Browsing category

ସତ୍ୟ ସନ୍ଧାନ

ଆଜିର ଅନୁଚିନ୍ତା

➡️ବାପା ମାଆଙ୍କୁ କଷ୍ଟ ଦେଇ ଦୁନିଆରେ କେହି କେବେ ବି ସୁଖରେ ରହି ପାରିବେ ନାହିଁ । ➡️ପିମ୍ପୁଡି ପରି ଯଦି ମଣିଷ ବି ପରିବାରରେ ଜଣେ ଜଣଙ୍କୁ ସାହାର୍ଯ୍ୟ କରିବ କଠିନରୁ କଠିନ କାମ ବି ବହୁତ ସରଳତାର ସହିତ ସମ୍ପୁର୍ଣ୍ଣ ହୋଇଯିବ । ➡️ ଆଜିକାଲି ଲୋକେ ମଜାକ୍ କମ୍ କରନ୍ତି କିନ୍ତୁ ମଜାକ୍ ବାହାନାରେ ଅପମାନ ବେଶି କରନ୍ତି । ➡️ଯଦି କେହି ଅଭିମାନ କରିଛି ତାକୁ ଶୀଘ୍ର ମନେଇନେବା ଉଚିତ୍, କାହିଁକି […]

ଆଜିର ଅନୁଚିନ୍ତା

➡️ଭଲ ଜାଗାରେ ପହଂଚିବା ପାଇଁ ଖରାପ ପରିସ୍ଥିତି ଦେଇ ଯିବାକୁ ପଡେ, ଉତ୍ତମ ସମୟକୁ ଅପେକ୍ଷା କର ଧର୍ଯ୍ୟ ଧର ସଠିକ ସମୟରେ ସଠିକ ଫଳ ମିଳିବ ➡️ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ । ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ଦୁଃଖରେ କନ୍ଦେଇଦିଏ । ➡️ଈଶ୍ୱର କାହାକୁ ଦଣ୍ଡ ଦିଅନ୍ତି ନାହିଁ କ୍ଷ ମନୁଷ୍ୟକୁ ତାର ପାପ ହିଁ ଦଣ୍ଡ ଦେଇଥାଏ କ୍ଷ ଆମେ ତେଣୁ ଦୁଇଟି […]

ଆଜିର ଅନୁଚିନ୍ତା

➡️ପାଣି କିଣୁଥିଲୁ ଏବେ ପବନ କିଣିଲୁ,ବାକି ରହିଗଲା ମାଟି ,ଯେଉଁ ଦିନ ଏହି ସମସ୍ୟା ଆସିବ,ସେ ଦିନ ସଭିଙ୍କ ଛୁଟି, ମାୟା ମୋହ ଯିବ ତୁଟି ➡️ରୁପ ଠାରୁ ଚରିତ୍ର ବଡ –ପ୍ରେମ ଠାରୁ ତ୍ଯାଗ ବଡ –।ଧନ ଠାରୁ ମାନବିକତା ବଡ –ହେଲେ—-ସୁନ୍ଦର ସମ୍ପର୍କ ଠାରୁ ଏ ଦୁନିଆରେ କିଛି ବି ନାହିଁ । ➡️ ହୁଏତ ଆପଣଙ୍କୁ ସବୁ ଜାଗାରେ ପ୍ରଶଂସା ମିଳିଯାଇପାରେ ! ହେଲେ –ମାଆ ଆଉ ବାପା ଙ୍କର ଆଶୀର୍ବାଦ କୋଉଠି […]

ଆଜିର ଅନୁଚିନ୍ତା

➡️ବଜାରରୁ ସବୁକିଛି ମିଳିଯାଏ କିନ୍ତୁ ମାଆ ଭଳି ବୃକ୍ଷ ଓ ବାପାଙ୍କ ଭଳି ଛାୟା କେବେ ମିଳେ ନାହିଁ । ➡️”ଯିଏ ମା – ବାପା ଙ୍କୁ ସ୍ୱର୍ଗକୁ ନେଇ ଯାଏ ସେ ହେଉଚି ପୁଅ, ଯିଏ ସ୍ଵର୍ଗକୁ ଘରକୁ ନେଇ ଆସି ଥାଏ ସେ ହେଉଛି ଝିଅ, ଆଉ ଯିଏ ଘରକୁ ସ୍ବର୍ଗ ବନେଇ ଦେଇ ଥାଏ ସେ ହେଉଚି ବୋହୁ ➡ ଯେତେବେଳ ପର୍ଯ୍ୟନ୍ତ ବାପା ନାମକ ଶବ୍ଦ ତୁମ ପାଖରେ ଅଛି ନା […]

ଆଜିର ଅନୁଚିନ୍ତା

➡️କୌଣସି ବି ଲକ୍ଷ ଆମର ସାହସ ଠାରୁ ବଡ଼ ନୁହେଁ.. ସେ ହିଁ କେବଳ ହାରିଥାଏ, ଯିଏ ଲଢ଼ି ନଥାଏ ! ➡️ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ । ➡️ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, ଶରୀରରୁ ପ୍ରାଣ ଗଲାବେଳେ ପ୍ରାଣକୁ ବି ଅଟକେଇ ପାରେନି ! ତାହେଲେ ଅଯଥା ଗର୍ବ କରି ଲାଭ କଣ ? ➡️ଯତ୍ନରେ ରଖିଲେ ସବୁ ସୁନ୍ଦର ଦେଖାଯାଏ, ଦୀର୍ଘସ୍ଥାୟୀ ବି ହୁଏ……. ସେ […]

