Browsing category

ସତ୍ୟ ସନ୍ଧାନ

ଆଜିର ଅନୁଚିନ୍ତା

➡️”ଯାହା ବି କରୁଛ କର ଖାଅ , ପିଅ , ଭଲ ପୋଷାକ ପିନ୍ଧ , ଦାନ କର , ଜୀବନର ଲକ୍ଷ୍ୟ ବି ରଖ । ହେଲେ ଅପଚୟ ଓ ଅହଙ୍କାରଠୁ ସବୁବେଳେ ଦୂରେଇ ରୁହ ଆଉ ମନେ ରଖ ତୁମେ ପୃଥିବୀରେ ଅତିଥି ମାଲିକ ନୁହେଁ ! ➡️”ଶ୍ରଦ୍ଧାରୁ ଜ୍ଞାନ , ନମ୍ରତାରୁ ମାନ ଆଉ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ , ହେଲେ ଯେତେବେଳେ ଏଇ ତିନୋଟି ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ […]

ଆଜିର ଅନୁଚିନ୍ତା

➡️ ଗୋଟିଏ ବାସ୍ତବ କଥା,,,ଟଙ୍କା ପାଖରେ ଥିଲେ ସମସ୍ତେ ତୁମକୁ ସମୟ ଦେବେ,, ଆଉ ଟଙ୍କା ପାଖରେ ନ ଥିଲେ ସମସ୍ତେ ତୁମକୁ ଅବହେଳା କରିବେ । ➡️ଆଜିର ଦୁନିଆରେ ମିଛ କହୁଥିବା ଲୋକକୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ସତ କହୁଥିବା ଲୋକଠାରୁ ସମ୍ପର୍କ ଭାଙ୍ଗି ଦୂରେଇ ଯାଆନ୍ତି । ➡️ ଯିଏ ବେଶୀ କଥା କହି ବାହାଦୁରି ମାରେ ସେ କିଛି କରି ପାରେନା, କାରଣ ଖାଲି ଥିବା ମାଠିଆ ଅଧିକ ଆବାଜ କରିଥାଏ […]

ଆଜିର ଅନୁଚିନ୍ତା

➡️ଇଏ ହେଉଛି ଗୋଟିଏ ସ୍ବାର୍ଥପର ଦୁନିଆ , ଏଠି ଲୋକ ହୃଦୟକୁ ନୁହେଁ ନିଜ ନିଜ ଆବଶ୍ୟକତାକୁ ଭଲ ପାଆନ୍ତି । ➡️ସଂସାରରେ ଯିଏ ସବୁଠାରୁ ମୁଢ ଏବଂ ଯିଏ ସବୁଠାରୁ ବୁଦ୍ଧିମାନ ଉଭୟେ ସୁଖ ଭୋଗ କରନ୍ତି, କିନ୍ତୁ ମଧ୍ୟମ ଶ୍ରେଣୀ ଲୋକ କଷ୍ଟ ପାନ୍ତି !! ➡️ସମ୍ପର୍କରେ ଅଭିମାନ କରନ୍ତୁ ଚଳିବ ,—– କିନ୍ତୁ ଅଭିନୟ ନୁହେଁ । ➡️ଧର୍ମ, ନିୟମ ଓ ସଂସ୍କାର ଏଇ ତିନୋଟି ଶବ୍ଦ ମଣିଷଟିକୁ ମଣିଷ ପରି ଗଢିତୋଳିଥାଏ […]

ଆଜିର ଅନୁଚିନ୍ତା

➡️”ଛୋଟ ହେଉ ବା ବଡ଼,ଭୁଲ ତ ଭୁଲ ହୋଇଥାଏ।ଏହାକୁ ଅଣଦେଖା ନକରି ନିଜ ଭୁଲ ସୁଧାରିବାକୁ ଚେଷ୍ମା କରିବା ଉଚିତ । କାହିଁକି ନାଁ ଛୋଟିଆ କଣାଟିଏ ଗୋଟିଏ ବଡ଼ ଡଙ୍ଗାକୁ ପାଣିରେ ବୁଡ଼େଇ ଦେବାର କ୍ଷମତା ରହିଥାଏ ! ➡️”ଏକ ମଜବୁତ ବନ୍ଧୁତା ପାଇଁ ପ୍ରତିଦିନ କଥାବାର୍ତ୍ତା କିମ୍ବା ଏକାଠି ରହିବାର ଆବଶ୍ୟକତା ନାହିଁ । ଯେପର୍ଯ୍ୟନ୍ତ ସମ୍ପର୍କ ହୃଦୟରେ ଜୀବନ୍ତ ରହିବ , ପ୍ରକୃତ ବନ୍ଧୁ କେବେ ବି ଅଲଗା ହେବେ ନାହିଁ ! […]

ଆଜିର ଅନୁଚିନ୍ତା

➡️ସଫଳତା —-! ଗୋଟିଏ ଦିନରେ ମିଳିବନି,ଗୋଟିଏ ଦିନ ନିଶ୍ଚୟ ମିଳିବ ! ➡️ଫଟା ମାଠିଆରେ କାଦୁଅ ବୋଳିବା ଯାହା , ସ୍ବାର୍ଥପର ଓ ଗର୍ବି ଲୋକଙ୍କ ସହ ବୁଝାମଣା ସେଇଆ ➡️ ଦୁନିଆରେ କେହି କେବେ ଭଲ କିମ୍ବା ଖରାପ ହୋଇ ଜନ୍ମ ହୋଇ ନ ଥାଏ, କିନ୍ତୁ ମଣିଷର ପରିବେଶ ତଥା ତାର ପରିସ୍ଥିତି ତାକୁ ଭଲ ଆଉ ଖରାପ କରି ଦୁନିଆ ଆଗରେ ଛିଡ଼ା କରେ ! ➡️ଦୁଇ ପ୍ରକାର ଲୋକ ସମସ୍ତଙ୍କ ଜୀବନରେ […]

