା

➡️”ଭଗବାନଙ୍କୁ ସ୍ମରଣ କରିବାରେ ଗୁରୁଙ୍କ ସାହାଯ୍ୟ ଅତ୍ୟନ୍ତ ଜରୁରୀ | ତେଣୁ ଗୁରୁଙ୍କୁ ସମ୍ମାନ ଦିଅ ଏବଂ ପ୍ରଣାମ କର ! ➡️”ସମସ୍ତେ ଇଶ୍ବରଙ୍କ ନାମ ନିଅନ୍ତି, କିନ୍ତୁ ଏହାର ରହସ୍ୟକୁ କେହି ଜାଣିପାରିବେ ନାହିଁ | ଯଦି ଗୁରୁଙ୍କ ଅନୁଗ୍ରହରେ କେହି ନିଜ ଭିତରେ ଭଗବାନଙ୍କ ନାମ ପ୍ରତିଷ୍ଠା କରନ୍ତି, ତେବେ କେବଳ ତାଙ୍କୁ ହିଁ ଫଳ ମିଳିପାରିବ ! ➡️”ଭଗବାନ ଏକ କିନ୍ତୁ ଅନେକ ରୂପ ଅଛି | ସେ ସମସ୍ତଙ୍କର ସୃଷ୍ଟିକର୍ତ୍ତା ଏବଂ […]

ଆଜିର ଅନୁଚିନ୍ତା

➡️ବ୍ଯବହାର, ସଂସ୍କାର, ସୁନ୍ଦର ବିଚାର ହିଁ ଗୋଟିଏ ବ୍ଯକ୍ତିର ଭଦ୍ରତାର ପରିଚୟ ଦିଏ । ➡️ଯେଉଁ ବ୍ୟକ୍ତି ଅହଂକାରର ବଶବର୍ତ୍ତୀ ହୋଇ କିଛି ପଦକ୍ଷେପ ନେଇଥାଏ ସେ ହିଁ ଅହଂକାର ପାଇଁ ଦିନେ ପଶ୍ଚାତାପ କରେ ! ➡️”ଟଙ୍କା ଧାର ଦିଅନ୍ତୁ , କିନ୍ତୁ ଭଲ ଭାବରେ ଚିନ୍ତା କରିବା ପରେ , କାହିଁକି ନା ନିଜ ଟଙ୍କା ଭିକାରୀ ଭଳି ମାଗିବାକୁ ପଡ଼ି ଥାଏ ଆଉ ସେ ମାଲିକ ଭଳି ତାରିଖ ପରେ ତାରିଖ ଦେଇଥାଏ […]

ଆଜିର ଅନୁଚିନ୍ତା

➡️ଏ ଦୁନିଆରେ ପିତା ମାତା ଛଡା କେହି ନିଜର ନାହାଁନ୍ତି, ସମସ୍ତେ କେବଳ ସ୍ବାର୍ଥ ପାଇଁ ହିଁ ସମ୍ପର୍କ ଗଢି ଥାଆନ୍ତି —। ➡️ସଫଳତା ସେହି ମଣିଷକୁ ମିଳିଥାଏ ଯେଉଁ ମଣିଷ କର୍ମକୁ କେବେ ଛୋଟ ବୋଲି ମନେ କରି ନଥାଏ । କାରଣ କୌଣସି କାମ ଛୋଟ କିମ୍ବା ବଡ଼ ହୋଇ ନଥାଏ ସବୁ କର୍ମ ର ଆରମ୍ଭ ଛୋଟରୁ ହିଁ ହୋଇଥାଏ ! ➡️ଦ୍ବିତୀୟ ଥର ଗରମ କରାଯାଇଥିବା ଚା ଆଉ ବୁଝାମଣା କରାଯାଇଥିବା […]