ଆଜିର ଅନୁଚିନ୍ତା

➡️ମନୋବଳ ଦୃଢ ଥିଲେ ବିଫଳତା କେବେ ସ୍ପର୍ଶ କରିପାରେ ନାହିଁ । ➡️ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ । ➡️ ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ଫଳିଥାଏ ! ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର, ପରିଣାମ ସମୟ ଆସିଲେ ନିଶ୍ଚିତ […]

ଆଜିର ଅନୁଚିନ୍ତା

➡️ମଣିଷ ସବୁବେଳେ ଏକା ପରି ନ ଥାଏ-ପ୍ରଥମେ ମଣିଷ ଠୋକର୍ ଖାଏ-ତା’ପରେ ଶିକ୍ଷା ପାଏ-ଆଉ ତା’ପରେ ବଦଳି ଯାଏ । ➡️ଯଦି ଅନ୍ୟର ସଫଳତାକୁ ଆମେ ସ୍ୱୀକାର କରିନପାରନ୍ତି ତେବେ ତାହା ଆମର ଇର୍ଷା ଵନିଯାଏ, ଆଉ ଯଦି ସ୍ୱୀକାର କରିନିଅନ୍ତି ତେବେ ତାହା ଆମ ପାଇଁ ପ୍ରେରଣା ଵନିଯାଏ। ➡️ଭଗବାନ ସବୁ ସମ୍ପର୍କ କୁ ଆଗରୁ ତିଆରି କରି ପଠେଇ ଥାନ୍ତି କିନ୍ତୁ ଦୁଇଟି ସମ୍ପର୍କ ଆମେ ଏହି ପୃଥିବୀକୁ ଆସିଲା ପରେ ହିଁ ତିଆରି […]

ଆଜିର ଅନୁଚିନ୍ତା

? ଜୀବନ ଦର୍ଶନ ? ➡️ଭଗବାନ ଯାହାର ଉର୍ଦ୍ଧ୍ବଗତି ଚାହାଁନ୍ତି, ତା’ ଦ୍ବାରା ଶୁଭକର୍ମ କରାନ୍ତି, ଆଉ ଯାହାର ଅଧୋଗତି ଚାହାଁନ୍ତି, ତା’ ଦ୍ବାରା ଅଶୁଭ କର୍ମ କରାନ୍ତି। ଯଦି ଭଗବାନ ସବୁ ଶୁଭା ଶୁଭ କର୍ମ କରାନ୍ତି, ତେବେ ‘ତେବେ ଭଗବାନ କାହାରି କର୍ତ୍ତୃତ୍ବ’ କର୍ମ ଓ କର୍ମଫଳ ସଂଯୋଗ ରଚନା କରନ୍ତି ନାହିଁ, କହିବାତ ଶ୍ରୁତି ବିରୋଧ। ? ଆଜିର ଅନୁଚିନ୍ତା ? ➡️ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ […]

ଆଜିର ଅନୁଚିନ୍ତା

➡️ରାଗ ଆଉ ଝଡ ଦୁଇଟିଯାକ ଏକା ପ୍ରକାର, ଥମିଗଲା ପରେ ବୁଝାପଡେ କେତେ କ୍ଷତି କରିଛି ! ➡️ଶରୀର ସୁନ୍ଦର ଥାଉ କି ନଥାଉ ବ୍ୟବହାର ଯଦି ଭଲ ଥାଏ, ତା\’ ହେଲେ ଅସୁନ୍ଦର ମଣିଷଟିଏ ଅତିସୁନ୍ଦର ଲାଗେ । ➡️ ଯିଏ ସତ୍, ନିନ୍ଦା ତାର କୌଣସି ଅନିଷ୍ଟ କରିପାରେ ନାହିଁ । ➡️ପ୍ରତ୍ୟେକ ପରିବାରରେ ଗୋଟେ ଝିଅ ହେବା ଦରକାର କାହିଁକି ନା ଲୋକମାନେ ଅନ୍ୟ ଝିଅ କୁ ବଦନାମ୍ କରିବା ପୂର୍ବରୁ ନିଜ […]

✤ଆଜିର ସନ୍ଥବାଣୀ✤

?ବିନା ଶ୍ରଦ୍ଧାରେ କରାଯାଉଥିବା ଦାନ, ତପ କି ଯଜ୍ଞ କୁ ଅସତ୍ କୁହାଯାଏ ! ?ଜାଗ୍ରତ ମାତ୍ରକେ ଯେପରି ସ୍ବପ୍ନ ଆଉ ରହେନାହିଁ କେବଳ ଦ୍ରଷ୍ଟା ହିଁ ରହିଯାଏ, ଠିକ ସେପରି ବୁଦ୍ଧି ଉଚ୍ଚତର ସୋପାନରେ ପହଁଚିଲେ ଏହାର ନୀଚ୍ଚବୃତ୍ତି ସ୍ୱତଃ ଲୁପ୍ତ ହୋଇଯାଏ ! ?ଭୟ ମନୁଷ୍ୟର ଅଜ୍ଞାନ ର ଛାୟା, ଅପରାଧ ଜନ୍ଯ ପାପର କାୟା । ଏହା ମନୁଷ୍ଯକୁ ଧର୍ମ ମାର୍ଗରୁ ବିଚ୍ଯୁତ କରିବା ପାଇଁ ଏକ ଆସୁରୀ ମାୟା ମାତ୍ର।ପରମାତ୍ମା ଙ୍କ […]