ଆଜିର ଅନୁଚିନ୍ତା

➡️ଜୀବନ ରୂପକ ବହିରେ ସବୁଠାରୁ ସୁନ୍ଦର ପୃଷ୍ଠା ହେଉଛି ” ଆମ ପିଲାଦିନ ” ଯାହା ଗୋଟିଏ ସ୍ମରଣୀୟ ଫର୍ଦ୍ଦ । ➡️ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୁର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡେ । ➡️ଧନୀ ସିଏ ନୁହେଁ ଯାହା ଘରେ ପୁଳାଏ ଟଙ୍କା, ବଡ ଗାଡି ଥାଏ । ଅସଲ ଧନୀ ତ ସିଏ ଯାହା ଘରେ ଝିଅ ଆଉ […]

ଆଜିର ଅନୁଚିନ୍ତା

➡️ଜୀବନ ଏକ ଲମ୍ବା ରାସ୍ତା,,,,ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ ଆଉ ହସି ହସି ଚାଲିଲେ କେତେ ବେଳେ ରାସ୍ତା ସରିଯାଏ ଜଣାପଡେ ନାହିଁ । ➡️ସ୍ନେହ, ପ୍ରେମ, ଶିକ୍ଷା ଓ ସମ୍ମାନ ଏହା କୋଉଠି ଦାନରେ ମିଳେନାହିଁ ।ଏହାକୁ ଅର୍ଜନ କରାଯାଏ । ➡️ ଉଦ୍ଦେଶ୍ୟ ପୁରଣ ହେଇ ସାରିଲା ପରେ ମଣିଷର ଅସଲ ରୂପ ପଦାକୁ ଆସିଥାଏ । ➡️କାହାକୁ ପାଇବା ନ ପାଇବା ବଡକଥା ନୁହେଁ ବଡ କଥା ହେଉଛି କଥା ଦେଇ […]

ଆଜିର ଅନୁଚିନ୍ତା

➡️ସେହି ପିଲା ସବୁଠାରୁ ବେଶୀ ଭାଗ୍ୟବାନ ଯାହା ଜୀବନରେ ପ୍ରତ୍ୟେକଟି ସକାଳ ଆରମ୍ଭ ହୁଏ ମାଆର ମୁହଁ ଚାହିଁ, ଆଉ ପ୍ରତ୍ୟେକ ରାତି ବି ଶେଷ ହୁଏ ମାଆର ମୁହଁ ଚାହିଁ ➡️ଜୀବନରେ ସବୁବେଳେ ସିଂହ ହେବାପାଇଁ ଚେଷ୍ଟା କରନ୍ତୁ ସିଂହାସନ ପାଇଁ ଚିନ୍ତା କରନ୍ତୁ ନାହିଁ କାରଣ ସିଂହ ଯେଉଁ ଚଟାଣ ଉପରେ ବସିଯାଏ ସେଇଟା ସିଂହାସନ ବନିଯାଏ । ➡️ବଞ୍ଚି ରହିବା ପାଇଁ ପ୍ରତ୍ୟେକ ମଣିଷ ଅଭିନୟ କରେ କେହି ନିଜ ସହ କେହି […]

ଆଜିର ଅନୁଚିନ୍ତା

➡️ଗରିବ ହୁଅନ୍ତୁ ବା ଭିକାରୀ ସେମାନଙ୍କୁ ନେଇ କିଛି ଖରାପ ସମାଲୋଚନା କରନ୍ତୁ ନାହିଁ ।କାରଣ ଗରିବ ହେବାକୁ ସମୟ ଲାଗେନା ➡️ଚିଲକୁ ଏତେ ଉଚ୍ଚରେ ଉଡିବା ଦେଖି ଅନ୍ୟ ଚଢେଇ କେବେ ବି ମନ ଦୁଃଖକରନ୍ତି ନାହିଁ,,,,, କିନ୍ତୁ ମଣିଷ , ଅନ୍ୟର ଉନ୍ନତି ଦେଖି ଅସହିଷ୍ଣୁ ହୋଇଥାଏ । ➡️ଯେଉଁଟି ଦୟା ଥାଏ ସେଇଠି କ୍ଷମା ଥାଏ ,ଯେଉଁଟି ଲୋଭ ଥାଏ ସେଇଠି ପାପ ଥାଏ,ଯେଉଁଟି କ୍ରୋଧ ଥାଏ ସେଇଠି ସର୍ବନାଶ ହିଁ ହୋଇଥାଏ, […]

-: ରାମ ନବମୀ ଓ ତା’ର ମହତ୍ :-

ରାମ ନବମୀ। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ ହୁଏ। ଏହି ବର୍ଷର ରାମ ନବମୀ ଅତ୍ୟନ୍ତ ଶୁଭ ଯୋଗ ରହିଛି, ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ମଧ୍ୟ । ରାମ ନବମୀ ଦିନ ବ୍ରତ ରଖିବାର ମଧ୍ୟ ପରମ୍ପରା ରହିଛି। ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ ଅଟେ। ଚୈତ୍ର ନବମୀ ଦିନ ମର‌୍ୟ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା। ଶ୍ରୀ ରାମଙ୍କ […]